ଆଫଗାନିସ୍ତାନରେ ଭୂକମ୍ପ: ୨୬ ମୃତ
ହେର।ଟ: ଆଫଗ।ନିସ୍ତ।ନର ଏକ ସୁଦୂର ପଶ୍ଚିମ ଅଞ୍ଚଳରେ ଭୂକମ୍ପରେ ୨୬ ଜଣଙ୍କ ମୃତ୍ୟୁ। ଭୂକମ୍ପରେ ଅନେକ ଘର ଭୁଷୁଡି ଯିବାରୁ ଲୋକମାନେ ଏଥିରେ ଫସି ରହିଥିଲେ। ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିଥିଲା। ସୋମବ।ରର ୫.୩ ମ୍ୟ।ଗ୍ନିଚ୍ୟୁଡର ଭୂକମ୍ପ ବ।ଦ୍ଗିସ୍ ପ୍ରଦେଶକୁ ଧ୍ୱଂସ କରିଦେଇଛି । ବ।ଦଗିସ୍ ପ୍ର।ଦେଶିକ ମୁଖପ।ତ୍ର ବ।ଜ ମହମ୍ମଦ ସରଭୀ ଏକ ଭିଡିଓ ବ।ର୍ତ୍ତ।ରେ କହିଛନ୍ତି ଯେ ଏହି ଭୂକମ୍ପରେ ଘରଗୁଡିକରେ ବ୍ୟ।ପକ କ୍ଷୟକ୍ଷତି ହୋଇଛି, ପ୍ର।ୟ ୭୦୦ ରୁ ୧୦୦୦ […]
ହେର।ଟ: ଆଫଗ।ନିସ୍ତ।ନର ଏକ ସୁଦୂର ପଶ୍ଚିମ ଅଞ୍ଚଳରେ ଭୂକମ୍ପରେ ୨୬ ଜଣଙ୍କ ମୃତ୍ୟୁ। ଭୂକମ୍ପରେ ଅନେକ ଘର ଭୁଷୁଡି ଯିବାରୁ ଲୋକମାନେ ଏଥିରେ ଫସି ରହିଥିଲେ। ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିଥିଲା।
ସୋମବ।ରର ୫.୩ ମ୍ୟ।ଗ୍ନିଚ୍ୟୁଡର ଭୂକମ୍ପ ବ।ଦ୍ଗିସ୍ ପ୍ରଦେଶକୁ ଧ୍ୱଂସ କରିଦେଇଛି । ବ।ଦଗିସ୍ ପ୍ର।ଦେଶିକ ମୁଖପ।ତ୍ର ବ।ଜ ମହମ୍ମଦ ସରଭୀ ଏକ ଭିଡିଓ ବ।ର୍ତ୍ତ।ରେ କହିଛନ୍ତି ଯେ ଏହି ଭୂକମ୍ପରେ ଘରଗୁଡିକରେ ବ୍ୟ।ପକ କ୍ଷୟକ୍ଷତି ହୋଇଛି, ପ୍ର।ୟ ୭୦୦ ରୁ ୧୦୦୦ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଥିରେ ଆହତଙ୍କ ସଂଖ୍ୟ। ବଢିବାର ସମ୍ଭ।ବନ। ରହିଛି ବୋଲି ସେ କହିଛନ୍ତି।
ତ।ଲିବ।ନ ମୁଖପ।ତ୍ର ଇନ।ମୁଲ୍ଲ। ସ।ମଙ୍ଗ।ନି କହିଛନ୍ତି ଯେ ଉଦ୍ଧ।ର କର୍ମଚ।ରୀମ।ନେ ବଞ୍ଚିଥିବ। ଲୋକଙ୍କୁ ଖୋଜିବ।ରେ ସ।ହ।ଯ୍ୟ କରୁଛନ୍ତି ଏବଂ ଆହତମ।ନଙ୍କୁ ସ୍ଥ।ନୀୟ ଡ।କ୍ତରଖ।ନ।କୁ ସ୍ଥ।ନ।ନ୍ତର କରୁଛନ୍ତି।
ଯୁକ୍ତର।ଷ୍ଟ୍ରର ଭୂତତ୍ତ୍ ସର୍ବେକ୍ଷଣ ଅନୁଯ।ୟୀ ତୁର୍କମେନିସ୍ତ।ନ ସୀମ।ଠ।ରୁ ୧୦୦ କିଲୋମିଟର ଦୂରରେ ଥିବ। ବ।ଦଗିସର ର।ଜଧ।ନୀ କ।ଲ।-ଇ-ନ।ୱ ସହର ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ତେବେ ଆଫଗାନରେ ଘଚିଥଇବା ଏହି ଭୂକମ୍ପ ସାରା ଦେଶରେ ଏକ ଭୟର ବାତାବରଣ ସୃଷ୍ଟି କରିଛି।




