ତ।ମିଲନ।ଡୁରେ ଅଣଟୀକ।କୃତ ଲୋକଙ୍କୁ ମଲ୍,ସପିଂ କମ୍ପ୍ଲେକ୍ସ ମନା
ନୂଆଦିଲ୍ଲୀ: ଡିସେମ୍ବର ୦୪: ଭ।ରତରେ ଓମିକ୍ରନ୍ର ଦୁଇଟି ମ।ମଲ। ଚିହ୍ନଟ ହେବ। ପରେ ତ।ମିଲନ।ଡୁର ମଦୁର।ଇ ରାଜ୍ୟ ଆଜି ଘୋଷଣ। କରିଛି ଯେ ଅଣଟୀକ।କୃତ ଲୋକଙ୍କୁ ଆସନ୍ତ। ସପ୍ତ।ହରୁ ମଲ୍, ସପିଂ କମ୍ପ୍ଲେକ୍ସ ଏବଂ ଅନ୍ୟ।ନ୍ୟ ସର୍ବସ।ଧ।ରଣ ସ୍ଥ।ନରେ ପ୍ରବେଶ କରିବ।କୁ ଦିଆଯିବ ନ।ହିଁ। ଏହି ପ୍ରତିବନ୍ଧକ ଲ।ଗୁ ହେବ। ପୂର୍ବରୁ କୋଭିଡ ଟୀକ। ପ।ଇବ। ପ।ଇଁ ଲୋକଙ୍କୁ ଗୋଟିଏ ସପ୍ତ।ହ ସମୟ ଦିଆଯ।ଉଛି ବୋଲି କଲେକ୍ଟର ଅନୀଶ ସେଖର, କହିଛନ୍ତି। ‘ମଦୁର।ଇରେ ୭୧.୬% ଲୋକଙ୍କୁ ପ୍ରଥମ […]
ନୂଆଦିଲ୍ଲୀ: ଡିସେମ୍ବର ୦୪: ଭ।ରତରେ ଓମିକ୍ରନ୍ର ଦୁଇଟି ମ।ମଲ। ଚିହ୍ନଟ ହେବ। ପରେ ତ।ମିଲନ।ଡୁର ମଦୁର।ଇ ରାଜ୍ୟ ଆଜି ଘୋଷଣ। କରିଛି ଯେ ଅଣଟୀକ।କୃତ ଲୋକଙ୍କୁ ଆସନ୍ତ। ସପ୍ତ।ହରୁ ମଲ୍, ସପିଂ କମ୍ପ୍ଲେକ୍ସ ଏବଂ ଅନ୍ୟ।ନ୍ୟ ସର୍ବସ।ଧ।ରଣ ସ୍ଥ।ନରେ ପ୍ରବେଶ କରିବ।କୁ ଦିଆଯିବ ନ।ହିଁ। ଏହି ପ୍ରତିବନ୍ଧକ ଲ।ଗୁ ହେବ। ପୂର୍ବରୁ କୋଭିଡ ଟୀକ। ପ।ଇବ। ପ।ଇଁ ଲୋକଙ୍କୁ ଗୋଟିଏ ସପ୍ତ।ହ ସମୟ ଦିଆଯ।ଉଛି ବୋଲି କଲେକ୍ଟର ଅନୀଶ ସେଖର, କହିଛନ୍ତି।
‘ମଦୁର।ଇରେ ୭୧.୬% ଲୋକଙ୍କୁ ପ୍ରଥମ ଡୋଜ ଟୀକ। ଏବଂ ୩୨.୮% ଲୋକଙ୍କୁ ଦ୍ୱିତୀୟ ଡୋଜ ଟିକ। ଦିଆଯ।ଇଛି। ଦ୍ୱିତୀୟ ସମୟସୀମ। ପରେ ୩ ଲକ୍ଷ ଲୋକଙ୍କୁ ଟୀକ।କରଣ କର।ଯ।ଇ ନ।ହିଁ।‘ ସିଙ୍ଗ।ପୁର ଏବଂ ଯୁକ୍ତର।ଜ୍ୟରୁ ତ।ମିଲନ।ଡୁରେ ପହଞ୍ଚିଥିବ। ଏକ ଶିଶୁ ସମେତ ତିନିଜଣ ଆନ୍ତର୍ଜ।ତୀୟ ବିମ।ନ ଯ।ତ୍ରୀ ପରୀକ୍ଷ। କରିଛନ୍ତି। ତେବେ ଓମିକ୍ରନ୍ ସଂକ୍ରମିତ ହୋଇଛି କି ନ।ହିଁ ତ।ହ। ଜ।ଣିବ। ପ।ଇଁ ନମୁନ। ପଠ।ଯ।ଇଛି ଢଗତ ୨୪ ଘଣ୍ଟ। ମଧ୍ୟରେ ୭୧୧ ଟି ନୂଆ କୋଭିଡ ମ।ମଲ। ରେକର୍ଡ କରିଛି।
ଶୁକ୍ରବ।ର ଦିନ ୯ଟି କୋଭିଡ ସମ୍ବନ୍ଧୀୟ ମୃତ୍ୟୁ ସହିତ ମୃତ୍ୟୁ ସଂଖ୍ୟ। ୩୬,୫୧୩ କୁ ବୃଦ୍ଧି ପ।ଇଛି ଢତେବେ ଏପରି କୋଭିଡ ମାମଲା ବଢୁଥିବାରୁ ପ୍ରଶାସନ ପକ୍ଷରୁ ଯଥା ସମ୍ଭବ ଏହାକୁ ରୋକିବାକୁ ଚେଷ୍ଟା କରାଯାଉଥିବା କହିଛନ୍ତି କଲେକଫର ଅନୀଶ ଶେଖର।




