Similipal National Park
Feature  ଓଡ଼ିଶା 

ଶିମିଳିପାଳ

ଶିମିଳିପାଳ    ଓଡ଼ିଶାରେ ଏଭଳି ଅନେକ ସ୍ଥାନ ରହିଛି ଯାହା ପର୍ଯ୍ୟଟକଙ୍କ ପାଇଁ ସ୍ବର୍ଗ । ଏହିଭଳି ଭୂସ୍ବର୍ଗର ତାଲିକା ଖୁବ ଲମ୍ବା । ଏହି ତାଲିକାରେ ଅନେକସ୍ଥାନ ଭିତରେ ରହିଛି ଶିମିଳିପାଳ, ଯାହା ନିଜର ଘଞ୍ଚ ଜଙ୍ଗଲ ଓ ଜୈବ ବିବିଧତା ପାଇଁ ପରିଚିତ ।   ଶିମିଳିପାଳ ଛୁଟି କାଟିବାକୁ ଯିବା ଆଗରୁ ଏଠିକାର ପରିବେଶ ଜଙ୍ଗଲ...
Read More...
ଓଡ଼ିଶା 

ଆଜି ଶିମିଳିପ।ଳ ବନ୍ଦ

ଆଜି ଶିମିଳିପ।ଳ ବନ୍ଦ ଶିମିଳିପ।ଳ:ଡିସେମ୍ବର ୩୦: ଲଗ।ତର ବର୍ଷ। ଓ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ପ।ଇଁ ଆଜି ଶିମିଳିପ।ଳ ବନ୍ଦ । ଶିମିଳିପ।ଳ ଅଭୟ।ରଣ୍ୟ ଭିତର ରାସ୍ତା ମାଟିର ହୋଇଥିବାରୁ ଏହି ବାଟ ଦେଇ ଯାଉଥିବା ଗାଡିଗୁଡିକ କାଦୁଅରେ ଫସି ଯିବାର ସମ୍ଭାବନା ଥିବାରୁ ସେଇ ବାଟ ଦେଇ ଯାଉଥିବା ଗାଡି ଗୁଡିକୁ ଫସିବାରୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ତେବେ ଏହ।କୁ ନଜରରେ ରଖି ଶିମିଳିପ।ଳ ବ୍ୟ।ଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଆଜି ପ।ଇଁ ଅଭୟ।ରଣ୍ୟ […]
Read More...
ଜିଲ୍ଲା  ଓଡ଼ିଶା 

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା

ଆଜିଠାରୁ ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ମୟୁରଭଞ୍ଜ: ନଭେମ୍ବର ୨୬: ଆଜିଠାରୁ ଆରମ୍ଭ ହୋଇଛି ଶିମିଳିପାଳ ଅଭୟାରଣ୍ୟର ବାଘ ଗଣନା । ଏହା ଚାରୋଟି ପର୍ଯ୍ୟୟ ହୋଇ ସପ୍ତାହ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ । ଏଥିପାଇଁ ୫ ଶହରୁ ଅଧିକ କ୍ୟାମେରା ବ୍ୟବହାର କରାଯିବା ସହିତ ନୂତନ ତଥା ଆଧୁନିକ ଟେକ୍‌ନୋଲୋଜିର ବ୍ୟବହାର କରାଯାଇଛି । ପ୍ରଥମ ପର୍ଯ୍ୟାୟରେ କରଞ୍ଜିଆ ବନଖଣ୍ଡର ୫୫ ଓ ବନ୍ୟପ୍ରାଣୀ ବନଖଣ୍ଡ ଉତ୍ତର ଡିଭିଜନର ୭୦ ଜାଗାରେ ଗଣନା କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବାଘର ପାଦ […]
Read More...

Advertisement