BCCI
ଖେଳ 

ସବୁ ଫର୍ମାଟରୁ ରାଇନାଙ୍କ ଅବସର

ସବୁ ଫର୍ମାଟରୁ ରାଇନାଙ୍କ ଅବସର ନୂଆଦିଲ୍ଲୀ : ସୁରେଶ ରାଇନା ଆଉ ଆଇପିଏଲ୍‌ ଖେଳିବେନି । କ୍ରିକେଟ୍‌ର ସବୁ ଫର୍ମାଟରୁ ସେ ଅବସର ଘୋଷଣା କରିଛନ୍ତି । ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରି ରାଇନା ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟ୍‌ରେ ଲେଖିଛନ୍ତି । ଦେଶ ତଥା ଉତ୍ତରପ୍ରଦେଶ ପାଇଁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ । କ୍ରିକେଟ୍‌ର ସବୁ ଫର୍ମାଟରୁ ମୁଁ ଅବସର ଘୋଷଣା କରିବାକୁ ଚାହୁଁଛି । ମୋର ଦକ୍ଷତା, ମୋ ଉପରେ ବିଶ୍ୱାସ ଓ ସମର୍ଥନ […]
Read More...
ଜିଲ୍ଲା  ବିଶ୍ବ 

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଜୋରଦାର ପ୍ରସ୍ତୁତି

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ ପାଇଁ ଜୋରଦାର ପ୍ରସ୍ତୁତି କଟକ: ମଇ ୩୧: ବାରବାଟୀରେ ଟି-୨୦ ପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଟିକେଟ୍‌ ବିକ୍ରି । ସକାଳ ୧୧ଟାରୁ ଏହି ପ୍ରକ୍ରିଆ ଆରମ୍ଭ ହେବ । ଅନଲାଇନରେ ମୋଟ ୫୦୦୦ ଟିକେଟ ବିକ୍ରି କରାଯିବ । ଗ୍ୟାଲେରୀ ନମ୍ବର ୨, ୪, ୭ ସ୍ପେଶାଲ ଏନକ୍ଲୋଜର, ନ୍ୟୁ ପାଭେଲିୟନ ଏବଂ ଏସି ବକ୍ସ ପାଇଁ ଟିକେଟ ବିକ୍ରି କରାଯିବ । ଟିକେଟ୍‌ ବୁକିଂ ପାଇଁ ନିଜର ପରିଚୟ ପ୍ରମାଣପତ୍ର ଦେଖାଇ ଫୋନ୍‌ ନମ୍ବର ଏବଂ ଇମେଲ […]
Read More...
ଖେଳ 

ହାର୍ଦ୍ଦିକ୍‌ ସମ୍ଭାଳିବେ ଦଳର ନେତୃତ୍ୱ

ହାର୍ଦ୍ଦିକ୍‌ ସମ୍ଭାଳିବେ ଦଳର ନେତୃତ୍ୱ ନୂଆଦିଲ୍ଲୀ: ମଇ ୧୯: ଗୋଟିଏ ସପ୍ତାହ ପରେ ସରିବ ଆଇପିଏଲ ୨୦୨୨ । ଏହା ପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ସିରିଜ୍‌ ଖେଳିବ । ଏହା ଜୁନ ୯ରୁ ଆରମ୍ଭ ହେବ । ଚଳିତ ମ୍ୟାଚରେ ବିଭିନ୍ନ ବଡ ବଡ ଖେଳାଳୀ ସାମିଲ ହେବେ ନାହିଁ । ଦଳର ଅଧିନାୟକ ରୋହିତ ଶର୍ମା ମଧ୍ୟ ସିରିଜ୍‌ ଖେଳିବେ ନାହିଁ । ଏସିଆ କପ୍‌ ଏବଂ ଟି-୨୦ ବିଶ୍‌ କପକୁ ଦୃଷ୍ଟିରେ ରଖି ଦଳର ପ୍ରମୁଖ […]
Read More...
ଖେଳ 

ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି

ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି ନୂଆଦିଲ୍ଲୀ: ଜାନୁଆରୀ ୨୪: ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି। ରବିବ।ର ଦକ୍ଷିଣ ଆଫ୍ରିକ। ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତ।ଙ୍କର ଏକ ଭୁଲ କ।ର୍ଯ୍ୟ ପ।ଇଁ ସେ ଟ୍ରୋଲ ହେଉଛନ୍ତି। ଜ।ତୀୟ ସଙ୍ଗୀତ ଗ।ନ ସମୟରେ ସଙ୍ଗୀତ ଗ।ନ କରିବ। ପରିବର୍ତ୍ତେ ବିରାଟ ଚୁଇଙ୍ଗମ୍ ଚୋବ।ଉଥିବ। ନଜର ଆସିଥିଲେ । ବ୍ରଡକ।ଷ୍ଟ କ୍ୟ।ମେର।ରେ ଅଲଗ। ଅଲଗ। ଏଙ୍ଗେଲ୍ ଭିଡିଓକୁ କ୍ୟ।ପଚର କର।ଯ।ଇଥିଲ। । ଏହ। ସହ ଦୁଇଟି ସଟ୍ ରେ ବିର।ଟ ଚୁଇଙ୍ଗମ୍ […]
Read More...
ଖେଳ  ବିଶ୍ବ 

ଆଇପିଏଲ୍‌ ଟାଇଟଲ୍‌ ପ୍ରଯୋଜକ ହେବ ଟାଟା ଗ୍ରୁପ୍‌

ଆଇପିଏଲ୍‌ ଟାଇଟଲ୍‌ ପ୍ରଯୋଜକ ହେବ ଟାଟା ଗ୍ରୁପ୍‌ ନୂଆଦିଲ୍ଲୀ: ଜାନୁଆରୀ ୧୧: ଆଇପିଏଲ୍ ଟ।ଇଟଲ୍ ପ୍ରଯୋଜକ ଭ।ବରେ ଆସୁଛି ଟ।ଟ। ଗ୍ରୁପ୍ । ଆଇପିଏଲ୍ ଅଧ୍ୟକ୍ଷ ବ୍ରିଜେଶ ପଟେଲ ପିଟିଆଇ ପକ୍ଷରୁ ଏ ନେଇ ସୂଚନା ଦେଇଛନ୍ତି । ଭ।ରତର ଅନ୍ୟତମ ବୃହତ୍ତମ ବ୍ୟବସ।ୟ ସମ୍ମିଳନୀ ଟ।ଟ। ଗ୍ରୁପ୍ ଚ।ଇନ।ର ମୋବ।ଇଲ୍ ନିର୍ମ।ତ। ଭିଭୋକୁ ଚଳିତବର୍ଷ ଠ।ରୁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଟ।ଇଟଲ୍ ପ୍ରଯୋଜକ ଭ।ବରେ ବଦଳ।ଇବ ବୋଲି ଇଭେଣ୍ଟର ପରିଚ।ଳନ। ପରିଷଦ ଏକ ବୈଠକରେ ନିଷ୍ପତ୍ତି ନେଇଛି। ୨୦୧୮-୨୦୨୨ ରୁ ଟ।ଇଟଲ୍ ପ୍ର।ୟୋଜକ ଅଧିକ।ର […]
Read More...
ଖେଳ 

୩୬ କ୍ରିକେଟର ପାଇବେ ଅନୁଦାନ

୩୬ କ୍ରିକେଟର ପାଇବେ ଅନୁଦାନ Reported by Shakti Prakash Nanda ଭୁବନେଶ୍ୱର: ମେ ୨୪:ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଦେବରାଜ ଗୋବିନ୍ଦରାଜଙ୍କ ସମେତ କରୋନା ମହାମାରୀ ପୀଡ଼ିତ ୩୬ ଜଣ ଅଭାବୀ ଖେଳାଳିଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଭାରତୀୟ କ୍ରିକେଟ୍‌ର ଆସୋସିଏସନ୍‌ (ଆଇସିଏ) ଘୋଷଣା କରିଛି । ୧୯୭୧ ଇଂଲଣ୍ଡକୁ ପରାଜିତ କରି ଐତିହାସିକ ଟେଷ୍ଟ ଶୃଙ୍ଖଳା ଜିତିଥିବା ଭାରତୀୟ ଦଳର ସଦ୍ୟସ ଥିଲେ ୭୩ ବର୍ଷୀୟ ଗୋବିନ୍ଦରାଜ । ଏହି ଦ୍ରୁତ ବୋଲର ଜଣଙ୍କ ୯୩ଟି ପ୍ରଥମ ଶ୍ରେଣୀ […]
Read More...

Advertisement