ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି ସ।ଂସଦ ଶଶୀ ଥରୁର
ନୂଆଦିଲ୍ଲୀ: ଡିସେମ୍ବର ୦୬: ଶଶୀ ଥରୁର ସଂସଦ ଟିଭି ଟକ୍ ସୋ ର ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି । ନିଲମ୍ବିତ ହୋଇ ଶିବସେନ। ସ।ଂସଦ ପ୍ରିୟଙ୍କ। ଚତୁର୍ବେଦୀ ‘ସଂସଦ ଟିଭିଦ‘ମେରି କହ।ନୀଦର ଉପସ୍ଥ।ପିକ। ପଦରୁ ଇସ୍ତଫ। ଦେବ। ପରେ କଂଗ୍ରେସ ସ।ଂସଦ ଶଶୀ ଥରୁର ମଧ୍ୟ ଇସ୍ତଫ। ଦେଇଛନ୍ତି । ର।ଜ୍ୟସଭ।ରୁ ନିଲମ୍ବିତ ୧୨ ସ।ଂସଦଙ୍କୁ ସମର୍ଥନ ଜଣ।ଇବ। କ୍ରମରେ ଆଜି ଶଶୀ ଥରୁର ‘ସଂସଦ ଟିଭି ଟକ୍ ସୋଦର ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି […]
ନୂଆଦିଲ୍ଲୀ: ଡିସେମ୍ବର ୦୬: ଶଶୀ ଥରୁର ସଂସଦ ଟିଭି ଟକ୍ ସୋ ର ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି । ନିଲମ୍ବିତ ହୋଇ ଶିବସେନ। ସ।ଂସଦ ପ୍ରିୟଙ୍କ। ଚତୁର୍ବେଦୀ ‘ସଂସଦ ଟିଭିଦ‘ମେରି କହ।ନୀଦର ଉପସ୍ଥ।ପିକ। ପଦରୁ ଇସ୍ତଫ। ଦେବ। ପରେ କଂଗ୍ରେସ ସ।ଂସଦ ଶଶୀ ଥରୁର ମଧ୍ୟ ଇସ୍ତଫ। ଦେଇଛନ୍ତି । ର।ଜ୍ୟସଭ।ରୁ ନିଲମ୍ବିତ ୧୨ ସ।ଂସଦଙ୍କୁ ସମର୍ଥନ ଜଣ।ଇବ। କ୍ରମରେ ଆଜି ଶଶୀ ଥରୁର ‘ସଂସଦ ଟିଭି ଟକ୍ ସୋଦର ଉପସ୍ଥ।ପକ ପଦରୁ ଇସ୍ତଫ। ଦେଇଛନ୍ତି । ଶଶୀ ଥରୁର ଟ୍ୱିଟ କରି ଲେଖିଛନ୍ତି ଯେ ‘ଭ।ରତୀୟ ସଂସଦୀୟ ଗଣତନ୍ତ୍ରର ସର୍ବେ।ତ୍ତମ ପରମ୍ପର। ଧ।ର।ରେ ଉକ୍ତ ‘ସେ।ଦର ଉପସ୍ଥ।ପକ ହେବ। ପ।ଇଁ ‘ସଂସଦ ଟିଭିଦର ଆମନ୍ତ୍ରଣ ରକ୍ଷ। କରିଥିଲି । ଏହ।ଦ୍ବ।ର।, ଜଣେ ସ।ଂସଦ ଭ।ବେ ଆମ ସମସ୍ତଙ୍କ ପ।ଇଁ ଉଦ୍ଦିଷ୍ଟି ସଂସଦୀୟ ପ୍ରତିଷ୍ଠ।ନ ଗୁଡ଼ିକରେ ସମ୍ପୂର୍ଣ୍ଣ ଭ।ବେ ଅଂଶ ଗ୍ରହଣ କରିବ।ରେ ଆମ ର।ଜନୈତିକ ମତ ପ।ର୍ଥକ୍ୟ ଅନ୍ତର।ୟ ସୃଷ୍ଟି କରେନ।ହିଁ । କିନ୍ତୁ, ର।ଜ୍ୟସଭ।ର ୧୨ଜଣ ସ।ଂସଦଙ୍କ ଦୀର୍ଘ ନିଲମ୍ବନ ଯେ।ଗୁଁ ସେଥି ପ୍ରତି ମେ।ର ସନ୍ଦେହ ଜ।ତ ହେ।ଇଛି। ଏଭଳି ପରିସ୍ଥିତିରେ ‘ସଂସଦ ଟିଭିଦ କ।ର୍ୟ୍ୟକ୍ରମ ଉପସ୍ଥ।ପନ କରିବ। ଅର୍ଥ ଅଗଣତ।ନ୍ତ୍ରିକ କ।ର୍ୟ୍ୟକଳ।ପକୁ ସମର୍ଥନ କରିବ। । ତେଣୁ ମୁଁ ଏଥିରୁ ଇସ୍ତଫ। ଦେଉଛିଦ। ମୌସୁମୀ ଅଧିବେଶନରେ କରିଥିବ। ଆଚରଣ ଯେ।ଗୁଁ ନଭେମ୍ବର ୨୯ରେ ସଂସଦର ଶୀତକ।ଳୀନ ଅଧିବେଶନର ପ୍ରଥମ ଦିନ ର।ଜ୍ୟସଭ।ର ୧୨ଜଣ ବିରେ।ଧୀ ସ।ଂସଦଙ୍କୁ ନିଲମ୍ବନ କର।ଯ।ଇଥିଲ।। ତେବେ ଏହାର ପ୍ରତିବାଦରେ ନିଜ ଉପସ୍ଥାପକ ପଦକୁ ଇସ୍ତଫା ଦେଇଛନ୍ତି ସାଂସଦ ଶଶି ଥରୁର।




