Sasikala
ଦେଶ- ବିଦେଶ 

ଜୟଲଳିତା ମୃତୁ୍ୟ ରହସ୍ୟ: ବିଧାନସଭାରେ ରିପୋର୍ଟ ଉପସ୍ଥାପନ ପରେ ଅଡିଓ କ୍ଲିପ୍‌ ଲିକ୍‌

ଜୟଲଳିତା ମୃତୁ୍ୟ ରହସ୍ୟ: ବିଧାନସଭାରେ ରିପୋର୍ଟ ଉପସ୍ଥାପନ ପରେ ଅଡିଓ କ୍ଲିପ୍‌ ଲିକ୍‌ ଚେନ୍ନାଇ: ତାମିଲନାଡ଼ୁ ବିଧାନସଭାରେ ଚଳିତ ସପ୍ତାହ ପ୍ରାରମ୍ଭରେ ଅରୁମୁଗାସ୍ୱାମୀ କମିଶନଙ୍କ ରିପୋର୍ଟ ଉପସ୍ଥାପିତ ହେବା ପରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବୋଲି କୁହାଯାଉଥିବା ଏକ ଲିକ୍‌ ହୋଇଥିବା ଅଡିଓ କ୍ଲିପ୍‌ ଏବେ ଭାଇରାଲ୍‌ ହୋଇଛି । ଏହି ଘଟଣା ପରେ ପୁଣି ଥରେ ଜୟଲଳିତାଙ୍କ ମୃତୁ୍ୟ ରହସ୍ୟ ଏକ ନୂଆ ମୋଡ଼ ନେବା ସହ ବିବାଦୀୟ ହୋଇପଡ଼ିଛି । ଏହି ରିପୋର୍ଟରେ ଜୟଲଳିତାଙ୍କ ମୃତ୍ୟୁ ପାଇଁ ଜୟଲଳିତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା, ତାଙ୍କ ସମ୍ପର୍କୀୟ ଡାକ୍ତର […]
Read More...
ଦେଶ- ବିଦେଶ 

ଜୟଲଳିତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର କରିନି: ଶଶିକଳା

ଜୟଲଳିତାଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର କରିନି: ଶଶିକଳା ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଳଳିତା ମୃତ୍ୟୁ ମାମଲାରେ ଏ. ଆରମୁଗାସ୍ୱାମୀ ତଦନ୍ତ କମିଶନ ଦେଇଥିବା ରିପୋର୍ଟକୁ ଖଣ୍ଡନ କରିଛନ୍ତି । ତାଙ୍କ ଘନିଷ୍ଠ ସହଯୋଗୀ ଶଶିକଳା । ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କର କୌଣସି ଭୂମିକା ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କର ଚିକିତ୍ସା ଚାଲିଥିଲା । ଯେକୌଣସି ତଦନ୍ତର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ ବୋଲି ଶଶିକଳା କହିଛନ୍ତି । ଜୟଲଳିତାଙ୍କ ମୃତ୍ୟୁ ପଛରେ ଅପରାଧିକ ଷଡ଼ୟନ୍ତ୍ର ହୋଇଥିବା ନେଇ ଏହାର […]
Read More...

Advertisement