Ladakh
ବିଶ୍ବ 

ପୁଣି ଭାରତ ସୀମାକୁ ପସିଲେ ଚୀନ ସୈନିକ

ପୁଣି ଭାରତ ସୀମାକୁ ପସିଲେ ଚୀନ ସୈନିକ ଲଦାଖ: ଫେବୃଆରୀ ୧୨: ଚୀନ୍ ସୈନିକମ।ନେ ଜ।ନୁଆରୀ ୨୮ ରେ ଲଦ।ଖରେ ଭ।ରତୀୟ ଅଞ୍ଚଳରେ ପ୍ରବେଶ କରିଥିଲେ ଏବଂ ସ୍ଥ।ନୀୟ ଲୋକଙ୍କୁ ସେମ।ନଙ୍କ ଗୋରୁ ଚର।ଇବ।କୁ ବାରଣ କରିଥିଲେ। ନିଓମ। ବ୍ଲକ୍ ଡେଭଲପମେଣ୍ଟ ଚେୟ।ରମ୍ୟ।ନ୍ ଏହାର ସୂଚନା ଦେଇଛନ୍ତି। ଶୁକ୍ରବ।ର ଦିନ ସେ ଡଗବୁକ୍ ନ।ମକ ଏକ ଚରିବ। ଅଞ୍ଚଳରେ ଏହି ଘଟଣ।ର ୪୫ ସେକେଣ୍ଡର ଭିଡିଓ ମଧ୍ୟ ଟ୍ୱିଟ୍ କରିଛନ୍ତି। ଏକ ପ୍ରତିରକ୍ଷ। ସୂତ୍ରରୁ ପ୍ରକ।ଶ ଯେ ଏହି ଭିଡିଓଟି ପୁରୁଣ। ପରି ଦେଖ।ଯ।ଉଛି। ଚୋଡନ୍ […]
Read More...
ଦେଶ- ବିଦେଶ 

ପାକିସ୍ତାନ ଓ ଚୀନ୍‌କୁ ଚେତାବନୀ ଦେଲେ: ସେନା ପ୍ରମୁଖ ଏମ୍‌ଏମ୍‌ ନରୱାଣେ

ପାକିସ୍ତାନ ଓ ଚୀନ୍‌କୁ ଚେତାବନୀ ଦେଲେ: ସେନା ପ୍ରମୁଖ ଏମ୍‌ଏମ୍‌ ନରୱାଣେ ଦିଲ୍ଲୀ : ଅକ୍‌ଟୋବର ୨: ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍‌ଏମ୍‌ ନରୱାଣେ ଗତକାଲିଠାରୁ ଦୁଇ ଦିନିଆ ଲଦାଖ ଗସ୍ତରେ ଅଛନ୍ତି । ସେଠାରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବା ସହିତ ସମସ୍ୟାର ସମଧାନ କରିବେ ବୋଲି ଖବର ରହିଛି । ତେବେ ଏହାରି ଭିତରେ ଆଜି ସ୍ଥଳସେନା ମୁଖ୍ୟ ଚୀନ୍‌ ସୀମାରେ ସ୍ଥିତି ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଚୀନ୍‌ ସେନା ଏବେ ନିଜ ସୀମାରେ ଅନେକ ନିର୍ମାଣ କାର୍ଯ୍ୟ […]
Read More...
ଓଡ଼ିଶା 

ସୀମାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ;ବିସ୍ତାରବାଦର ଯୁଗ ଶେଷ

ସୀମାରେ ଗର୍ଜିଲେ ପ୍ରଧାନମନ୍ତ୍ରୀ;ବିସ୍ତାରବାଦର ଯୁଗ ଶେଷ ଲଦାଖ : ବିସ୍ତାରବାଦ ଯୁଗର ଅବସାନ ଘଟିଛି । ଚୀନ ଆଉ କାହାରିକୁ ନାଲି ଆଖି ଦେଖାଇ ପାରିବନି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡା ଚେତାବନୀ ଦେଇଛନ୍ତି । ଅଚାନକ ଲଦାଖର ଫରୱାର୍ଡ ପୋଷ୍ଟରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସେଇଠାରୁ ଚାଇନାକୁ କଡ଼ା ଚେନାବନୀ ଦେଇଛନ୍ତି ।ପୂର୍ବ ଲଦାଖର ଗଲୱାନ ଉପତ୍ୟକା ସଂଘର୍ଷ ପରେ ପ୍ରଥମଥର ପାଇଁ ମୋଦି ଯବାନଙ୍କ ପାଖରେ ପହଞ୍ଚି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଏଥିସହ ଚାଇନାର […]
Read More...

Advertisement