Afghanistan
ବିଶ୍ବ 

ଆଫଗାନିସ୍ତାନରେ ଭୂକମ୍ପ: ୨୬ ମୃତ

ଆଫଗାନିସ୍ତାନରେ ଭୂକମ୍ପ: ୨୬ ମୃତ ହେର।ଟ: ଆଫଗ।ନିସ୍ତ।ନର ଏକ ସୁଦୂର ପଶ୍ଚିମ ଅଞ୍ଚଳରେ ଭୂକମ୍ପରେ ୨୬ ଜଣଙ୍କ ମୃତ୍ୟୁ। ଭୂକମ୍ପରେ ଅନେକ ଘର ଭୁଷୁଡି ଯିବାରୁ ଲୋକମାନେ ଏଥିରେ ଫସି ରହିଥିଲେ। ପରେ ଅଗ୍ନିଶମବାହିନୀ ଘଟଣାସ୍ଥଳରୁ ଲୋକଙ୍କୁ ଉଦ୍ଧାର କରିଥିଲା। ସୋମବ।ରର ୫.୩ ମ୍ୟ।ଗ୍ନିଚ୍ୟୁଡର ଭୂକମ୍ପ ବ।ଦ୍ଗିସ୍ ପ୍ରଦେଶକୁ ଧ୍ୱଂସ କରିଦେଇଛି । ବ।ଦଗିସ୍ ପ୍ର।ଦେଶିକ ମୁଖପ।ତ୍ର ବ।ଜ ମହମ୍ମଦ ସରଭୀ ଏକ ଭିଡିଓ ବ।ର୍ତ୍ତ।ରେ କହିଛନ୍ତି ଯେ ଏହି ଭୂକମ୍ପରେ ଘରଗୁଡିକରେ ବ୍ୟ।ପକ କ୍ଷୟକ୍ଷତି ହୋଇଛି, ପ୍ର।ୟ ୭୦୦ ରୁ ୧୦୦୦ […]
Read More...
ବିଶ୍ବ 

ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନଙ୍କ ଉତ୍ସବ

ଆମେରିକା ସୈନ୍ୟ ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନଙ୍କ ଉତ୍ସବ ଦିଲ୍ଲୀ: ଅଗଷ୍ଟ ୩୧: ଆଫଗାନିସ୍ତାନରେ ୨୦ ବର୍ଷ ଧରି ଲୋକଙ୍କୁ ସୁରକ୍ଷା ଦେଇ ଆସୁଥିବା ଆମେରିକା ସୈନ୍ୟ ନିଜ ଦେଶକୁ ଗଲା ପରେ ତାଲିବାନ ଉତ୍ସବ ମୁଖରିତ ହୋଇଉଠିଛି । ସେମାନେ ବ୍ଲଙ୍କ୍‌ ଫାୟାରିଂ କରି ଉତ୍ସବ ମନାଇବା ସହିତ ବାଣ ଫୁଟାଇଛନ୍ତି । ସୋମବାର ରାତିରେ ଆମେରିକା ସୈନ୍ୟ ଯିବା ପରେ ଏହି ଘଟଣା ଘଟିଛି । ଏବେ କାବୁଲ ଏୟାରପୋର୍ଟ ସମ୍ପୂର୍ଣ୍ଣ ତାଲିବାନଙ୍କ କବଜାରେ ରହିଛି । ଯଦି କୌଣସି ଲୋକ ଆଫଗାନ ଛାଡ଼ି […]
Read More...
ବିଶ୍ବ 

ୟୁକ୍ରେନର ବିମାନ ହେଲା ଅପହରଣ !

ୟୁକ୍ରେନର ବିମାନ ହେଲା ଅପହରଣ ! ଭୁବନେଶ୍ୱର:ଅଗଷ୍ଟ ୨୪: ଆଫ୍‌ଗାନରେ ଫସି ରହିଥିବା ନିଜ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଆଜି ୟୁକ୍ରେନ ବିମାନ ଆଫଗାନିସ୍ତାନ ଯାଇଥିଲା । ବିମାନଟି ସେଠାରୁ ହାଇଜାକ୍‌(ଅପହରଣ)ହୋଇଯାଇଛି ବୋଲି ୟୁକ୍ରେନ ମନ୍ତ୍ରୀ ସୂଚନା ଦେଇଛନ୍ତି । ବିମାନକୁ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଅପହରଣ କରିଛି, ତାହାର ସଠିକ୍‌ ସୂଚନା ମିଳିନାହିଁ । କିନ୍ତୁ ଅପହରଣ କରିଥିବା ଅଜ୍ଞାତ ଲୋକମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ରହିଥିଲା ବୋଲି ସୂଚନା ମିଳିଛି । ଗତ ରବିବାର ଦିନ କିଛି ଅଜ୍ଞାତ ଲୋକ […]
Read More...

Advertisement