cricket
ଖେଳ 

ଅଶ୍ୱିନ୍‌ ଭାଙ୍ଗିବେ କୁମ୍ବଲେଙ୍କ ରେକର୍ଡ: ସୁନିଲ ଗାଭାସ୍କର

ଅଶ୍ୱିନ୍‌ ଭାଙ୍ଗିବେ କୁମ୍ବଲେଙ୍କ ରେକର୍ଡ: ସୁନିଲ ଗାଭାସ୍କର ନୂଆଦିଲ୍ଲୀ: ମାର୍ଚ୍ଚ୧୭: ଶ୍ରୀଲଙ୍କା ବିପକ୍ଷ ସିରିଜରେ ୧୨ ଓ୍ୱିକେଟ୍ ନେଇଥିଲେ ଭାରତୀୟ ସ୍ପିନର ଆର.ଅଶ୍ୱିନ । ଏହାସହ ସେ ମୋଟ ୪୪୨ ଓ୍ୱିକେଟ୍ ହାସଲ କରି ୪ ଖେଳାଳିଙ୍କୁ ପଛରେ ପକାଇଛନ୍ତି । ସବୁଠାରୁ ଅଧିକ ଓ୍ୱିକେଟ ନେଇଥିବା ବୋଲରଙ୍କ ତାଲିକାରେ ସେ ୮ ନମ୍ବର ସ୍ଥାନରେ ରହିଛନ୍ତି । ତେବେ ଅଶ୍ୱିନଙ୍କୁ ନେଇ ବଡ ଭବିଷ୍ୟବାଣୀ କରିଛନ୍ତି ସୁନିଲ ଗାଭାସ୍କର । ଗାଭାସ୍କର କହିଛନ୍ତି ଯେ, ୩୫ ବର୍ଷୀୟ ଅଶ୍ୱିନଙ୍କ ଆଗରେ ଅନିଲ କୁମ୍ବଲେ ରହିଛନ୍ତି […]
Read More...
ଖେଳ 

ଫେବ୍ରୁଆରୀ ୧୩ରୁ ରନଜୀ ଟ୍ରଫି

ଫେବ୍ରୁଆରୀ ୧୩ରୁ ରନଜୀ ଟ୍ରଫି ନୂଆଦିଲ୍ଲୀ: ନୂଆଦିଲ୍ଲୀ୨୯: ରଣଜୀ ଟ୍ରଫି ହେବା ନେଇ ଘୋଷଣା କରିଛି ବିସିସିଆଇ । ଗତବର୍ଷ କରୋନ। ମହ।ମ।ରୀ କ।ରଣରୁ ଟୁର୍ଣ୍ଣ।ମେଣ୍ଟର ଆୟୋଜନ ହୋଇପ।ରି ନଥିଲ। । ତୃତୀୟ ଲହର ପାଇଁ ଏହା ଜାନୁଆରୀ ୧୩ ପରିବର୍ତ୍ତେ ଫେବ୍ରୁଆରୀ ୧୩ରେ ହେବା ନେଇ ବିଚାର କରାଯାଉଥିବା କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହ।ସହ ଫର୍ମ।ଟରେ କୌଣସି ପରିବର୍ତ୍ତନ ହେବ ନ।ହିଁ । ଏବେ ସମସ୍ତ ଟିମ୍କୁ ୫ଟି ଗ୍ରୁପରେ ଭ।ଗ କର।ଯିବ । ସମସ୍ତ ଗ୍ରୁପରେ ୬ଟି […]
Read More...
ଖେଳ 

ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି

ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି ନୂଆଦିଲ୍ଲୀ: ଜାନୁଆରୀ ୨୪: ପୁଣି ଥରେ ବିବ।ଦ ଘେରରେ ବିରାଟ କୋହଲି। ରବିବ।ର ଦକ୍ଷିଣ ଆଫ୍ରିକ। ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତ।ଙ୍କର ଏକ ଭୁଲ କ।ର୍ଯ୍ୟ ପ।ଇଁ ସେ ଟ୍ରୋଲ ହେଉଛନ୍ତି। ଜ।ତୀୟ ସଙ୍ଗୀତ ଗ।ନ ସମୟରେ ସଙ୍ଗୀତ ଗ।ନ କରିବ। ପରିବର୍ତ୍ତେ ବିରାଟ ଚୁଇଙ୍ଗମ୍ ଚୋବ।ଉଥିବ। ନଜର ଆସିଥିଲେ । ବ୍ରଡକ।ଷ୍ଟ କ୍ୟ।ମେର।ରେ ଅଲଗ। ଅଲଗ। ଏଙ୍ଗେଲ୍ ଭିଡିଓକୁ କ୍ୟ।ପଚର କର।ଯ।ଇଥିଲ। । ଏହ। ସହ ଦୁଇଟି ସଟ୍ ରେ ବିର।ଟ ଚୁଇଙ୍ଗମ୍ […]
Read More...
ଖେଳ 

ଆଜି ଆଇପିଏଲ୍‌ ପ୍ରାୟୋଜକ ନିଷ୍ପତ୍ତି !

ଆଜି ଆଇପିଏଲ୍‌ ପ୍ରାୟୋଜକ ନିଷ୍ପତ୍ତି ! ଭୁବନେଶ୍ୱର, ଅଗଷ୍ଟ ୧୮: ଚାଇନା କମ୍ପାନୀ ଭିଭୋ ବର୍ଷକ ପାଇଁ ଆଇପିଏଲ ସ୍ପନ୍‌ସରସିପ୍‌ରୁ ହଟିବା ପରେ କିଏ ଚଳିତ ସିଜନର ପ୍ରାୟୋଜକ ହେବ ତାହାକୁ ନେଇ କସରତ ଚାଲିଛି । ଗତବର୍ଷରୁ ଅର୍ଥାତ୍‌ ଡିସେମ୍ବର ୩୧ ପରେ ଭିଭୋ ଚୁକ୍ତି ଅନୁସାରେ ପ୍ରାୟୋଜକ ରହିବ । ତେବେ ୧୮ ଗଷ୍ଟରୁ ୩୧ ଡିସେମ୍ବର ମାତ୍ର ୪ ମାସ ପାଇଁ ନୂଆ ପ୍ରାୟୋଜକ ସନ୍ଧାନରେ ରହିଛି ବିସିସିଆଇ । ସେଥିପାଇଁ ଆଜି ବିସିସିଆଇ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ […]
Read More...

Advertisement