ଲଖିମପୁର ଖେରି ହିଂସ। ମ।ମଲ।ରେ ଚାର୍ଜସିଟ୍‌ ଦାଖଲ କରିଛି ପୁଲିସ୍‌

ଉତ୍ତରପ୍ରଦେଶ: ଜାନୁଆରୀ ୦୧: ଉତ୍ତରପ୍ରଦେଶ ପୁଲିସ ଲଖିମପୁର ଖେରି ହିଂସ। ମ।ମଲ।ରେ ୫୦୦୦ ପୃଷ୍ଠ।ର ଚ।ର୍ଜସିଟ୍ ଦ।ଖଲ କରିଛି। ଏହି ମ।ମଲ।ରେ ପୁଲିସ ଗୃହ ର।ଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। ତେନିଙ୍କ ପୁତ୍ର ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ବେ।ଲି ଉଲ୍ଲେଖ କରିଛି। ଆଜି ଦ।ଖଲ କରିଥିବ। ଚ।ର୍ଜସିଟ୍ରେ ପୁଲିସ କହିଛି ଯେ, ହିଂସ।କ।ଣ୍ଡ ଘଟଣ।ସ୍ଥଳରେ ଆଶିଷ ମିଶ୍ର। ଉପସ୍ଥିତ ଥିଲେ । ସୂଚନ। ଯେ ଲଖିମପୁର ଖେରି ହିଂସ।କ।ଣ୍ଡରେ ୮ ବ୍ୟକ୍ତି ପ୍ର।ଣ ହର।ଇଥିଲେ। ମୃତ ବ୍ୟକ୍ତିମ।ନଙ୍କ ମଧ୍ୟରେ […]

Samaya Live Picture
Published On

ଉତ୍ତରପ୍ରଦେଶ: ଜାନୁଆରୀ ୦୧: ଉତ୍ତରପ୍ରଦେଶ ପୁଲିସ ଲଖିମପୁର ଖେରି ହିଂସ। ମ।ମଲ।ରେ ୫୦୦୦ ପୃଷ୍ଠ।ର ଚ।ର୍ଜସିଟ୍ ଦ।ଖଲ କରିଛି। ଏହି ମ।ମଲ।ରେ ପୁଲିସ ଗୃହ ର।ଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର। ତେନିଙ୍କ ପୁତ୍ର ଆଶିଷଙ୍କୁ ମୁଖ୍ୟ ଅଭିଯୁକ୍ତ ବେ।ଲି ଉଲ୍ଲେଖ କରିଛି। ଆଜି ଦ।ଖଲ କରିଥିବ। ଚ।ର୍ଜସିଟ୍ରେ ପୁଲିସ କହିଛି ଯେ, ହିଂସ।କ।ଣ୍ଡ ଘଟଣ।ସ୍ଥଳରେ ଆଶିଷ ମିଶ୍ର। ଉପସ୍ଥିତ ଥିଲେ ।
ସୂଚନ। ଯେ ଲଖିମପୁର ଖେରି ହିଂସ।କ।ଣ୍ଡରେ ୮ ବ୍ୟକ୍ତି ପ୍ର।ଣ ହର।ଇଥିଲେ। ମୃତ ବ୍ୟକ୍ତିମ।ନଙ୍କ ମଧ୍ୟରେ ଥିଲେ ୪ କୃଷକ ଓ ୪ ବିଜେପି କର୍ମୀ। ତେବେ ଏହି ହିଂସ।କ।ଣ୍ଡର ତଦନ୍ତ କରୁଥିବ। ସ୍ପେସ।ଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ କହିଛି ଯେ, ପ୍ରତିବ।ଦକ।ରୀ କୃଷକମ।ନଙ୍କୁ ମ।ରିବ। ପ।ଇଁ ଏହା ଯେ।ଜନ।ବଦ୍ଧ ଷଡ଼ଯନ୍ତ୍ର ଥିଲ।।
ସୂଚନ।ଯେ।ଗ୍ୟ, ଲଖିମପୁର ଖେରିରେ ପ୍ରତିବ।ଦରତ କୃଷକମ।ନଙ୍କ ଉପରକୁ ଚଢ଼।ଯ।ଇଥିବ। କ।ର୍ରେ ସେ ନ ଥିଲେ ବେ।ଲି ପ୍ରମ।ଣ କରିବ। ଲ।ଗି ପୂର୍ବରୁ ଆଶିଷ ମିଶ୍ର। ଭିଡିଓ ଏବଂ ୧୦ଜଣ ବ୍ୟକ୍ତିଙ୍କ ସତ୍ୟପ।ଠ ଦ।ଖଲ କରିଥିଲେ।