Corona patients in Odisha
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଓଡ଼ିଶାରେ ଆଉ ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨୬ ହଜାର ୮୮୮ ଜଣ
Published On
By Samaya Live
ଭୁବନେଶ୍ୱର: ଅଗଷ୍ଟ ୬: ଓଡ଼ିଶାରେ ଆଜି ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୨୬ ହଜାର ୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଛନ୍ତି I ଆଜି ଗଂଜାମ ରୁ ସର୍ବାଧିକ ୨୯୦ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୯୭ ଜଣ, ରାୟଗଡା ରୁ ୧୨୧ ଜଣ, ସୁନ୍ଦରଗଡ ରୁ ୭୬ ଜଣ, ଯାଜପୁର ରୁ ୪୭ ଜଣ, କୋରାପୁଟ ରୁ ୪୫ ଜଣ, […]
ଓଡ଼ିଶାରେ ୨୪ ଘଣ୍ଟାରେ ଚିହ୍ନଟ ହେଇଛନ୍ତି ୧୭୯ ଜଣ କରୋନା ସଂକ୍ରମିତ; ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୮୫୬ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁନ ୨୦: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଇଛନ୍ତି ଆଉ ୧୭୯ ଜଣ କରୋନା ସଂକ୍ରମିତ I ଖୋର୍ଦ୍ଧା ରୁ ୨୭ ଜଣ, ଗଂଜାମ ରୁ ୫୭ ଜଣ,କେନ୍ଦୁଝର ରୁ ୧୮ ଜଣ, କଟକ ରୁ ୧୫ ଜଣ, ମୟୁରଭଞ୍ଜ ରୁ ୧୦ ଜଣ ଲେଖାଏଁ, ଅନୁଗୁଳ ରୁ ୬ ଜଣ, ଭଦ୍ରକ, ରାୟଗଡା ଓ କେନ୍ଦ୍ରାପଡ଼ା ରୁ ୫ ଜଣ ଲେଖାଏଁ, ଜଗତସିଂହପୁର ରୁ ୪ ଜଣ, ଯାଜପୁର ରୁ ୩ ଜଣ, […]
ଓଡ଼ିଶାରେ ୨୨୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୩୭୨୩ ରେ ପହଂଚିଛି
Published On
By Samaya Live
ଭୁବନେଶ୍ୱର: ଜୁନ ୧୩: ଓଡ଼ିଶାରେ ୨୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ରାଜ୍ୟରେ ଗୋଟିଏ ଦିନରେ ଏତେ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଘଟଣା ପ୍ରଥମ I ଏହାକୁ ମିଶାଇ, ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ କୁ ବୃଦ୍ଧି ପାଇଛି I କଟକ ଜିଲ୍ଲାରେ ୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଥିବାବେଳେ, ଗଂଜାମ ରେ ୨୦ ଜଣ, ଖୋର୍ଦ୍ଧା ରେ ୧୯ ଜଣ, ବାଲେଶ୍ୱର ରେ ୨ ଜଣ, […]
ରାଜ୍ୟରେ ପୁଣି ସୁସ୍ଥ ହେଲେ ୯୯ କରୋନା ଆକ୍ରାନ୍ତ; ମୋଟ ୧୯୯୩ ଜଣ ସୁସ୍ଥ ହେଇସାରିଲେଣି
Published On
By Samaya Live
ଭୁବନେଶ୍ୱର : ଜୁଣେ ୮: ଓଡ଼ିଶାରେ ଆଜି ୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ I ଏହାକୁ ମିଶାଇ ରାଜ୍ୟରେ ୧୯୯୩ ଜଣ ବ୍ୟକ୍ତି ସୁସ୍ଥ ହେଇସାରିଲେଣି I ଆଜି ଯାଜପୁର ଜିଲ୍ଲା ରୁ ୧୬ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୩ ଜଣ, କେନ୍ଦ୍ରାପଡ଼ା ରୁ ୧୧ ଜଣ, ଗଂଜାମ ରୁ ୯ ଜଣ, ଦେଓଗଡ ରୁ ୮ ଜଣ, କଟକ ଓ ଜଗତସିଂହପୁର ରୁ ୭ ଜଣ ଲେଖାଏଁ ଏବଂ […]
ଆଜି ୧୧୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ରାଜ୍ୟରେ ମୋଟ ସୁସ୍ଥ ହେଲେଣି ୧୭୧୬ ଜଣ
Published On
By Samaya Live
ଭୁବନେଶ୍ୱର : ଜୁନ ୦୬: ରାଜ୍ୟରେ ପୁଣି ୧୧୨ ଜଣ କରୋନା ରୋଗୀ ସୁସ୍ଥ ହେଲେ I ଏହାକୁ ମିଶାଇ ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୧୭୧୬ ଜଣ ବ୍ୟକ୍ତି କରୋନା ରୁ ମୁକ୍ତ ହେଲେ I କେନ୍ଦ୍ରାପଡ଼ା ରୁ ୩୩ ଜଣ, ବଲାଙ୍ଗୀର ରୁ ୧୬ ଜଣ, ଯାଜପୁର ରୁ ୧୧ ଜଣ, ସୁନ୍ଦରଗଡ ରୁ ୧୦ ଜଣ, ଜଗତସିଂହପୁର ରୁ ୮ ଜଣ, ଗଂଜାମ ରୁ ୭ ଜଣ, ଖୋର୍ଦ୍ଧା ରୁ ୭ ଜଣ, ନୟାଗଡ […]
ଓଡ଼ିଶାରେ ୧୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ଜୁନ ୦୩: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ,୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏ ପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହେଇଥିବା କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୮୮ କୁ ବୃଦ୍ଧି ପାଇଛି I ୧୪୩ ଜଣ ନୂଆ କରୋନା ଆକ୍ରାନ୍ତ ଙ୍କ ମଧ୍ୟରେ, ଗଂଜାମ ର ୪୧ ଜଣ,ବାଲେଶ୍ୱର ର ୨୪ ଜଣ, ଖୋର୍ଦ୍ଧା ର ୩ ଜଣ, କେନ୍ଦ୍ରାପଡ଼ା ର ୯ ଜଣ, ଭଦ୍ରକ ର ୩ ଜଣ, […]
ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ୧୦୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ
Published On
By Samaya Live
ଭୁବନେଶ୍ୱର: ମେ ୩୦: ଆଜି ପୁଣି ୭୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି l ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ୧୦୫୦ ଜଣ କରୋନା ରୋଗ ରେ ଆକ୍ରାନ୍ତ ହେଇଥିବା ରୋଗୀ ସୁସ୍ଥ ହେଇସାରିଲେଣି l ଏବେ ବାକି ୭୬୦ ଜଣ କୋବିଦ ହସ୍ପିଟାଲ ଗୁଡିକରେ ଚିକିତ୍ସିତ ହେଉଛନ୍ତି l ଆଜି ବୌଦ୍ଧ ଜିଲ୍ଲାର ୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଥିବା ବେଳେ, ପୁରୀ ର ୧୧, କେନ୍ଦ୍ରାପଡ଼ା ର ୧୦, କଟକ ର ୯, […]
ରାଜ୍ୟରେ ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ଆକ୍ରନ୍ତ ଙ୍କ ସଂଖ୍ୟା ୧୮୧୯ କୁ ବୃଦ୍ଧି
Published On
By Samaya Live
ଭୁବନେଶ୍ୱର: ମେ ୩୦ : ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୮୧୯ କୁ ବୃଦ୍ଧି ପାଇଛି l ଚିହ୍ନଟ ହେଇଥିବା ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଙ୍କ ମଧ୍ୟରେ, ଗଂଜାମ ଜିଲ୍ଲା ରୁ ୬, ଯାଜପୁର ରୁ ୬, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୯, ଭଦ୍ରକ ରୁ ୭, କଟକରୁ ୬, ପୁରୀ […]
ଓଡ଼ିଶାରେ ୧୦୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ରାଜ୍ୟର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୯୭୮ ରେ ପହଁଚିଲା
Published On
By Samaya Live
ଭୁବନେଶ୍ୱର: ମେ ୧୯: ଆଜି ଓଡିଶା ରେ ମୋଟ ୧୦୨ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ସେମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜିଲ୍ଲା ର ୩୧ ଜଣ, ଜଗତସିଂହପୁର ର ୨୩ ଜଣ, ଭଦ୍ରକ ର ୨୧ ଜଣ, କେନ୍ଦ୍ରାପଡା ର ୮ ଜଣ, କଟକ ଜିଲ୍ଲା ର ୪ ଜଣ, ଖୋର୍ଦ୍ଧା ର ୪ ଜଣ, ପୁରୀ ଜିଲ୍ଲା ର ୪ ଜଣ, ଅନୁଗୁଳ ଜିଲ୍ଲା ର ୨ ଜଣ, ବାଲେଶ୍ୱର ଜିଲ୍ଲା ର […]

