Earthquake In Afghanistan
ଦେଶ- ବିଦେଶ 

ଲକ୍ଷ୍ନୌରେ ଭୂମିକମ୍ପ, ରିକ୍‌ଟର ସ୍କେଲ୍‌ରେ ୫.୨ ମାଗ୍ନିଚୁ୍ୟଡ ରେକର୍ଡ

ଲକ୍ଷ୍ନୌରେ ଭୂମିକମ୍ପ, ରିକ୍‌ଟର ସ୍କେଲ୍‌ରେ ୫.୨ ମାଗ୍ନିଚୁ୍ୟଡ ରେକର୍ଡ ନୂଆଦିଲ୍ଲୀ: ଗତକାଲି ରାତିରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍‌ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ୫.୨ ମାଗ୍ନିଚୁ୍ୟଟ୍‌ ରହିଥିଲା ବୋଲି ‘ଦି ନ୍ୟାସ୍‌ନାଲ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ପ୍ରଦାନ କରିଛି । ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି ଏବଂ କୌଣସି ପ୍ରକାର ସମ୍ପତ୍ତି ନଷ୍ଟ ହୋଇନାହିଁ । Earthquake of Magnitude:5.2, Occurred on 20-08-2022, 01:12:47 IST, Lat: 28.07 & Long: 81.25, Depth: 82 Km […]
Read More...
ବିଶ୍ବ 

ଆଫଗାନିସ୍ତାନରେ ଭୂକମ୍ପ: ୨୬ ମୃତ

ଆଫଗାନିସ୍ତାନରେ ଭୂକମ୍ପ: ୨୬ ମୃତ ହେର।ଟ: ଆଫଗ।ନିସ୍ତ।ନର ଏକ ସୁଦୂର ପଶ୍ଚିମ ଅଞ୍ଚଳରେ ଭୂକମ୍ପରେ ୨୬ ଜଣଙ୍କ ମୃତ୍ୟୁ। ଭୂକମ୍ପରେ ଅନେକ ଘର ଭୁଷୁଡି ଯିବାରୁ ଲୋକମାନେ ଏଥିରେ ଫସି ରହିଥିଲେ। ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିଥିଲା। ସୋମବ।ରର ୫.୩ ମ୍ୟ।ଗ୍ନିଚ୍ୟୁଡର ଭୂକମ୍ପ ବ।ଦ୍ଗିସ୍ ପ୍ରଦେଶକୁ ଧ୍ୱଂସ କରିଦେଇଛି । ବ।ଦଗିସ୍ ପ୍ର।ଦେଶିକ ମୁଖପ।ତ୍ର ବ।ଜ ମହମ୍ମଦ ସରଭୀ ଏକ ଭିଡିଓ ବ।ର୍ତ୍ତ।ରେ କହିଛନ୍ତି ଯେ ଏହି ଭୂକମ୍ପରେ ଘରଗୁଡିକରେ ବ୍ୟ।ପକ କ୍ଷୟକ୍ଷତି ହୋଇଛି, ପ୍ର।ୟ ୭୦୦ ରୁ ୧୦୦୦ […]
Read More...

Advertisement