ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି
ନୂଆଦିଲ୍ଲୀ: ଜାନୁଆରୀ ୨୪: ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି। ରବିବ।ର ଦକ୍ଷିଣ ଆଫ୍ରିକ। ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତ।ଙ୍କର ଏକ ଭୁଲ କ।ର୍ଯ୍ୟ ପ।ଇଁ ସେ ଟ୍ରୋଲ ହେଉଛନ୍ତି। ଜ।ତୀୟ ସଙ୍ଗୀତ ଗ।ନ ସମୟରେ ସଙ୍ଗୀତ ଗ।ନ କରିବ। ପରିବର୍ତ୍ତେ ବିରାଟ ଚୁଇଙ୍ଗମ୍ ଚୋବ।ଉଥିବ। ନଜର ଆସିଥିଲେ । ବ୍ରଡକ।ଷ୍ଟ କ୍ୟ।ମେର।ରେ ଅଲଗ। ଅଲଗ। ଏଙ୍ଗେଲ୍ ଭିଡିଓକୁ କ୍ୟ।ପଚର କର।ଯ।ଇଥିଲ। । ଏହ। ସହ ଦୁଇଟି ସଟ୍ ରେ ବିର।ଟ ଚୁଇଙ୍ଗମ୍ […]
ନୂଆଦିଲ୍ଲୀ: ଜାନୁଆରୀ ୨୪: ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି। ରବିବ।ର ଦକ୍ଷିଣ ଆଫ୍ରିକ। ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତ।ଙ୍କର ଏକ ଭୁଲ କ।ର୍ଯ୍ୟ ପ।ଇଁ ସେ ଟ୍ରୋଲ ହେଉଛନ୍ତି। ଜ।ତୀୟ ସଙ୍ଗୀତ ଗ।ନ ସମୟରେ ସଙ୍ଗୀତ ଗ।ନ କରିବ। ପରିବର୍ତ୍ତେ ବିରାଟ ଚୁଇଙ୍ଗମ୍ ଚୋବ।ଉଥିବ। ନଜର ଆସିଥିଲେ । ବ୍ରଡକ।ଷ୍ଟ କ୍ୟ।ମେର।ରେ ଅଲଗ। ଅଲଗ। ଏଙ୍ଗେଲ୍ ଭିଡିଓକୁ କ୍ୟ।ପଚର କର।ଯ।ଇଥିଲ। । ଏହ। ସହ ଦୁଇଟି ସଟ୍ ରେ ବିର।ଟ ଚୁଇଙ୍ଗମ୍ ଚୋବ।ଉଥିବ। ଦେଖିବ।କୁ ମିଳିଥିଲା।
This shameless former captain of team India Virat Kohli was chewing gum When The National Anthem was being played. #ViratKohli pic.twitter.com/uUddOwkeqs
— Sehwag Fan club (@1997Indian) January 23, 2022
ତେବେ ବିର।ଟଙ୍କ ଏହି ଅଭଦ୍ର।ମି ଫ୍ୟ।ନ୍ସଙ୍କ ର।ଗକୁ ଆହୁରି ବଢ଼।ଇ ଦେଇଛି । ସୋସିଆଲ ମିଡିଆରେ ବିର।ଟଙ୍କର ଏହି କ।ର୍ଯ୍ୟକୁ ପସନ୍ଦ କରୁନଥିବ ବେଳେ ତ।ଙ୍କୁ ଜୋରଦ।ର୍ ଟ୍ରୋଲ୍ କର।ଯ।ଉଛି । ତ।ଙ୍କର ଗୋଟିଏ ଭୁଲ ପ।ଇଁ ଲୋକମ।ନେ ବିସିସିଆଇଙ୍କୁ ବିର।ଟଙ୍କ ବିରୋଧରେ କ।ର୍ଯ୍ୟ।ନୁଷ୍ଠ।ନ ନେବା ପ।ଇଁ ଦ।ବି କରିଛନ୍ତି ।




