ଶପଥ ଗ୍ରହଣ କଲେ ନୀବନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜାଣ;ୁ କାହାକୁ ମିଳିଲା କେଉଁ ବିଭାଗ
ଭୁବନେଶ୍ୱର: ନବୀନଙ୍କ ନୂଆ ଟିମ ଗଠନ ହେବା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଛି । ନବୀନଙ୍କ ଏହି ନୂଆ ଟିମରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ବେଳେ ୮ ଜଣ ରାଷ୍ଟ୍ର୍ର ମନ୍ତ୍ରୀ ରହିଛନ୍ତି । ପୂର୍ବ ମନ୍ତ୍ରୀମଣ୍ଡଳର ୯ ଜଣ ମନ୍ତ୍ରୀଙ୍କୁ ପୁନର୍ବାର ନିଜ ସ୍ଥାନ ରଖାଯାଇଛି । ତେବେ ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗର ଦାୟିତ୍ୱ ସମର୍ପଣ କରିଛନ୍ତି । * ଜଗନ୍ନାଥ ସାରକା-ଆଦିବାସୀ […]
ଭୁବନେଶ୍ୱର: ନବୀନଙ୍କ ନୂଆ ଟିମ ଗଠନ ହେବା ପରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଛି । ନବୀନଙ୍କ ଏହି ନୂଆ ଟିମରେ ୧୩ ଜଣ କ୍ୟାବିନେଟ୍ ମନ୍ତ୍ରୀ ରହିଥିବା ବେଳେ ୮ ଜଣ ରାଷ୍ଟ୍ର୍ର ମନ୍ତ୍ରୀ ରହିଛନ୍ତି । ପୂର୍ବ ମନ୍ତ୍ରୀମଣ୍ଡଳର ୯ ଜଣ ମନ୍ତ୍ରୀଙ୍କୁ ପୁନର୍ବାର ନିଜ ସ୍ଥାନ ରଖାଯାଇଛି । ତେବେ ଆସନ୍ତୁ ଜାଣିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ମନ୍ତ୍ରୀଙ୍କୁ କେଉଁ ବିଭାଗର ଦାୟିତ୍ୱ ସମର୍ପଣ କରିଛନ୍ତି ।
* ଜଗନ୍ନାଥ ସାରକା-ଆଦିବାସୀ କଲ୍ୟାଣ ଓ ଆଇନ ବିଭାଗ
* ନିରଞ୍ଜନ ପୂଜାରୀ- ଅର୍ଥ ଓ ସଂସଦୀୟ ବ୍ୟାପାର
* ନବକିଶୋର ଦାସ-ସ୍ୱାସ୍ଥ୍ୟ ବିଭାଗ
* ରଣେନ୍ଦ୍ର ପ୍ରତାପ ସ୍ୱାଇଁ-କୃଷି, ମତ୍ସ୍ୟ ଓ ପଶୁପାଳନ
* ପ୍ରମିକା ମଲ୍ଲିକ-ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ
* ଉଷା ଦେବୀ- ଗୃହନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ
* ପ୍ରଫୁଲ୍ଲ ମଲ୍ଲିକ-ଖଣି ଓ ଇସ୍ପାତ ଓ ପୂର୍ତ ବିଭାଗ
* ପ୍ରତାପ କେଶରୀ ଦେବ- ଶିଳ୍ପ ଓ ଶକ୍ତି ବିଭାଗ
* ଅତନୁ ସବ୍ୟସାଚୀ ନାୟକ-ଯୋଗାଣ ଓ ସମବାୟ ବିଭାଗ
* ପ୍ରଦୀପ କୁମାର ଅମାତ- ପଞ୍ଚାୟତିରାଜ, ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ
* ଟୁକୁନି ସାହୁ-ଜଳସଂପଦ, ବାଣିଜ୍ୟ ଓ ପରିବହନ ବିଭାଗ
* ରାଜେନ୍ଦ୍ର ଢୋଲକିଆ-ଯୋଜନା ଓ ସଂରଚନା
* ଅଶୋକ ପଣ୍ଡା-ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କ୍ୟାବିନେଟ୍ ପାହ୍ୟା
* ସମୀର ରଞ୍ଜନ ଦାଶ-ଗଣଶିକ୍ଷା ବିଭାଗ
* ରୋହିତ ପୂଜାରୀ-ଉଚ୍ଚଶିକ୍ଷା
* ଶ୍ରାକାନ୍ତ ସାହୁ- ଶ୍ରମ ବିଭାଗ
* ଅଶ୍ୱିନୀ ପାତ୍ର- ସଂସ୍କୃତି, ପର୍ଯ୍ୟଟନ ଓ ଅବକାରୀ ବିଭାଗ
* ପ୍ରୀତିରଞ୍ଜନ ଘଡ଼ାଇ-ଗ୍ରାମୀଣ ବିକାଶ ଓ ଦକ୍ଷତା ବିକାଶ
* ତୁଷାରକାନ୍ତି ବେହେରା-କ୍ରୀଡ଼ା, ଯୁବବ୍ୟାପାର ଓ ଗୃହ ରାଷ୍ଟ୍ରମନ୍ତ୍ରୀ
* ବାସନ୍ତୀ ହେମ୍ବ୍ରମ-ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି
* ରୀତା ସାହୁ- ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର




