2022 Birmingham Commonwealth Games
ଖେଳ 

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସ୍‌ରେ ସ୍ୱର୍ଣ୍ଣ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟେବୁଲ ଟେନିସ୍‌ରେ ସ୍ୱର୍ଣ୍ଣ ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପୁରୁଷ ଟେବୁଲ ଟେନିସ୍‌ ଦଳ ସ୍ୱର୍ଣ୍ଣ ପଦକ ଜିତିଛି । ମଙ୍ଗଳବାର ଟାଇଟଲ୍‌ ମୁକାବିଲାରେ ଭାରତ ୩-୧ ବ୍ୟବଧାନରେ ଭାରତ ସିଂଗାପୁରକୁ ଧରାଶାୟୀ କରିଥିଲା । ୨୦୧୮ ରାଜ୍ୟଗୋଷ୍ଠୀ ଦଳରେ ଭାରତୀୟ ଟିଟି ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲା । ପୂର୍ବର ଏହି ସଫଳତାକୁ ବର୍ମିଂହାମ୍‌ରେ ଦୋହରାଇଛନ୍ତି ପୁରୁଷ ଖେଳାଳି । ସ୍ୱର୍ଣ୍ଣ ଲଢ଼େଇରେ ହରମିତ ଦେଶାଇ ଓ ସାଥିଆନ୍‌ ଗଣଶେଖରନ୍‌ଙ୍କ ଯୋଡ଼ି ସିଙ୍ଗାପୁରକୁ ୩-୦ରେ ହରାଇଥିଲା । ସିଙ୍ଗାପୁରରେ […]
Read More...
ଖେଳ 

ପ୍ରଥମ ରାଉଣ୍ଡରୁ ଦୂତି ବିଦା

ପ୍ରଥମ ରାଉଣ୍ଡରୁ ଦୂତି ବିଦା ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଆ ଝିଆ ଦୂତି ଚାନ୍ଦ ନିରାଶ କରିଛନ୍ତି । ମହିଳା ୧୦୦ ମିଟର ଇଭେଣ୍ଟରେ ଭାଗ ନେଇଥିଲେ ମଧ୍ୟ ଦୂତି ହିଟ୍‌ ପର୍ଯ୍ୟାୟରୁ ବିଦା ହୋଇଛନ୍ତି । ୧୦୦ ମିଟର ୫ମ ହିଟ୍‌୍‌ରେ ଦୂତି ଭାଗ ନେଇଥିଲେ । ଏହି ବଗରେ ଦୂତି ୪ର୍ଥ ସ୍ଥାନରେ ରହିଥିଲେ । ନିର୍ଦ୍ଧାରିତ ଦୂରତ୍ୱକୁ ଦୂତି ୧୧.୫୫ ସେକେଣ୍ଡରେ ଅତିକ୍ରମ କରିଥିଲେ । ଯାହା ଅତ୍ୟନ୍ତ ନୈରାଶ୍ୟଜନକ । ପ୍ରତି ହିଟ୍‌ ପର୍ଯ୍ୟାୟର ଶ୍ରେଷ୍ଠ […]
Read More...
ଖେଳ 

କମନ୍‌େୱଲ୍‌ଥ ଗେମ୍‌ସ: କ ୍ୱାର୍ଟର ଫାଇନାଲରେ ବକ୍ସର ଅମିତ ପଙ୍ଘଲ

କମନ୍‌େୱଲ୍‌ଥ ଗେମ୍‌ସ: କ ୍ୱାର୍ଟର ଫାଇନାଲରେ ବକ୍ସର ଅମିତ ପଙ୍ଘଲ ବର୍ମିଂହାମ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛନ୍ତି ଭାରତର ଷ୍ଟାର ବକ୍ସର ଅମିତ ପଙ୍ଘଲ । ସେ ୪୮ରୁ ୫୧ କେଜି ଫ୍ଲାଏେୱଟ ବର୍ଗର ପ୍ରଥମ ବାଉଟରେ ଏକତରଫା ବିଜୟ ହାସଲ କରିଛନ୍ତି । ଏହି ବିଜୟ ସେ ଏବେ କ ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଅର୍ଥାତ ମେଡାଲ ପMା କରିବା ପାଇଁ ତାଙ୍କୁ ଆଉ ଗୋଟିଏ ବାଉଟ ଜିତିବାର ଅଛି । ଆଜିର ପ୍ରଥମ ମ୍ୟାଚରେ ଅମିତ ନିଜର […]
Read More...
ଖେଳ 

କମନ୍‌େୱଲ୍‌ଥ ଗେମ୍‌ସ: ପାକିସ୍ତାନ ବକ୍ସରଙ୍କୁ ହରାଇଲେ ଶିବ ଥାପା

କମନ୍‌େୱଲ୍‌ଥ ଗେମ୍‌ସ: ପାକିସ୍ତାନ ବକ୍ସରଙ୍କୁ ହରାଇଲେ ଶିବ ଥାପା ବର୍ମିଂହାମ୍‌ : ରାଜ୍ୟଗୋଷ୍ଠୀ କ୍ରୀଡାର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ତାରକା ବକ୍ସର ଶିବ ଥାªା ଜମାଣିଆ ପ୍ରଦର୍ଶନ ଦେଖାଇଛନ୍ତି । ସେ ୬୩.୫ କିଲୋଗ୍ରାମ୍‌ ବର୍ଗର ରାଉଣ୍ଡ-୩୨ ମୁକାବିଲାରେ ପାକିସ୍ତାନର ସୁଲେମାନ ବାଲୋଚଙ୍କୁ ଏକତରଫା ଭାବେ ହରାଇଛନ୍ତି । ଏହି ମ୍ୟାଚ ୫ ଜଣ ବିଚାରପତିଙ୍କ ସର୍ବସମ୍ମତିକ୍ରମେ ଥାପା ୫-୦ରେ ଜିତିଛନ୍ତି । ଏହି ମ୍ୟାଚ୍‌ରେ ପାକିସ୍ତାନ ବକ୍ସର ସୁଲେମାନଙ୍କ ସବୁ ପ୍ରୟାସ ବ୍ୟର୍ଥ ଯାଇଥିଲା । ସେ ଶିବ ଥାªାଙ୍କୁ ଅଡୁଆରେ ପକାଇବାକୁ ସେ ସକ୍ଷମ […]
Read More...
ଖେଳ 

କମନ୍‌େୱଲ୍‌ଥ ଗେମ୍‌ସରେ ନିଶ୍ଚିନ୍ତ ପଦକର ଆଶା ମଉଳିଲା: ଖେଳରେ ଭାଗ ନେବେନି ନୀରଜ ଚୋପ୍ରା

କମନ୍‌େୱଲ୍‌ଥ ଗେମ୍‌ସରେ ନିଶ୍ଚିନ୍ତ ପଦକର ଆଶା ମଉଳିଲା: ଖେଳରେ ଭାଗ ନେବେନି ନୀରଜ ଚୋପ୍ରା ଦିଲ୍ଲୀ: ଚଳିତ ବର୍ଷ କମନ୍‌େୱଲ୍‌ଥ ଖେଳରେ ଏକ ନିଶ୍ଚିନ୍ତ ପଦକର ଆଶା ମଉଳିଛି । ଭାରତ ଜାଭ୍‌ଲିନ୍‌ ଷ୍ଟାର ନୀରଜ ଚୋପ୍ରା ଏଥର କମନ୍‌େୱଲ୍‌ଥ ଖେଳରେ ଭାଗ ନେଇପାରିବେ ନାହିଁ । ଶାରୀରିକ ଅସୁସ୍ଥତା କାରଣରୁ ସେ ଆଗାମୀ ୨୮ ତାରିଖରେ ହେବାକୁ ଥିବା ୨୦୨୨ କମନ୍‌େୱଲ୍‌ଥ ଗେମ୍‌ସରେ ଖେଳିପାରିବେ ନାହିଁ ବୋଲି ଭାରତୀୟ ଅଲମ୍ପିକ୍‌ ଆସୋସିଏସନ୍‌ର ସାଧାରଣ ସଂପାଦକ ରାଜୀବ ମେହେତା ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ନୀରଜ ଶତ ପ୍ରତିଶତ […]
Read More...
ଖେଳ 

ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଝଟକା , ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଧନଲକ୍ଷ୍ମୀ

ରାଜ୍ୟଗୋଷ୍ଠୀ କ୍ରୀଡା ପୂର୍ବରୁ ଝଟକା , ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ଧନଲକ୍ଷ୍ମୀ ନୂଆଦିଲ୍ଲୀ: ବର୍ମିଂହାମ୍‌ରେ ଆୟୋଜନ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡା ଆରମ୍ଭ ପୂର୍ବରୁ ଭାରତକୁ ଝଟକା ଲାଗିଛି । ତାରକା ଧାବିକା ଧନଲକ୍ଷ୍ମୀ ଡୋପ୍‌ ଟେଷ୍ଟରେ ଧରାପଡିଛନ୍ତି । ଏହି କାରଣରୁ ୪ ଗୁଣା ୧୦୦ ମିଟର ରିଲେ ରେସ୍‌ରେ ଭାରତର ମେଡ଼ାଲ ଜିତିବା ସମ୍ଭାବନା ଖୁବ୍‌ କମ୍‌ ରହିଛି । ଧନଲକ୍ଷ୍ମୀ ଗତବର୍ଷ ଦୂତି ଚାନ୍ଦଙ୍କୁ ୧୦୦ ମିଟର ଦୌଡ଼ରେ ହରାଇ ବେଶ ଚର୍ଚ୍ଚାରେ ରହିଥିଲେ । ଏହା ଛଡା ଧନଲକ୍ଷ୍ମୀ ଗତ ମାସରେ ୨୦୦ ମିଟର ଦୌଡ଼ରେ […]
Read More...

Advertisement