srilanka crises
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ୍ ବିକ୍ରମସିଂଘେ
Published On
By Samaya Live
କଲମ୍ବୋ: ଶ୍ରୀଲଙ୍କାରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଏବଂ ଦେଶରୁ ପଳାୟନ କରି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଇସ୍ତଫା ଦେବା ପରେ ବିକ୍ରମସଂଘେ ଶ୍ରୀଲଙ୍କାରେ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଜି ସାଂସଦଙ୍କ ୧୩୪ ଭୋଟ୍ ପାଇ ସେ ଦେଶର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାପୂର୍ବରୁ ସେ ୬ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇସାରିଛନ୍ତି । ତେବେ ନବ ରାଷ୍ଟ୍ରପତି ରାନିଲ୍ ପ୍ରତିଦ୍ୱନ୍ଦ୍ୱୀ ବିରୋଧୀ ପ୍ରାର୍ଥୀ ଡଲାସ୍ ଅଲାହାେªରୁମା ଏବଂ […]
ଶ୍ରୀଲଙ୍କାରେ ସ୍ଥିତି ଜଟିଳ
Published On
By Samaya Live
ଶ୍ରୀଲଙ୍କା: ଅପ୍ରେଲ୍ ୦୨: ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ କଠିନ ହେବାରେ ଲାଗିଛି । ପ୍ରଥମେ କାଗଜ, ଡିଜେଲ ଓ ପରେ ଏବେ ବିଜୁଳି ସଙ୍କଟ । ପରିସ୍ଥିତି ଜଟିଳ ହେବା ସାଙ୍ଗକୁ ଏବେ ଲୋକେ ସାଜିଛନ୍ତି ରକ୍ତମୁଖା । ଏହାକୁ ନିୟନ୍ତ୍ରଣ କରିବାକୁ ଶ୍ରୀଲଙ୍କା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଦେଶର ସୁରକ୍ଷା ଏବଂ ଅତ୍ୟାବଶ୍ୟକ ସେବା ଯୋଗାଣକୁ ବଜାୟ ରଖିବାକୁ ଏହି ପଦକ୍ଷେପ ନିଆଯାଇଛି ବୋଲି ସରକାରଙ୍କ ନିର୍ଦ୍ଦେଶରେ କୁହାଯାଇଛି । […]

