Central Bureau of Investigation (CBI)
ଅପରାଧ 

ସିବିଆଇର ଅପରେସନ୍‌ ଗରୁଡ଼ ଆରମ୍ଭ, ୧୨୭ ନୂଆ ମାମଲା ରୁଜୁ, ୧୭୫ ଜଣ ଗିରଫ

ସିବିଆଇର ଅପରେସନ୍‌ ଗରୁଡ଼ ଆରମ୍ଭ, ୧୨୭ ନୂଆ ମାମଲା ରୁଜୁ, ୧୭୫ ଜଣ ଗିରଫ ଚେନ୍ନାଇ: ବେଆଇନ ଡ୍ରଗ୍‌ ଚୋରାଚାଲାଣ ନେଟ୍‌ୱାର୍କ ବିରୁଦ୍ଧରେ ବହୁ ପର୍ଯ୍ୟାୟରେ ‘ଅପରେସନ୍‌ ଗରୁଡ଼’ ଅଭିଯାନ ଚଳାଇ ‘ସିବିଆଇ’ ବିପୁଳ ପରିମାଣର ମାଦକ ଦ୍ରବ୍ୟ ଜବତ କରିବା ସହ ୧୨୭ଟି ନୂଆ ମାମଲା ରୁଜୁ କରିଛି ଓ ୧୭୫ଜଣଙ୍କୁ ଗିରଫ କରାଯାଇଥିବା କଥା ଆଜି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି । ପଞ୍ଜାବ, ଦିଲ୍ଲୀ, ହିମାଚଳ ପ୍ରଦେଶ, ମଣିପୁର, ମହାରାଷ୍ଟ୍ର ପୁଲିସ ଏବଂ ‘ଏନସିବି’କୁ ସାମିଲ କରି ଏହି ସ୍ୱତନ୍ତ୍ର ଅଭିଯାନ ଚାଲିଥିବା ବେଳେ ପ୍ରାୟ ୬୬୦୦ ସନ୍ଦିU/ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ […]
Read More...
ଓଡ଼ିଶା 

ସିବିଆଇ ନଜରେ ଶିଳ୍ପପତି ମହିମା ମିଶ୍ର, ଘର ଓ କାର୍ଯ୍ୟାଳୟରେ ଚଢ଼ାଉ

ସିବିଆଇ ନଜରେ ଶିଳ୍ପପତି ମହିମା ମିଶ୍ର, ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଭୁବନେଶ୍ୱର/ କଟକ: ଶିଳ୍ପପତି ମହିମା ମିଶ୍ରଙ୍କ କଟକର ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ୍‌ ରୋଡରେ ଥିବା କାର୍ଯ୍ୟାଳୟରେ ଆଜି ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ବ୍ୟତୀତ ପାରାଦ୍ୱୀପର ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ପାରାଦୀପରେ ଘଟିଥିବା ଏକ ହତ୍ୟାକାଣ୍ଡ ସଂପର୍କରେ ସିବିଆଇ ମହିମା ମିଶ୍ରଙ୍କ ଘର ଓ କାର୍ଯ୍ୟାଳୟ ଚଢାଉ କରିଛି । ଏହାହସହିତ ପାରାଦ୍ୱୀପ ବନ୍ଦରରେ ସିବିଆଇ ତଦନ୍ତ […]
Read More...
ଦେଶ- ବିଦେଶ 

କେଜରିୱାଲଙ୍କ ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ

କେଜରିୱାଲଙ୍କ ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର କ୍ଷମତାସୀନ ଆମ ଆଦ୍‌ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ନୂଆ ବିବାଦ ସୃଷ୍ଟି ହୋଇଛି । ଅରବିନ୍ଦ କେଜରିୱାଲ ସରକାର ଲାଗୁ କରିଥିବା ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ଉପ ରାଜ୍ୟପାଳ ସକ୍ସେନା ଏହାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ସୁପାରିସ କରିଛନ୍ତି । ଦିଲ୍ଲୀ ମୁଖ୍ୟ ଶାସନ ସଚିବ ଚଳିତ ମାସରେ ଦେଇଥିବା ରିପୋର୍ଟ ଆଧାରରେ ଉପ ରାଜ୍ୟପାଳ […]
Read More...
ଜିଲ୍ଲା  ଓଡ଼ିଶା  ଅପରାଧ 

ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଜର ତଦନ୍ତ ଜାରି

ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଜର ତଦନ୍ତ ଜାରି ପୁରୀ: ଡିସେମ୍ବର ୧୭: ବହୁ ଚର୍ଚ୍ଚିତ ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣ।ରେ କ୍ର।ଇମବ୍ର।ଞ୍ଚର ତଦନ୍ତ । ଗୁରୁବ।ର ଚିତ୍ତଙ୍କ ପରିବ।ର ଲୋକଙ୍କ ବୟ।ନ ରେକର୍ଡ ସହ ଅଟକ ଥିବ। ଜଗ।, ସଞ୍ଜୟ ଦ।ସବର୍ମ।ଙ୍କ ପିଏସଓ ସର୍ବେଶ୍ୱର ଜେନ। ଓ ଅନ୍ୟ ସହଯୋଗୀମ।ନଙ୍କୁ ପୁରୀ ବ।ସେଳୀସ।ହି ଥ।ନ।ରେ ପଚର।ଉଚର। କରିଥିଲ। । ଏହ। ପରେ ଶୁକ୍ରବ।ର ଜଗ।ର ମ।ଟିଆପଡ। ସ୍ଥିତ ଭଡ।ଘରେ କ୍ର।ଇମବ୍ର।ଞ୍ଚ ତନ।ଘନ। ଆରମ୍ଭ କରିଛି।ତେବେ ଏହି କ୍ରାଇମବ୍ରାଞ୍ଚର ତଦନ୍ତ ପରେ କଣ ଆସିବ ପ୍ରକୃତ ସତ୍ୟ ତାରି […]
Read More...
ଦେଶ- ବିଦେଶ 

ଲଖିମପୁର ଖେରି ହିଂସା: ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ

ଲଖିମପୁର ଖେରି ହିଂସା: ଆଶିଷ ମିଶ୍ରାଙ୍କ ଜାମିନ ଆବେଦନ ଖାରଜ ଉତ୍ତର ପ୍ରଦେଶ : ନଭେମ୍ବର ୧୬: ଲଖିମପୁର ଖେରି ହିଂସାକାଣ୍ଡରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଆନ୍ଦୋଳନରତ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବା ନେଇ ଅଭିଯୋଗ ହୋଇଥିଲା । ଏନେଇ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଲଖିମପୁର ଖେରିର ଜିଲ୍ଲା କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଛି । ତାଙ୍କ ସହ ଗିରଫ ଅନ୍ୟ ୨ଜଣ ଅଭିଯୁକ୍ତ ଆଶିଷ ପାଣ୍ଡେ ଏବଂ ଲବକୁଶ ରାଣାଙ୍କ ଜାମିନ ମଧ୍ୟ […]
Read More...

Advertisement