ଆଜି ଶିମିଳିପ।ଳ ବନ୍ଦ
ଶିମିଳିପ।ଳ:ଡିସେମ୍ବର ୩୦: ଲଗ।ତର ବର୍ଷ। ଓ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ପ।ଇଁ ଆଜି ଶିମିଳିପ।ଳ ବନ୍ଦ । ଶିମିଳିପ।ଳ ଅଭୟ।ରଣ୍ୟ ଭିତର ରାସ୍ତା ମାଟିର ହୋଇଥିବାରୁ ଏହି ବାଟ ଦେଇ ଯାଉଥିବା ଗାଡିଗୁଡିକ କାଦୁଅରେ ଫସି ଯିବାର ସମ୍ଭାବନା ଥିବାରୁ ସେଇ ବାଟ ଦେଇ ଯାଉଥିବା ଗାଡି ଗୁଡିକୁ ଫସିବାରୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ତେବେ ଏହ।କୁ ନଜରରେ ରଖି ଶିମିଳିପ।ଳ ବ୍ୟ।ଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଆଜି ପ।ଇଁ ଅଭୟ।ରଣ୍ୟ […]
ଶିମିଳିପ।ଳ:ଡିସେମ୍ବର ୩୦: ଲଗ।ତର ବର୍ଷ। ଓ କୁହୁଡି ଯୋଗୁଁ ପର୍ଯ୍ୟଟକଙ୍କ ପ।ଇଁ ଆଜି ଶିମିଳିପ।ଳ ବନ୍ଦ । ଶିମିଳିପ।ଳ ଅଭୟ।ରଣ୍ୟ ଭିତର ରାସ୍ତା ମାଟିର ହୋଇଥିବାରୁ ଏହି ବାଟ ଦେଇ ଯାଉଥିବା ଗାଡିଗୁଡିକ କାଦୁଅରେ ଫସି ଯିବାର ସମ୍ଭାବନା ଥିବାରୁ ସେଇ ବାଟ ଦେଇ ଯାଉଥିବା ଗାଡି ଗୁଡିକୁ ଫସିବାରୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।
ତେବେ ଏହ।କୁ ନଜରରେ ରଖି ଶିମିଳିପ।ଳ ବ୍ୟ।ଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ ଆଜି ପ।ଇଁ ଅଭୟ।ରଣ୍ୟ ଭିତରକୁ ପର୍ଯ୍ୟଟକ ପ୍ରବେଶକୁ ବନ୍ଦ କର।ଯ।ଇଛି । ଶିମିଳିପ।ଳ ବନ୍ୟପ୍ର।ଣୀ ଦକ୍ଷିଣ ଅଞ୍ଚଳ ବନଖଣ୍ଡର ଉପ ନିର୍ଦ୍ଦେଶକ ଡ଼।. ସମ୍ର।ଟ ଗୌଡ। ଏନେଇ ସୂଚନ। ଦେଇଛନ୍ତି ।




