barun dhawan
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଭେଡିୟାର ଟିଜର ରିଲିଜ୍
Published On
By Samaya Live
ବରୁଣ ଧାୱନ ସର୍ବଦା ଦର୍ଶକଙ୍କ ପ୍ରିୟ ଅଭିନେତା ରହି ଆସିଛନ୍ତି । ୧୯ ଅକେଫାବରରେ ବରୁଣ ଇଣ୍ଡଷ୍ଟ୍ରୀରେ ଏକ ଦଶକ ପୁରଣ କରିବାକୁ ଯାଉଛନ୍ତି । ଏହି ଅବସରରେ ବରୁଣ ନିଜ ପ୍ରଶଂସକଙ୍କୁ ଏକ ଭିନ୍ନ ସରପ୍ରାଇଜ୍ ଦେଇଛନ୍ତି । ବରୁଣ ନିଜ ମୋଷ୍ଟ ଆେୱଟେଡ୍ ଫିଲ୍ମ ଭେଡିୟାର ଟ୍ରେଲର ଲଞ୍ଚ କରିବାକୁ ଯାଉଛନ୍ତି । ବରୁଣ ନିଜ ଫ୍ୟାନ୍ଙ୍କୁ ଏଣ୍ଟରଟେନମେଣ୍ଟରେ ଭରପୁର ବହୁ ଫିଲ୍ମ ଭେଟି ଦେଇଛନ୍ତି । ଏହାସହିତ ବଦଲାପୁର, ଅକେଫାବର ପରି ଫିଲ୍ମ […]
ସୁସ୍ଥ ଅଛନ୍ତି ନିର୍ଦ୍ଦେଶକ ଡେଭିଡ୍ ଧାୱନ୍
Published On
By Samaya Live
ମୁମ୍ବାଇ: ଜୁନ ୧୮: ଚଳଚ୍ଚିତ୍ର ନିର୍ଦ୍ଦେଶକ ଡେଭିଡ ଧାୱନଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ନିର୍ଦ୍ଦେଶକ ତଥା ନିର୍ମାତା ଡେଭିଡ ଧାୱନ ମଧୁମେହ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ବୋଲି କୁହାଯାଉଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଡେଭିଡଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା । ହେଲେ ଏବେ ତାଙ୍କୁ ଡିସଚାର୍ଜ ମିଳିଛି । ହଠାତ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡେଭିଡ ଧାୱନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କି;ୁ […]
ହଲିଉଡରେ ପାଦ ଥାପିବେ ବରୁନ୍ ଧାୱନ୍
Published On
By Samaya Live
ନୂଆଦିଲ୍ଳୀ: ମାର୍ଚ୍ଚ ୩୦: ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଆକଫିଙ୍ଗ ଲୋକଙ୍କୁ ବେଶ୍ ଖୁସି କରିଥାଏ । ଫିଟ୍ ବଡି ସାଙ୍ଗକୁ କମେଡି ଟାଇମିଙ୍ଗ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ନିକଟରେ ତାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କୁହାଯାଉଛି ଯେ ବରୁଣ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି। କେବଳ ଏତିକି ନୁହେଁ, ଏହା ତାଙ୍କର ଓଟିଟି ଡେବ୍ୟୁ ମଧ୍ୟ ହୋଇପାରେ […]

