Mumbai
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଲାଇନଚ୍ୟୁତ ହେଲା ପୁଡୁଚେରୀ ଏକ୍ସପ୍ରେସ୍
Published On
By Samaya Live
ମୁମ୍ବାଇ: ଅପ୍ରେଲ ୧୬: ମୁମ୍ବାଇରୁ ପୁଡୁଚେରୀ ଯାଉଥିବାବେଳେ ଘଟିଛି ଏପରି ଘଟଣା। ମହାରାଷ୍ଟ୍ରର ମାତୁଙ୍ଗା ଓ ଦାଦର ମଝିରେ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି ।ଦାଦର ଷ୍ଟେସନ ଛାଡ଼ିବା ପରେ ମାତୁଙ୍ଗା ଷ୍ଟେସନ ପୂର୍ବରୁ କ୍ରସିଂ ଟ୍ରାକରେ ୨ ଟ୍ରେନ ମଧ୍ୟରେ ସାମାନ୍ୟ ଧକ୍କା ଯୋଗୁଁ ପୁଡୁଚେରୀ ଏକ୍ସପ୍ରେସର ୩ଟି ବଗି ଲାଇନଚ୍ୟୁତ ହୋଇଥିଲା ।ଘଟଣାସ୍ଥଳରେ ରେଲେୱର ବରିଷ୍ଠ ଅଧିକାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ […]
ଘୋଡ।ର ଦ।ମ ୫ କୋଟି ଟଙ୍କ।
Published On
By Samaya Live
ମହାରାଷ୍ଟ୍ର: ଡିସେମ୍ବର ୨୩: ମହ।ର।ଷ୍ଟ୍ର ନ।ସିକର ଏକ ଘୋଡ। ଏବେ ବେସ୍ ଚର୍ଚ୍ଚ।ରେ । ଏହି ଘୋଡ।ର ଦ।ମ ଏବେ ୫ କୋଟି ଟଙ୍କ। ରହିଛି। ହେଲେ ଏତେ ଟଙ୍କାରେ ମଧ୍ୟ ନିଜ ଘୋଡାକୁ ବିକ୍ରି କରିବାରେ ରାଜି ହୋଇ ନାହାନ୍ତି ମାଲିକ। ସୁଚନା ଥାଉକି ସ।ରଙ୍ଗଖେଡ।କୁ ପ୍ରତିବର୍ଷ ର।ଜ୍ୟର ଘୋଡ। ମ।ଲିକମ।ନେ ଘୋଡ। ବିକ୍ରି କରିବ।କୁ ଆସିଥ।ନ୍ତି । ତେବେ ଏହି ହ।ଟକୁ ନ।ସିକର ଜଣେ ଘୋଡ। ପ।ଳକ ଘୋଡ।କୁ ବିକ୍ରି କରିବ।କୁ ଆସିଥିଲେ । […]
ଜ୍ୟ।କଲିନଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ
Published On
By Samaya Live
ମୁମ୍ବାଇ: ଡିସେମ୍ବର ୦୯: ଅଭିନେତ୍ରୀ ଜ୍ୟ।କଲିନ୍ ଫର୍ଣ୍ଣ।ଣ୍ଡିସଙ୍କୁ ନୋଟିସ୍ ଜ।ରି କଲ। ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ । ଆସନ୍ତ। ଡିସେମ୍ବର ୮ ତ।ରିଖରେ ଦିଲ୍ଲୀ ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟରେ ହ।ଜର ହେବ।କୁ ନୋଟିସ୍ ଜ।ରି କର।ଯ।ଇଛି । ପୂର୍ବରୁ ଗତ ରବିବ।ର ବିଦେଶ ପଳ।ଉଥିବ। ବେଳେ ମୁମ୍ବ।ଇ ବିମ।ନବନ୍ଦରରେ ଜ୍ୟ।କଲିନଙ୍କୁ ଇଡି ଅଟକ।ଇଥିଲ। । ମନି ଲଣ୍ଡରିଂ ମ।ମଲ।ରେ ଜ୍ୟ।କଲିନଙ୍କ ନ।ଁରେ ମ।ମଲ। ଚ।ଲୁଛି । ସେଥିପ।ଇଁ ବିଦେଶ ନଯିବ। ପ।ଇଁ ତାଙ୍କୁ କୁହ।ଯ।ଇଥିଲ। । ମ।ତ୍ର ଜ୍ୟ।କଲିନ […]
ଆରୟନ ପାଇଁ ଗଞ୍ଜେଇ ଯୋଗାଡ଼ କରିଛନ୍ତି ଅନନ୍ୟା !
Published On
By Samaya Live
ମୁମ୍ବାଇ: ଅକ୍ଟୋବର ୨୨: ଆରୟନ ଖାନ୍ଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଏନସିବି ଗତକାଲି ଜେରା କରିଛି । ଏହାସହିତ ଅନନ୍ୟାଙ୍କ ମୋବାଇଲକୁ ମଧ୍ୟ ଏନ୍ସିବି ଜବତ କରାଯାଇଛି । ମୋବାଇଲ ଚାର୍ଟରେ ଏନ୍ସିବିକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ସୂଚନା ରହିଛି । ଆଜି ମଧ୍ୟ ତାଙ୍କୁ ଜେରା କରାଯିବ । ହେଲେ ଏହାରି ଭିତରେ ଅନନ୍ୟା ଓ ଆରୟନଙ୍କ ଭିତରେ ହୋଇଥିବା ହ୍ୱାଟ୍ସ ଆାପ୍ ଚାଟ୍ ସାମ୍ନାକୁ ଆସିଛି । […]
ଜେରା ବେଳେ କାନ୍ଦିଲେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ଯ୍ୟନ
Published On
By Samaya Live
ମୁମ୍ବାଇ: ଅକ୍ଟୋବର ୦୪: କ୍ରୁଜ୍ ଜାହାଜରେ ଡ୍ରଗ୍ସ ମାମଲାରେ ବଲିଉଡ୍ ସୁରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି । ନାକ୍ରୋଟିକ୍ କଣ୍ଟ୍ରୋଲ୍ ବୁ୍ୟରୋ (ଏନ୍ସିବି) ସେମାନଙ୍କୁ ଗତକାଲି ଗିରଫ କରିଛି । ତେବେ ଏନ୍ସିବି ଏହାର ମାମଲାରେ ସେମାନଙ୍କୁ ଜଣ ଜଣ କରି ମାରାଥନ୍ ପଚରାଉଚରା କରିଛି । ଏଥିରେ ଆର୍ଯ୍ୟନ ଡ଼ରି ଯାଇଥିଲେ ଓ କାନ୍ଦିବାକୁ ଲାଗିଥିଲେ । ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଆର୍ଯ୍ୟନ ବିଦେଶରେ ମଧ୍ୟ […]
କୁକୁରର ବିମାନ ଯାତ୍ରା
Published On
By Samaya Live
ଏଭଳି ଅନେକ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ, ଯେଉଁଥିରେ ଲୋକମାନେ ନିଜ ପୋଷା ଜୀବଙ୍କ ପାଇଁ ଅନେକ କିଛି କରୁଥିବାର ଦେଖାଯାଇଥାଏ । ସେହିଭଳି ଏକ ଘଟଣା ଘଟିଛି ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ବିମାନରେ । ଏଥିରେ ଏକ କୁକୁର ପାଇଁ ବିମାନର ପୁରା ବିଜ୍ନେସ୍ କ୍ଲାସ୍କୁ ବୁକ୍ କରାଯାଇଥିଲା । କୁକୁର ପାଇଁ ଏଭଳି ବ୍ୟବସ୍ଥା କରିଥିଲେ ତାର ମାଲିକ । ଚେନ୍ନାଇରୁ ମୁମ୍ବାଇ ଯାଉଥିବା ଏକ ବିମାନରେ ଏଭଳି ବୁକିଂ ହୋଇଥିଲା […]
ପିଥାନି ଏବଂ ରୋଷେଇଆ ନିରଜ ସିଂ ଙ୍କୁ ପଚରାଉଚରା କରିବା ପରେ ସୁଶାନ୍ତଙ୍କ ବାନ୍ଦ୍ରା ଫ୍ଲାଟରେ ସିବିଆଇ ଟିମ୍
Published On
By Samaya Live
ମୁମ୍ବାଇ: ଅଗଷ୍ଟ ୨୨: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ଅନୁସନ୍ଧାନ କରୁଥିବା ସିବିଆଇର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଅଭିନେତାଙ୍କ ବାନ୍ଦ୍ରା ଫ୍ଲାଟରେ ପହଞ୍ଚିଥିଲେ, ଯେଉଁଠାରେ ଜୁନ୍ ୧୪ ରେ ତାଙ୍କର ମୃତଦେହ ମିଳିଥିଲା। ସିବିଆଇ ଟିମ କୂପର ହସ୍ପିଟାଲ ଏବଂ ବାନ୍ଦ୍ରା ପୋଲିସ୍ ଷ୍ଟେସନ ମଧ୍ୟ ଯାଇ ଅନୁସନ୍ଧାନ କରିଥିଲେ I ଶୁଶାନ୍ତଙ୍କ ଫ୍ଲାଟମେଟ ସିଦ୍ଧାର୍ଥ ପିଥାନି ଓ ରୋଷେଇଆ ନିରଜ ସିଂ ଙ୍କୁ ମଧ୍ୟ ପଚରାଉଚରା କରିଥିଲେ I ବିଶ୍ୱସ୍ତ ସୂତ୍ର ରୁ ପ୍ରକାଶ […]
ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତଙ୍କ ସହ ଅଭିନୟ କରିଥିବା ସଞ୍ଜନା Goodbye କଲେ ମୁମ୍ବାଇ କୁ !
Published On
By Samaya Live
ମୁମ୍ବାଇ: ଜୁଲାଇ ୦୧: ଫିଲ୍ମ ‘ଦିଲ ବେଚାରା’ ରେ ସୁଶାନ୍ତ ସିଂ ରାଜପୁତ ଙ୍କ ସହ ଅଭିନୟ କରିଥିବା ସଞ୍ଜନା ସାଙ୍ଗଭୀ ଙ୍କୁ ମୁମ୍ବାଇ ପୋଲିସ ପ୍ରାୟ ୭ ଘଣ୍ଟା ଧରି ବିଭିନ୍ନ ପ୍ରଶ୍ନ ପଚାରିଥିଲା I ସେଥିପାଈଁ, ସଞ୍ଜନା ଙ୍କୁ ଦିଲ୍ଲୀ ରୁ ମୁମ୍ବାଇ କୁ ଯିବାକୁ ପଡିଥିଲା I ତେବେ ମୁମ୍ବାଇ ଛାଡିବା ପୂର୍ବରୁ, ସେ Instagram ରେ ଗୋଟିଏ message ପୋଷ୍ଟ କରିଛନ୍ତି I ପୋଷ୍ଟ ରେ ଲେଖିଛନ୍ତି, ‘Goodbye ମୁମ୍ବାଇ ! […]

