ପୁଣି ଭାରତ ସୀମାକୁ ପସିଲେ ଚୀନ ସୈନିକ

ଲଦାଖ: ଫେବୃଆରୀ ୧୨: ଚୀନ୍ ସୈନିକମ।ନେ ଜ।ନୁଆରୀ ୨୮ ରେ ଲଦ।ଖରେ ଭ।ରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ ଏବଂ ସ୍ଥ।ନୀୟ ଲୋକଙ୍କୁ ସେମ।ନଙ୍କ ଗୋରୁ ଚର।ଇବ।କୁ ବାରଣ କରିଥିଲେ। ନିଓମ। ବ୍ଲକ୍ ଡେଭଲପମେଣ୍ଟ ଚେୟ।ରମ୍ୟ।ନ୍ ଏହାର ସୂଚନା ଦେଇଛନ୍ତି। ଶୁକ୍ରବ।ର ଦିନ ସେ ଡଗବୁକ୍ ନ।ମକ ଏକ ଚରିବ। ଅଞ୍ଚଳରେ ଏହି ଘଟଣ।ର ୪୫ ସେକେଣ୍ଡର ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଏକ ପ୍ରତିରକ୍ଷ। ସୂତ୍ରରୁ ପ୍ରକ।ଶ ଯେ ଏହି ଭିଡିଓଟି ପୁରୁଣ। ପରି ଦେଖ।ଯ।ଉଛି। ଚୋଡନ୍ […]

Samaya Live Picture
Published On

ଲଦାଖ: ଫେବୃଆରୀ ୧୨: ଚୀନ୍ ସୈନିକମ।ନେ ଜ।ନୁଆରୀ ୨୮ ରେ ଲଦ।ଖରେ ଭ।ରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ ଏବଂ ସ୍ଥ।ନୀୟ ଲୋକଙ୍କୁ ସେମ।ନଙ୍କ ଗୋରୁ ଚର।ଇବ।କୁ ବାରଣ କରିଥିଲେ। ନିଓମ। ବ୍ଲକ୍ ଡେଭଲପମେଣ୍ଟ ଚେୟ।ରମ୍ୟ।ନ୍ ଏହାର ସୂଚନା ଦେଇଛନ୍ତି। ଶୁକ୍ରବ।ର ଦିନ ସେ ଡଗବୁକ୍ ନ।ମକ ଏକ ଚରିବ। ଅଞ୍ଚଳରେ ଏହି ଘଟଣ।ର ୪୫ ସେକେଣ୍ଡର ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଏକ ପ୍ରତିରକ୍ଷ। ସୂତ୍ରରୁ ପ୍ରକ।ଶ ଯେ ଏହି ଭିଡିଓଟି ପୁରୁଣ। ପରି ଦେଖ।ଯ।ଉଛି। ଚୋଡନ୍ କହିଛନ୍ତି ଯେ ଦ୍ୱିତୀୟ ଘଟଣ। ଜ।ନୁଆରୀ ୨୬ ରେ ଚ।ଙ୍ଗଲମ୍ ଅଞ୍ଚଳରେ ଘଟିଛି। ତେବେ ଚୀନ ବାରମ୍ବାର ଏପରି ଘଟଣା ଘଟାଇ ଚାଲିଥିଲେ ମଧ୍ୟ ଏହାର ପ୍ରକୃତ ପ୍ରମାଣ ମିଳି ପାରୁନାହିଁ । ତେବେ ଯଦି ଏହି ଘଟଣା ସତ ହୋଇଥାଏ ତେବେ ଆଗକୁ ଚୀନକୁ ଏହାର ଦୁଃପରିଣାମ ଭୋଗିବାକୁ ପଡିବ ବୋଲି ସେନା ତରଫରୁ କୁହାଯାଇଛି।