ରାଜ୍ୟରେ ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ଓଡ଼ିଶାରେ ଆକ୍ରନ୍ତ ଙ୍କ ସଂଖ୍ୟା ୧୮୧୯ କୁ ବୃଦ୍ଧି

ଭୁବନେଶ୍ୱର: ମେ ୩୦ : ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୮୧୯ କୁ ବୃଦ୍ଧି ପାଇଛି l ଚିହ୍ନଟ ହେଇଥିବା ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଙ୍କ ମଧ୍ୟରେ, ଗଂଜାମ ଜିଲ୍ଲା ରୁ ୬, ଯାଜପୁର ରୁ ୬, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୯, ଭଦ୍ରକ ରୁ ୭, କଟକରୁ ୬, ପୁରୀ […]

Samaya Live Picture
Published On

ଭୁବନେଶ୍ୱର: ମେ ୩୦ : ଗତ ୨୪ ଘଣ୍ଟା ମଧ୍ୟରେ, ରାଜ୍ୟରେ ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି l ଏହାକୁ ମିଶାଇ, ଓଡ଼ିଶାରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧୮୧୯ କୁ ବୃଦ୍ଧି ପାଇଛି l
ଚିହ୍ନଟ ହେଇଥିବା ୯୬ ଜଣ ନୂଆ କରୋନା ଆକ୍ରାନ୍ତ ଙ୍କ ମଧ୍ୟରେ, ଗଂଜାମ ଜିଲ୍ଲା ରୁ ୬, ଯାଜପୁର ରୁ ୬, ବାଲେଶ୍ୱରରୁ ୪, ଖୋର୍ଦ୍ଧାରୁ ୯, ଭଦ୍ରକ ରୁ ୭, କଟକରୁ ୬, ପୁରୀ ରୁ ୧, କେନ୍ଦ୍ରାପଡ଼ାରୁ ୧୦, ବଲାଙ୍ଗୀରରୁ ୭, ଜଗତସିଂହପୁରରୁ ୬, ନୟାଗଡରୁ ୧, ସୁନ୍ଦରଗଡରୁ ୭, ଦେଓଗଡ ରୁ ୪, କେନ୍ଦୁଝର ରୁ ୧, ଗଜପତି ରୁ ୧୦, ଢେଙ୍କାନାଳ ରୁ ୨, ନୂଆପଡା ରୁ ୪ ଏବଂ କଳାହାଣ୍ଡି ଜିଲ୍ଲାରୁ ୫ ଜଣ ଅଛନ୍ତି l
ତେବେ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ର ତଥ୍ୟ ଅନୁଯାୟୀ, ସମସ୍ତ ୯୬ ଜଣ ଆକ୍ରାନ୍ତ Quarantine Centers ରେ ଥିଲେ l
ମୋଟ ୧୮୧୯ ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ, ୯୭୭ ଜଣ ସୁସ୍ଥ ହେଇସାରିଥିବା ବେଳେ, ୮୩୩ ଜଣ ଚିକିତ୍ସିତ ହେଉଛନ୍ତି l