scb medical college
ଜିଲ୍ଲା  ଓଡ଼ିଶା 

ଅବସର ପରେ ବି ଚାକିରି କରିବେ ଡାକ୍ତର ବିଦ୍ୟୁତ ଦାସ

ଅବସର ପରେ ବି ଚାକିରି କରିବେ ଡାକ୍ତର ବିଦ୍ୟୁତ ଦାସ କଟକ:ଜୁଲାଇ ୧୧: ଚାକିରିରୁ ଅବସର ନେଇଥିବା ରାଜ୍ୟର ପ୍ରତିଷ୍ଠିତ ରୁମାଟୋଲୋଜିଷ୍ଟ ପ୍ରଫେସର୍‌ ଡାକ୍ତର ବିଦ୍ୟୁତ ଦାସ ପୁଣି କଟକ ବଡ଼ ଡାକ୍ତରଖାନାକୁ ଫେରିଛନ୍ତି । ସରକାର ତାଙ୍କୁ ପୁଣି ଏକବର୍ଷ ପାଇଁ ଚୁକ୍ତିଭିତ୍ତିକ ପ୍ରଫେସର୍‌ ଭାବେ ନିଯୁକ୍ତ କରିଛନ୍ତି । ଆସନ୍ତା ସପ୍ତାହକ ଭିତରେ ସେ ଏସସିବିରେ ପୁଣି ରୋଗୀ ସେବା ଯୋଗାଇଦେବେ ବୋଲି ଜଣାପଡ଼ିଛି । ଉଲ୍ଲେଖ୍ୟ, ଚାକିରି ଜୀବନରେ ଓ ଚାକିରି ସରିବା ପରେ ବି ଆଜି ପର୍ଯ୍ୟନ୍ତ ଘରୋଇ ଭାବେ ରୋଗୀ ନଦେଖିବା […]
Read More...
ଜିଲ୍ଲା 

ବିଦ୍ୟୁତ କାଟ ସମସ୍ୟାକୁ ଏଡାଇବା ପାଇଁ ହେବ ସୋଲାର ପ୍ରକଳ୍ପ

ବିଦ୍ୟୁତ କାଟ ସମସ୍ୟାକୁ ଏଡାଇବା ପାଇଁ ହେବ ସୋଲାର ପ୍ରକଳ୍ପ କଟକ: ଜୁନ ୬: ସରକାର ବିଦ୍ୟୁତ ବିଭ୍ରାଟ ସମସ୍ୟାର ସମାଧାନ, ଖର୍ଚ୍ଚ ରୋକିବା ପାଇଁ ଏବେ ସୋଲାର୍‌ ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଆଗକୁ କଟକ ବଡ଼ ଡାକ୍ତରଖାନାରେ ରୁଫ୍‌ ଟପରେ ସୋଲାର୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଭଳି ପ୍ରକଳ୍ପ କାର୍ଯ୍ୟକାରୀ କରିବା ନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ଏସ୍ସିବି ମେଡିକାଲକୁ ଏକଚିଠି ଲେଖିଥିବା ଜଣାପଡ଼ିଛି । ସନ୍ସ ବ୍ଲେସିଂ ଆଣ୍ଡ ହେଲ ପ୍ରକଳ୍ପ ଅଧୀନରେ ଉକ୍ତ ଯୋଜନା କାର୍ଯ୍ୟକାରୀ କରାଯିବ […]
Read More...
ଜିଲ୍ଲା  ସ୍ୱାସ୍ଥ 

ଏସିବିରେ ଆରମ୍ଭ ହେଲା ଅନଲାଇନ୍‌ ଟିକେଟ୍‌ ବୁକିଂ ସେବା

ଏସିବିରେ ଆରମ୍ଭ ହେଲା ଅନଲାଇନ୍‌ ଟିକେଟ୍‌ ବୁକିଂ ସେବା କଟକ: ମଇ ୦୯: ଏସିବିରେ ଆସିଲା ନୂଆ ସୁବିଧା । ଏଥର କଟକ ବଡ଼ ମେଡିକାଲରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାର ଟେନସନରୁ ମିଳିବ ନିସ୍ତାର । ଏସିବି ମେଡ଼ିକାଲରେ ଆରମ୍ଭ ହୋଇଛି ଅନଲାଇନ୍‌ ଆଉଟଡୋର୍‌ ରୋଗୀ ପଞ୍ଜିକରଣ ସେବା । ଫଳରେ ଡାକ୍ତରଖାନାର ଟିକେଟ କାଉଣ୍ଟରଗୁଡ଼ିକରେ ଆଉ ରୋଗୀଙ୍କୁ ଧାଡିବାନ୍ଧି ଛିଡ଼ା ହେବାକୁ ପଡ଼ିବ ନାହିଁ । ତେବେ ଏହି ସେବା ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ସ୍ପେଶାଲିଷ୍ଟ ଓ ଜେନେରାଲ ଆଉଟଡୋର […]
Read More...
ସ୍ୱାସ୍ଥ  ଓଡ଼ିଶା 

ଏସସିବିରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡ

ଏସସିବିରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ୱାର୍ଡ କଟକ: ଅପ୍ରେଲ ୨୮: ପ୍ରବଳ ଖରା କଲବଲ କରୁଛି ଲୋକଙ୍କୁ । ଏଥିରୁ ରକ୍ଷା ପାଇବାକୁ ଲୋକେ ବିଭିନ୍ନ ଉପାୟମାନ ଆପଣାଉଛନ୍ତି । ତଥାପି ମଧ୍ୟ କଲବଲ କରୁଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରବଳ ଗ୍ରୀଷ୍ମପ୍ରବାହକୁ ନଜରରେ ରଖି କଟକ ଏସସିବି ମେଡିକାଲରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ ଏସସିବି ପରିସରରେ ଖୋଲାଯାଇଛି ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ । ଫଳରେ ଏଠାରେ ଖରାରେ ଅଂଶୁଘାତ ଶିକାର ଲୋକଙ୍କ ଚିକିତ୍ସା କରାଯ।ଇପାରିବ […]
Read More...

Advertisement