ଓଡ଼ିଶାରେ ଆଉ ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ; ଏ ପର୍ଯ୍ୟନ୍ତ ସୁସ୍ଥ ହେଲେଣି ୨୬ ହଜାର ୮୮୮ ଜଣ

ଭୁବନେଶ୍ୱର: ଅଗଷ୍ଟ ୬: ଓଡ଼ିଶାରେ ଆଜି ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୨୬ ହଜାର ୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଛନ୍ତି I ଆଜି ଗଂଜାମ ରୁ ସର୍ବାଧିକ ୨୯୦ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୯୭ ଜଣ, ରାୟଗଡା ରୁ ୧୨୧ ଜଣ, ସୁନ୍ଦରଗଡ ରୁ ୭୬ ଜଣ, ଯାଜପୁର ରୁ ୪୭ ଜଣ, କୋରାପୁଟ ରୁ ୪୫ ଜଣ, […]

Samaya Live Picture
Published On

ଭୁବନେଶ୍ୱର: ଅଗଷ୍ଟ ୬: ଓଡ଼ିଶାରେ ଆଜି ୧୧୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇଛନ୍ତି I ଏହାକୁ ମିଶାଇ, ରାଜ୍ୟରେ ଏ ପର୍ଯ୍ୟନ୍ତ ୨୬ ହଜାର ୮୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଇସାରିଛନ୍ତି I
ଆଜି ଗଂଜାମ ରୁ ସର୍ବାଧିକ ୨୯୦ ଜଣ ସୁସ୍ଥ ହେଇଥିବା ବେଳେ, ଖୋର୍ଦ୍ଧା ରୁ ୧୯୭ ଜଣ, ରାୟଗଡା ରୁ ୧୨୧ ଜଣ, ସୁନ୍ଦରଗଡ ରୁ ୭୬ ଜଣ, ଯାଜପୁର ରୁ ୪୭ ଜଣ, କୋରାପୁଟ ରୁ ୪୫ ଜଣ, କଟକ ରୁ ୪୪ ଜଣ, ପୁରୀ ରୁ ୪୦ ଜଣ, ନୟାଗଡ ରୁ ୩୫ ଜଣ, କେନ୍ଦୁଝର ରୁ ୩୩ ଜଣ, ବାଲେଶ୍ୱର ରୁ ୨୫ ଜଣ, କଳାହାଣ୍ଡି ରୁ ୨୫ ଜଣ, ମୟୁରଭଞ୍ଜ ରୁ ୨୪ ଜଣ, ସମ୍ବଲପୁର ରୁ ୨୩ ଜଣ, ବଲାଙ୍ଗୀର ରୁ ୨୨ ଜଣ, ଭଦ୍ରକ ରୁ ୧୫ ଜଣ, କନ୍ଧମାଳ ରୁ ୧୪ ଜଣ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ରୁ ୧୧ ଜଣ ଲେଖାଏଁ, ମାଲକାନଗିରି ରୁ ୧୦ ଜଣ, ନୂଆପଡା ରୁ ୮ ଜଣ, ବରଗଡ ରୁ ୭ ଜଣ, ଢେଙ୍କାନାଳ ରୁ ୬ ଜଣ, ଅନୁଗୁଳ ଓ ସୋନପୁର ରୁ ୫ ଜଣ ଲେଖାଏଁ ,ଗଜପତି ଓ ଝାରସୁଗୁଡା ରୁ ୪ ଜଣ ଲେଖାଏଁ , ବୌଦ ରୁ ୨ ଜଣ ଏବଂ ନବରଙ୍ଗପୁର ରୁ ଜଣେ ସୁସ୍ଥ ହେଇଛନ୍ତି I
ଏବେ ୧୩ ହଜାର ୫୪୯ ଜଣ ଚିକିତ୍ସାଧୀନ ଅଛନ୍ତି I