Weather
ଦେଶ- ବିଦେଶ  ପାଣିପାଗ 

ଟଳିଲା ବାତ୍ୟା ମାଣ୍ଡୋସ,ବୁଡ଼ିଲା ଚେନ୍ନାଇ

ଟଳିଲା ବାତ୍ୟା ମାଣ୍ଡୋସ,ବୁଡ଼ିଲା ଚେନ୍ନାଇ ଚେନ୍ନାଇ : ସ୍ଥଳଭାଗ ଛୁଇଁ କ୍ରମଶଃ ଦୁର୍ବଳ ହୋଇଛି ବାତ୍ୟା ମାଣ୍ଡୋସ I ଶୁକ୍ରବାର ରାତିରେ ୧୦.୩୦ ରେ ତାମିଲନାଡୁର ମାମଲାପୁରମ ଠାରେ ସ୍ଥଳଭାଗ ଛୁଇଁ ହୋଇ ଗଭୀର ଅବପାତର ରୂପ ନେଇଥିଲା ବାତ୍ୟା I ପୁଡ୍ଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟ ଦେଇ ଘଣ୍ଟାପ୍ରତି ୭୫ କିଲୋମିଟର୍‌ ବେଗରେ ରାତି ପ୍ରାୟ ୧.୩୦ରେ ତାମିଲନାଡୁ ଅନ୍ତର୍ଗତ ମାଲ୍ଲାପୁରମ୍‌ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା। ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ପବନର ସର୍ବାଧିକ ବେଗ ଘଣ୍ଟା […]
Read More...
ଦେଶ- ବିଦେଶ  ପାଣିପାଗ 

ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’ର ପ୍ରଭାବ ଆରମ୍ଭ,୬ଟି ଜିଲ୍ଲାରେ ସ୍କୁଲ ,କଲେଜ ବନ୍ଦ

ତାମିଲନାଡୁରେ ବାତ୍ୟା ‘ମାଣ୍ଡୋସ’ର ପ୍ରଭାବ ଆରମ୍ଭ,୬ଟି ଜିଲ୍ଲାରେ ସ୍କୁଲ ,କଲେଜ ବନ୍ଦ ଚେନ୍ନାଇ : ଦକ୍ଷିଣ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତରେ ପରିଣତ ହୋଇ ଅଧିକ ଘନୀଭୂତ ହେଉଛି I କ୍ରମଶଃ ଏହା ବାତ୍ୟା ର ରୂପ ନେଇ ଉପକୂଳ ଆଡକୁ ଗତି କରୁଛି I ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼ ପୁଡ଼ୁରେରୀରେ କରାଇକାଲଠାରୁ ୨୭୦ କି.ମି ଦୂରରେ କେନ୍ଦ୍ରିତ ଅଛି। ଭାରତୀୟ ପାଣିପାଗ ବିଭାଗର କହିବା ଅନୁଯାୟୀ, ଏହି ବାତ୍ୟାଟି ଉତ୍ତରପଶ୍ଚିମ ମୁହାଁ ହୋଇ ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ […]
Read More...
ଓଡ଼ିଶା  ପାଣିପାଗ 

ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେଲା ବାତ୍ୟା ,ଓଡ଼ିଶାରେ କମିବ ଶୀତ

ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହେଲା ବାତ୍ୟା ,ଓଡ଼ିଶାରେ କମିବ ଶୀତ ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାଶ୍ୱର୍ବତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଆସନ୍ତାକାଲି ଡିପ୍ରେସନ୍‌ ର ରୂପ ନେବ । ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ଧାରଣ କରି ୮ ତାରିଖରେ ଉତ୍ତର ତାମିଲନାଡୁ-ପୁଡୁଚେରୀ ଉପକୂଳ ମୁହାଁ ହେବ।ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଅବପାତ ପରବର୍ତୀ ସମୟରେ ଆହୁରି ଘନିଭୂତ ହୋଇ ବାତ୍ୟାର […]
Read More...
ପାଣିପାଗ 

୧୮ ରୁ ଆଉ ଏକ ଲଘୁଚାପ, ଆଜି ୧୧ ଟି ଜିଲ୍ଲାରେ ବର୍ଷା ସମ୍ଭାବନା

୧୮ ରୁ ଆଉ ଏକ ଲଘୁଚାପ, ଆଜି ୧୧ ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଭୁବନେଶ୍ୱର : ରାଜ୍ୟକୁ ଆସୁଛି ଆଉ ଏକ ଲଘୁଚାପ I ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା ୧୯ରେ ଲଘୁଚାପର ରୂପ ନେଇପାରେ । ଗତ ୧୧ ତରିଖରୁ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇଥିଲେ ବି ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ମଧ୍ୟ କିଛି ସ୍ଥାନରେ ବର୍ଷାର ପ୍ରଭାବ ରହିବ। ଆଜି ୧୧ଟି ଜିଲ୍ଲା ରେ ବର୍ଷା ସମ୍ଭାବନା ଥିବାରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି […]
Read More...
ପାଣିପାଗ 

ଅବପାତ ଦୁର୍ବଳ, ଆସନ୍ତା ୧୮ ରୁ ପୁଣି ଏକ ଲଘୁଚାପ

ଅବପାତ ଦୁର୍ବଳ, ଆସନ୍ତା ୧୮ ରୁ ପୁଣି ଏକ ଲଘୁଚାପ ଭୁବନେଶ୍ୱର : ଆସନ୍ତା ୧୮ ତାରିଖରେ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ହେବ । ଏହାର ପ୍ରଭାବରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଛତିଶଗଡ ଉପରେ କେନ୍ଦ୍ରୀଭୂତ ଅବପାତ ପଶ୍ଚିମ ଉତ୍ତର ମୁହାଁ ହୋଇ ଗତି କରିବା ସହ ଦୁର୍ବଳ ହୋଇଛି । ଏହା ଅବପାତରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପକୁ ଖସିଆସିଛି । ବର୍ତ୍ତମାନ ଏହା ଦକ୍ଷିଣପୂର୍ବ ମଧ୍ୟପ୍ରଦେଶ ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଛି। ଏହା ଧୀରେଧୀରେ ଉତ୍ତରପଶ୍ଚିମ […]
Read More...
ଜିଲ୍ଲା  ପାଣିପାଗ 

ସ୍କୁଲରେ ବଜ୍ରପାତ ଘଟି , ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ

ସ୍କୁଲରେ ବଜ୍ରପାତ ଘଟି , ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ଦେବଗଡ଼ : ସ୍କୁଲରେ ଘଟିଲା ବଡ଼ ଅଘଟଣ I ରାଜ୍ୟରେ ଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି I ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଆଜି ଗଭୀର ଅବପାତରେ ପରିଣତ ହୋଇଛି । ଏହା ପ୍ରଭାବର ରାଜ୍ୟରେ ଅନେକ ଜିଲ୍ଲାରେ ଘଡଘଡି ସହ ବର୍ଷା ହେଉଛି I ଏହି ସମୟରେ ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲ ରେ ବଜ୍ରପାତ ଘଟି ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର […]
Read More...
ଦେଶ- ବିଦେଶ 

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷର୍ା: ଭୂÕଳନ ହେତୁ ଜାତୀୟ ରାଜପଥ ବନ୍ଦ

ଉତ୍ତରାଖଣ୍ଡରେ ପ୍ରବଳ ବର୍ଷର୍ା: ଭୂÕଳନ ହେତୁ ଜାତୀୟ ରାଜପଥ ବନ୍ଦ ଦିଲ୍ଲୀ ଅଗଷ୍ଟ ୨୮: ଗତକାଲି ରାତି ଠାରୁ ଉତ୍ତରାଖଣ୍ଡରେ ଲଗାତାର ବର୍ଷା ଯୋଗୁଁ ବହୁ ଅଞ୍ଚଳ ଜଳମଗ୍ନ ରହିବା ସହିତ ପାହାଡ଼ରୁ ମାଟି ଧସି ହୋଇ ରାସ୍ତା ବନ୍ଦ ହୋଇଯାଇଛି । ଭୂÕଳନ ହେତୁ ମୋଟ ଉପରେ ରାଜ୍ୟର ୫ଟି ଜାତୀୟ ରାଜପଥ ସମେତ ୨୦୦ରୁ ଅଧିକ ରାସ୍ତା ବନ୍ଦ ହୋଇଯାଇଛି । ପାହାଡ଼ରୁ ପଥର ଖସିବା ନେଇ ଆଶଙ୍କାରେ ଟିହରି ଜିଲ୍ଲା ପ୍ରଶାସନ ଋଷିକେଶ-ବଦ୍ରିନାଥ ୫୮ ନମ୍ବର ଜାତୀୟ ରାଜମାର୍ଗରେ ଗମନାଗମନକୁ ବନ୍ଦ କରିଛନ୍ତି । […]
Read More...
ବିଶ୍ବ  ଓଡ଼ିଶା 

ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ:ଦୁଇଦିନ ଧରି ବର୍ଷିବ

ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ:ଦୁଇଦିନ ଧରି ବର୍ଷିବ ଭୁବନେଶ୍ୱର : ଅଗଷ୍ଟ ୪: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହା ପ୍ରଭାବରେ ସମଗ୍ର ଓଡ଼ିଶାରେ ଆସନ୍ତା ଦୁଇ ଦିନ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅଳ୍ପ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆକଳନ କରାଯାଇଛି । ଏହି ଲଘୁଚାପ ପଶ୍ଚିମବଙ୍ଗ ଓ ବାଲାଂଦେଶ ଅଞ୍ଚଳର ସାମୁଦ୍ରିକ କ୍ଷେତ୍ରରେ ଏବେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର […]
Read More...
ଓଡ଼ିଶା 

୧୩ ଜିଲ୍ଲାକୁ ବଜ୍ରପାତ ବିପଦ ଜାରି ହେଲା ୟେଲୋ ୱାର୍ଣ୍ଣିଂ

୧୩ ଜିଲ୍ଲାକୁ ବଜ୍ରପାତ ବିପଦ  ଜାରି ହେଲା ୟେଲୋ ୱାର୍ଣ୍ଣିଂ By Papu Mohanty ଭୁବନେଶ୍ୱର : May 12:ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୫ଟି ଜିଲ୍ଲରେ ବଜ୍ରପାତ ସହିତ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବିଜୁଳି ଓ କୁଆପଥର ବର୍ଷା ପବନର ସମ୍ଭାବନା ରହିଛି । ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯିବା ସହିତ ରାଜ୍ୟର ୧୩ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟର ଆଭ୍ୟନ୍ତର ଓ ଉତ୍ତର ଉପକୂଳ ସମେତ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, […]
Read More...

Advertisement