Chinese troops entered Indian territory
ବିଶ୍ବ 

ପୁଣି ଭାରତ ସୀମାକୁ ପସିଲେ ଚୀନ ସୈନିକ

ପୁଣି ଭାରତ ସୀମାକୁ ପସିଲେ ଚୀନ ସୈନିକ ଲଦାଖ: ଫେବୃଆରୀ ୧୨: ଚୀନ୍ ସୈନିକମ।ନେ ଜ।ନୁଆରୀ ୨୮ ରେ ଲଦ।ଖରେ ଭ।ରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ ଏବଂ ସ୍ଥ।ନୀୟ ଲୋକଙ୍କୁ ସେମ।ନଙ୍କ ଗୋରୁ ଚର।ଇବ।କୁ ବାରଣ କରିଥିଲେ। ନିଓମ। ବ୍ଲକ୍ ଡେଭଲପମେଣ୍ଟ ଚେୟ।ରମ୍ୟ।ନ୍ ଏହାର ସୂଚନା ଦେଇଛନ୍ତି। ଶୁକ୍ରବ।ର ଦିନ ସେ ଡଗବୁକ୍ ନ।ମକ ଏକ ଚରିବ। ଅଞ୍ଚଳରେ ଏହି ଘଟଣ।ର ୪୫ ସେକେଣ୍ଡର ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଏକ ପ୍ରତିରକ୍ଷ। ସୂତ୍ରରୁ ପ୍ରକ।ଶ ଯେ ଏହି ଭିଡିଓଟି ପୁରୁଣ। ପରି ଦେଖ।ଯ।ଉଛି। ଚୋଡନ୍ […]
Read More...

Advertisement