Tamil Nadu headline
ଦେଶ- ବିଦେଶ 

ଜୟଲଳିତା ମୃତୁ୍ୟ ରହସ୍ୟ: ବିଧାନସଭାରେ ରିପୋର୍ଟ ଉପସ୍ଥାପନ ପରେ ଅଡିଓ କ୍ଲିପ୍‌ ଲିକ୍‌

ଜୟଲଳିତା ମୃତୁ୍ୟ ରହସ୍ୟ: ବିଧାନସଭାରେ ରିପୋର୍ଟ ଉପସ୍ଥାପନ ପରେ ଅଡିଓ କ୍ଲିପ୍‌ ଲିକ୍‌ ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବା ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଲିକ୍‌ ହୋଇଥିବା ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି । ଏହି ଘଟଣା ପରେ ପୁଣି ଥରେ ଜୟଲଳିତାଙ୍କ ମୃତୁ୍ୟ ରହସ୍ୟ ଏକ ନୂଆ ମୋଡ଼ ନେବା ସହ ବିବାଦୀୟ ହୋଇପଡ଼ିଛି । ଏହି ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା, ତାଙ୍କ ସମ୍ପର୍କୀୟ ଡାକ୍ତର […]
Read More...
ଜିଲ୍ଲା  ସ୍ୱାସ୍ଥ 

ତ।ମିଲନ।ଡୁରେ ଅଣଟୀକ।କୃତ ଲୋକଙ୍କୁ ମଲ୍,ସପିଂ କମ୍ପ୍ଲେକ୍ସ ମନା

ତ।ମିଲନ।ଡୁରେ ଅଣଟୀକ।କୃତ ଲୋକଙ୍କୁ ମଲ୍,ସପିଂ କମ୍ପ୍ଲେକ୍ସ ମନା ନୂଆଦିଲ୍ଲୀ: ଡିସେମ୍ବର ୦୪: ଭ।ରତରେ ଓମିକ୍ରନ୍‌ର ଦୁଇଟି ମ।ମଲ। ଚିହ୍ନଟ ହେବ। ପରେ ତ।ମିଲନ।ଡୁର ମଦୁର।ଇ ରାଜ୍ୟ ଆଜି ଘୋଷଣ। କରିଛି ଯେ ଅଣଟୀକ।କୃତ ଲୋକଙ୍କୁ ଆସନ୍ତ। ସପ୍ତ।ହରୁ ମଲ୍, ସପିଂ କମ୍ପ୍ଲେକ୍ସ ଏବଂ ଅନ୍ୟ।ନ୍ୟ ସର୍ବସ।ଧ।ରଣ ସ୍ଥ।ନରେ ପ୍ରବେଶ କରିବ।କୁ ଦିଆଯିବ ନ।ହିଁ। ଏହି ପ୍ରତିବନ୍ଧକ ଲ।ଗୁ ହେବ। ପୂର୍ବରୁ କୋଭିଡ ଟୀକ। ପ।ଇବ। ପ।ଇଁ ଲୋକଙ୍କୁ ଗୋଟିଏ ସପ୍ତ।ହ ସମୟ ଦିଆଯ।ଉଛି ବୋଲି କଲେକ୍ଟର ଅନୀଶ ସେଖର, କହିଛନ୍ତି। ‘ମଦୁର।ଇରେ ୭୧.୬% ଲୋକଙ୍କୁ ପ୍ରଥମ […]
Read More...

Advertisement