COVID update Odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଓଡ଼ିଶାରେ ଆଜି ସୁସ୍ଥ ହେଲେ ୨୫୧୯ ଜଣ କରୋନା ସଂକ୍ରମିତ
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୨୪: ଓଡ଼ିଶାରେ କ୍ରମାଗତ ଦ୍ଵିତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଇଛନ୍ତି I ଗତ କାଲି ୨୧୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ ଆଜି ୨୫୧୯ ଜଣ ସୁସ୍ଥ ହେଇଛନ୍ତି I ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୮ ଜଣ ସୁସ୍ଥ ହେଇଥିବା ବେଳେ, ବାଲେଶ୍ୱର ରୁ ୨୭୬, ଗଂଜାମ ରୁ ୨୩୭, କଟକ ରୁ ୧୫୨, ରାୟଗଡା ରୁ ୧୪୪, ଭଦ୍ରକ ରୁ ୧୪୦, ସୁନ୍ଦରଗଡ […]
ଓଡ଼ିଶାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୫ ହଜାର ଟପିଲା; ୨୪ ଘଂଟାରେ ୧୭୩୪ କୋଭିଡ ପଜିଟିଭ କେଶ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୯: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୭୩୪ ଟି କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛି । ସେଥିରୁ ୧୦୭୫ ଟି quarantine case ଥିବାବେଳେ ୬୫୯ ଟି local contact case ଅଛି । ୧୭୩୪ ଟି କେଶ ମଧ୍ୟରୁ , କେବଳ ଖୋର୍ଦ୍ଧା ଜିଲ୍ଲାରେ ୩୪୨ ଟି ଚିହ୍ନଟ ହେଇଛନ୍ତି । ସେହିପରି ଗଂଜାମ ରୁ ୨୨୨ , କଟକ ରୁ ୧୭୭ ସୁନ୍ଦରଗଡ ରୁ ୧୨୬ , ନୟାଗଡ ରୁ […]
ଓଡ଼ିଶାରେ ୨୪ ଘଂଟାରେ ୧୦ କରୋନା ସଂକ୍ରମିତ ଙ୍କ ମୃତ୍ୟୁ: ମୋଟ ମୃତ୍ୟୁ ସଂଖ୍ୟା ୧୯୭ ରେ ପହଁଚିଲା
Published On
By Samaya Live
ଭୁବନେଶ୍ୱର : ଅଗଷ୍ଟ ୦୨: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ର ମୃତ୍ୟୁ ହେଇଛି I ଏହାକୁ ମିଶାଇ, ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୯୭ କୁ ବୃଦ୍ଧି ପାଇଛି। ମୃତ ୧୦ ଜଣଙ୍କ ମଧ୍ୟରେ ଚାରିଜଣ ଗଞ୍ଜାମ ରୁ, ତିନିଜଣ ଖୋର୍ଦ୍ଧା ରୁ ଏବଂ ଯାଜପୁର, କଳାହାଣ୍ଡି ଏବଂ ସୁନ୍ଦରଗଡ ରୁ ଜଣେ ଲେଖାଏଁ ଅଛନ୍ତି I ଗଂଜାମ ରେ ଏ ପର୍ଯ୍ୟନ୍ତ ସର୍ବାଧିକ ୧୦୩ ଜଣ ଙ୍କର ମୃତ୍ୟୁ […]
ଓଡ଼ିଶାରେ ୨୪ ଘଂଟାରେ ୧୫୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଏବଂ ୭ ମୃତ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୭: ଓଡ଼ିଶାରେ ୧,୫୦୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I କ୍ରମାଗତ ଭାବରେ, ୬ ଦିନ ଧରି ପ୍ରତ୍ୟେକ ଦିନ ହଜାରେ ରୁ ଉର୍ଦ୍ଧ୍ଵ କରୋନା ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛି I ଆହୁରି ମଧ୍ୟ ଚିନ୍ତାଜନକ ବିଷୟ, ପ୍ରତ୍ୟେକ ଦିନ Local Contact Case ବୃଦ୍ଧି ପାଉଛି I ୧୫୦୩ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ, ୧୦୦୨ ଜଣ Quarantine ରେ ଥିଲେ ଏବଂ ବାକି ୫୦୧ ଜଣ Local […]
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ଟପିଲା
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୬: ଓଡ଼ିଶାରେ ୨୪ ଘଂଟାରେ ୧୩୭୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯ କୁ ବୃଦ୍ଧି ପାଇଛି I ଗଂଜାମ ରୁ ସର୍ବାଧିକ ୪୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୮୭ ଜଣ, କେନ୍ଦୁଝର ରୁ ୧୦୩ ଜଣ, ପୁରୀ ରୁ ୯୧ ଜଣ, କଟକରୁ ୭୫ ଜଣ , ଗଜପତି ରୁ ୭୪ ଜଣ, […]
ଓଡ଼ିଶାରେ ଗୋଟିଏ ଦିନରେ ହଜାରେ ରୁ ଉର୍ଦ୍ଧ୍ଵ କୋଭିଡ ପଜିଟିଭ ଚିହ୍ନଟ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୨: ୨୪ ଘଂଟାରେ ଓଡ଼ିଶାରେ ରେକର୍ଡ ସଂଖ୍ୟକ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇଛନ୍ତି I ଦିନକରେ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ I ରାଜ୍ୟରେ ଗୋଟିଏ ଦିନରେ ଏ ପର୍ଯ୍ୟନ୍ତ ସର୍ବାଧିକ ୭୫୫ ଜଣ ଚିହ୍ନଟ ହେଇଥିଲେ I ତେବେ, ଏହି ୧୦୭୮ ଆକ୍ରାନ୍ତଙ୍କୁ ମିଶାଇ, ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଂଚିଛି I ୧୦୭୮ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରେ, ଗଂଜାମ ର ୩୭୧ ଜଣ, ଖୋର୍ଦ୍ଧା […]
୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ଓଡ଼ିଶାରେ; ମୋଟ ସୁସ୍ଥ ହେଲେଣି ୧୨ ହଜାର ୯୧୦ ଜଣ
Published On
By Samaya Live
ଭୁବନେଶ୍ୱର:ଜୁଲାଇ ୨୦: ଓଡ଼ିଶାରେ ଆଜି ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏ ପର୍ଯ୍ୟନ୍ତ ୧୨ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I ସୁସ୍ଥ ହେଇଥିବା ୪୫୭ ଜଣଙ୍କ ମଧ୍ୟରେ, ଗଂଜାମ ରୁ ୧୧୮ ଜଣ, ନୟାଗଡ ରୁ ୫୩ ଜଣ, କଟକ ରୁ ୪୪ ଜଣ, ସୁନ୍ଦରଗଡ ରୁ ୩୮ ଜଣ, ଖୋର୍ଦ୍ଧା ରୁ ୩୨ ଜଣ, ଗଜପତି ରୁ ୨୨ ଜଣ, ଯାଜପୁର ରୁ ୨୦ ଜଣ, […]
ଓଡ଼ିଶାରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୮: ଓଡ଼ିଶାରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଇଛି I ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଗଂଜାମ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହେଇଥବା ବେଳେ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହେଇଛି I ଗଂଜାମ ଜିଲ୍ଲାରୁ ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି I ସେମାନଙ୍କର ବୟଷ ଯଥାକ୍ରମେ […]
୧୭୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୩୮ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁଣେ ୧୭: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହେଇଛନ୍ତି ୧୭୫ ଜଣ କରୋନା ସଂକ୍ରମିତ I ଏହାକୁ ମିଶାଇ, ଓଡ଼ିଶାରେ ମୋଟ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪୩୩୮ କୁ ବୃଦ୍ଧି ପାଇଛି I ଗଜପତି ଜିଲ୍ଲାରେ ସର୍ବାଧିକ ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବାବେଳେ, ଗଂଜାମ ରେ ଜଣେ, ଖୋର୍ଦ୍ଧା ରେ ୨୫ ଜଣ, କଟକ ରେ ୩ ଜଣ, ବାଲେଶ୍ୱର ରେ ୬ ଜଣ, ପୁରୀ ରେ ୧୮ […]
ଖୋର୍ଦ୍ଧା ଉପଖଣ୍ଡରେ ୩୦ ଯାଏଁ ଦିନ ୨ରୁ ସକାଳ ୬ଯାଏଁ ସଟଡାଉନ
Published On
By Samaya Live
ଖୋର୍ଦ୍ଧା : ଜୁନ ୧୬:ବେଳକୁ ବେଳ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଖୋର୍ଦ୍ଧା ଉପଖଣ୍ଡକୁ ଜିଲ୍ଲାପାଳ ସିତାଂଶୁ କୁମାର ରାଉତ ଆଜିଠାରୁ ୩୦ ତାରିଖ ଯାଏଁ ଦିନ ୨ଟା ରୁ ସକାଳ ୬ଟା ଯାଏଁ ସଟଡାଉନ ଘୋଷଣା କରିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ଲାଗି ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ଗୁଡିକ ଖୋଲା ରହିବ । ସଟଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଔଷଧ ଦୋକାନ, କ୍ଳିନିକ୍, ପାର୍ଥୋଲାବ ଏବଂ ପେଟ୍ରୋଲ […]
ଭୁବନେଶ୍ୱରରେ ପୁଣି ୫ ନୂଆ ପଜିଟିଭ୍: ୨ ପଜିଟିଭ୍ ସ୍ଥାନୀୟ ଅଞ୍ଚଳର
Published On
By Samaya Live
ଭୁବନେଶ୍ୱର : ଜୁନ ୧୬:ଭୁବନେଶ୍ୱରରୁ ପୁଣି ୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨ ପଜେଟିଭ୍ ସ୍ଥାନୀୟ ଅଞ୍ଚଳର ହୋଇଥିଲାବେଳେ ୩ଜଣ ସଙ୍ଗରୋଧ କେନ୍ଦ୍ର ବୋଲି ସୂଚନା ଦେଇଛି ବିଏମ୍ସି । ଘରୋଇ ସଙ୍ଗରୋଧରେ ଥିବା ୩ ଆକ୍ରାନ୍ତଙ୍କ ମଧ୍ୟରେ ରହିଛନ୍ତି ସତ୍ୟନଗର ଅଞ୍ଚଳର ୩୬ ବର୍ଷୀୟ ଯୁବକ ଏବଂ ସେ ଦିଲ୍ଲୀ ଫେରନ୍ତା । ଅନ୍ୟଜଣେ ଆକ୍ରାନ୍ତ ନିରଙ୍କରୀନଗର ଅଞ୍ଚଳର । ତାଙ୍କ ବୟସ ୨୨ ବର୍ଷ । ଆକ୍ରାନ୍ତ ଯୁବକ ଜଣଙ୍କ […]

