୪୫୭ କରୋନା ଆକ୍ରାନ୍ତ ସୁସ୍ଥ ହେଲେ ଓଡ଼ିଶାରେ; ମୋଟ ସୁସ୍ଥ ହେଲେଣି ୧୨ ହଜାର ୯୧୦ ଜଣ

ଭୁବନେଶ୍ୱର:ଜୁଲାଇ ୨୦: ଓଡ଼ିଶାରେ ଆଜି ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏ ପର୍ଯ୍ୟନ୍ତ ୧୨ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I ସୁସ୍ଥ ହେଇଥିବା ୪୫୭ ଜଣଙ୍କ ମଧ୍ୟରେ, ଗଂଜାମ ରୁ ୧୧୮ ଜଣ, ନୟାଗଡ ରୁ ୫୩ ଜଣ, କଟକ ରୁ ୪୪ ଜଣ, ସୁନ୍ଦରଗଡ ରୁ ୩୮ ଜଣ, ଖୋର୍ଦ୍ଧା ରୁ ୩୨ ଜଣ, ଗଜପତି ରୁ ୨୨ ଜଣ, ଯାଜପୁର ରୁ ୨୦ ଜଣ, […]

Samaya Live Picture
Published On

ଭୁବନେଶ୍ୱର:ଜୁଲାଇ ୨୦: ଓଡ଼ିଶାରେ ଆଜି ୪୫୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏ ପର୍ଯ୍ୟନ୍ତ ୧୨ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଲେଣି I
ସୁସ୍ଥ ହେଇଥିବା ୪୫୭ ଜଣଙ୍କ ମଧ୍ୟରେ, ଗଂଜାମ ରୁ ୧୧୮ ଜଣ, ନୟାଗଡ ରୁ ୫୩ ଜଣ, କଟକ ରୁ ୪୪ ଜଣ, ସୁନ୍ଦରଗଡ ରୁ ୩୮ ଜଣ, ଖୋର୍ଦ୍ଧା ରୁ ୩୨ ଜଣ, ଗଜପତି ରୁ ୨୨ ଜଣ, ଯାଜପୁର ରୁ ୨୦ ଜଣ, ନୂଆପଡା ରୁ ୧୮ ଜଣ, ବାଲେଶ୍ୱର ରୁ ୧୭ ଜଣ, ମୟୁରଭଞ୍ଜ ରୁ ୧୫ ଜଣ, ଅନୁଗୁଳ ଓ କୋରାପୁଟ ରୁ ୧୧ ଜଣ ଲେଖାଏଁ, ମାଲକାନଗିରି ଓ କେନ୍ଦ୍ରାପଡ଼ା ରୁ ୯ ଜଣ ଲେଖାଏଁ, କେନ୍ଦୁଝର ରୁ ୭ ଜଣ, ଝାରସୁଗୁଡା ରୁ ୬ ଜଣ, ବୌଦ ରୁ ୫ ଜଣ, ଦେଓଗଡ ରୁ ୪ ଜଣ, ବରଗଡ, ନବରଙ୍ଗପୁର ଓ ସମ୍ବଲପୁର ରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, ପୁରୀ ଓ ରାୟଗଡା ରୁ ୨ ଜଣ ଲେଖାଏଁ ଏବଂ ଭଦ୍ରକ, ଢେଙ୍କାନାଳ ଓ ଜଗତସିଂହପୁର ରୁ ଜଣେ ଲେଖାଏଁ ଅଛନ୍ତି I
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ୧୧୦ କୁ ବୃଦ୍ଧି ପାଇଛି I