Chief Minister Naveen Patnaik
ଓଡ଼ିଶା 

ପୁରୀରେ ପ୍ରତିଷ୍ଠା ହେବ କୁଲତା ସମାଜଙ୍କ ପାଇଁ ଧର୍ମଶାଳା, ୩ କୋଟି ଟଙ୍କାର ଜମି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ପୁରୀରେ ପ୍ରତିଷ୍ଠା ହେବ କୁଲତା ସମାଜଙ୍କ ପାଇଁ ଧର୍ମଶାଳା, ୩ କୋଟି ଟଙ୍କାର ଜମି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ପୁରୀଠାରେ କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ଏକ ଧର୍ମଶାଳା ନିର୍ମାଣ ହେବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସୁନାମୁହିଁ ମଉଜାଠାରେ ଏକ ଏକର ଜମି ମଞ୍ଜୁର କରିଛନ୍ତି । ଏହାସହ ପ୍ରସ୍ତାବିତ ଧର୍ମଶାଳା ପାଇଁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ମଧ୍ୟ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରତିବର୍ଷ କୁଲତା ସମାଜର ଲକ୍ଷାଧିକ ଲୋକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସିଥାନ୍ତି । ସେମାନଙ୍କ ରହଣି […]
Read More...
ଜିଲ୍ଲା 

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ୱରରେ ନିର୍ମାଣ ହେବ ଭବନ

ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ସ୍ମୃତିରେ ଭୁବନେଶ୍ୱରରେ ନିର୍ମାଣ ହେବ ଭବନ ଭୁବନେଶ୍ୱର: ଓଡ଼ିଆ ଆଧୁନିକ କାବ୍ୟ ସାହିତ୍ୟରେ ଜଣେ ମହାନ କବି ଥିଲେ ଗଙ୍ଗାଧର ମେହେର । ସେ ଓଡ଼ିଆ ସାହିତ୍ୟରେ ପ୍ରକୃତି କବି ଓ ସ୍ୱଭାବ କବି ଭାବେ ପରିଚିତ । ଏଣୁ ତାଙ୍କ ସ୍ମୃତିରେ ଭୁବନେଶ୍ୱରରେ ‘ସ୍ୱଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି । ଏହାସହ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ […]
Read More...
ଜିଲ୍ଲା  କୃଷି 

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଦୁଇଟି ପ୍ରକଳ୍ପ ପାଇଁ ୧୪୮ କୋଟି ମଞ୍ଜୁର

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନାରେ ଦୁଇଟି ପ୍ରକଳ୍ପ ପାଇଁ ୧୪୮ କୋଟି ମଞ୍ଜୁର ବରଗଡ : ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ୧୪୮ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ସେହି ଅର୍ଥ ମଧ୍ୟରୁ ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ବୁରୋମୁଣ୍ଡା ପାଇଁ ୭୬.୮୩ ଓ ରାଇସଲପଦର ପାଇଁ ୭୧ .୨୦ ଟଙ୍କା ରହିଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ଜିଲ୍ଲା ର ଉଠା ଜଳସେଚନ ପ୍ରକଳ୍ପ ପାଇଁ ଆର୍ଥିକ ଅନୁଦାନ ଘୋଷଣା କରିଥିବା […]
Read More...
ଓଡ଼ିଶା 

ରାଜ୍ୟରେ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଜୁଲାଇ ୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ପାଇଁ ରିଲିଫ୍‌ ପାଣ୍ଠିକୁ ଏକ ବଡ଼ ଅର୍ଥ ଅନୁମୋଦନ କରିଛନ୍ତି । ରାଜ୍ୟରେ ୫୫ଟି ନୂତନ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ସେ ୨୯ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହା ହେଉଛି ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାର ଦ୍ୱିତୀୟ ପର୍ଯ୍ୟାୟ ଅର୍ଥରାଶି । ତେବେ ଚଳିତ ବର୍ଷ ଏପ୍ରିଲ […]
Read More...
ଓଡ଼ିଶା 

ଶପଥ ଗ୍ରହଣ କଲେ ନୀବନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜାଣ;ୁ କାହାକୁ ମିଳିଲା କେଉଁ ବିଭାଗ

ଶପଥ ଗ୍ରହଣ କଲେ ନୀବନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜାଣ;ୁ କାହାକୁ ମିଳିଲା କେଉଁ ବିଭାଗ ଭୁବନେଶ୍ୱର: ନବୀନଙ୍କ ନୂଆ ଟିମ ଗଠନ ହେବା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଛି । ନବୀନଙ୍କ ଏହି ନୂଆ ଟିମରେ ୧୩ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ରହିଥିବା ବେଳେ ୮ ଜଣ ରାଷ୍ଟ୍ର୍ର ମନ୍ତ୍ରୀ ରହିଛନ୍ତି । ପୂର୍ବ ମନ୍ତ୍ରୀମଣ୍ଡଳର ୯ ଜଣ ମନ୍ତ୍ରୀଙ୍କୁ ପୁନର୍ବାର ନିଜ ସ୍ଥାନ ରଖାଯାଇଛି । ତେବେ ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗର ଦାୟିତ୍ୱ ସମର୍ପଣ କରିଛନ୍ତି । * ଜଗନ୍ନାଥ ସାରକା-ଆଦିବାସୀ […]
Read More...
ରାଜନୀତି  ଓଡ଼ିଶା 

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ ଭୁବନେଶ୍ୱର: ମଇ ୧୮: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ବେଳେ ବସିବ ଏହି ବୈଠକ । ଏଥିରେ ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ । ପୂର୍ତ୍ତ, କୃଷି, ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରସ୍ତାବ ଉପରେ ମୋହର ବାଜିବା ନେଇ ଆଶା କରାଯାଉଛି । ତେଣୁ ଆଜିର କ୍ୟାବିନେଟ ବୈଠକ ଉପରେ ସମସ୍ତଙ୍କ ରହିଛି ନଜର ରହିଥିବା ଜଣାପଡିଛି […]
Read More...
ଓଡ଼ିଶା 

ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱର୍ଗଦ୍ୱାରରେ ହେବ ତାଙ୍କ ଶେଷକୃତ୍ୟ

ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ, ସ୍ୱର୍ଗଦ୍ୱାରରେ ହେବ ତାଙ୍କ ଶେଷକୃତ୍ୟ ଭୁବନେଶ୍ୱର: ଏପ୍ରିଲ ୧୮: ଓଡ଼ିଶାର ଶ୍ରେଷ୍ଠ ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର୍‌ ଗଣେଶର ଲାଲ୍‌ ପ୍ରମୁଖ ଶୋକବ୍ୟକ୍ତ କରିଛନ୍ତି । ଟୁଇଟର୍‌ ଜରିଆରେ ପ୍ରଧାନମନ୍ତ୍ରୀ ନିଜର ଶୋକ ପ୍ରକାଶ କରି ଲେଖିଛନ୍ତି, ଶ୍ରୀଯୁକ୍ତ ପ୍ରଫୁଲ୍ଲ କରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ଓଡ଼ିଆ ସଙ୍ଗୀତ ଓ ସଂସ୍କୃତି ପାଇଁ ତାଙ୍କର ଅନନ୍ୟ ଯୋଗଦାନ ତାଙ୍କୁ ସ୍ମରଣୀୟ କରି […]
Read More...
ଜିଲ୍ଲା  ଓଡ଼ିଶା 

ଉଦଘାଟିତ ହେଲା ଟି-ସେତୁ

ଉଦଘାଟିତ ହେଲା ଟି-ସେତୁ କଟକ:ଡିସେମ୍ବର ୨୦:୧୩୨ କୋଟି ଟଙ୍କ। ବ୍ୟୟରେ ୩,୧୦୦ ମିଟର ଲମ୍ବର ସେତୁ ନିର୍ମ।ଣ କର।ଯ।ଇଛି ଢ ମହ।ନଦୀ ଉପରେ ଉଦଘ।ଟନ କରିଛନ୍ତି ଟି-ବ୍ରିଜ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକ ଓଡିଶ।ର ଦୀର୍ଘତମ ସେତୁ, ଟି-ସେଟୁ ଉଦଘ।ଟନ କରିଛନ୍ତି ଢଏହ। କଟକ ଏବଂ ଖୁରଡ। ଜିଲ୍ଲ।ର ଲୋକଙ୍କୁ ବହୁତ ଉପକୃତ କରିବ ଢଏହି ସେତୁ କଟକର ବଡମ୍ବା, ନରସିଂହପୁର ଏବଂ ଖୁରଡ।ର ବ।ଙ୍କି ମଧ୍ୟରେ ଦୂରତ।କୁ ୫୦ କିଲୋମିଟର ଅପସରଣ କରିବ ବୋଲି କୁହାଯାଉଛି। ତେବେ ଦୀର୍ଘଦିନର ଅପେକ୍ଷା […]
Read More...
ଓଡ଼ିଶା 

ବିପିନ ରାୱତଙ୍କ ହେଲିକପ୍‌ଟ ଦୁର୍ଘଟଣା ଘଟଣା :ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ

ବିପିନ ରାୱତଙ୍କ ହେଲିକପ୍‌ଟ ଦୁର୍ଘଟଣା ଘଟଣା :ସହିଦ ରାଣାପ୍ରତାପଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର : ଡିସେମ୍ବର ୧୧:ଆଜି ଭୁବନେଶ୍ୱରରେ ପହଞ୍ଚିଛି ସହିଦ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀରକୁ ଭୁବନେଶ୍ୱର ବିମାନ ବନ୍ଦରରୁ ଅଣାଯାଇଛି । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ନିରଞ୍ଜନ ପୂଜରୀ, ଅଶୋକ ପଣ୍ଡା, ଡିସିପି ଅଭୟ, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଯୋଗ […]
Read More...
ଓଡ଼ିଶା 

ଏସ୍‌ସିବିରେ ହେବ ମାଗଣା ଇକ୍‌ମୋ ଚିକିତ୍ସା

ଏସ୍‌ସିବିରେ ହେବ ମାଗଣା ଇକ୍‌ମୋ ଚିକିତ୍ସା ଭୁବନେଶ୍ୱର: ଅଗଷ୍ଟ ୨୭: କଟକ ଏସସିବି ମେଡିକାଲରେ ହେବ ମାଗଣା ଇକ୍‌ମୋ ଚିକିତ୍ସା । ଏହାସହ କଟକ ଏସ୍‌ସିବି ହେବ ପୂର୍ବ ଭାରତର ଇକ୍‌ମୋ ହବ୍‌ । ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । କୋଭିଡ ନିୟମ କଡ଼ାକଡ଼ି ପାଳନ କରିବା ସହିତ ତୃତୀୟ ଲହର ପାଇଁ ନିଜକୁ ଓ ନିଜ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇକ୍‌ମୋ ଚିକିତ୍ସା ଉଦ୍‌ଘାଟନୀ ଅବସରରେ କହିଛନ୍ତି । ଏସ୍‌ସିବି […]
Read More...

Advertisement