Sambalpur headline
ଜିଲ୍ଲା 

ସମ୍ବଲପୁର ହାଇେୱ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୁଲିସ୍‌

ସମ୍ବଲପୁର ହାଇେୱ ଲୁଟେରା ଗ୍ୟାଙ୍ଗକୁ ଧରିଲା ପୁଲିସ୍‌ ସମ୍ବଲପୁର : ହାଇେୱରେ ମାତିଛନ୍ତି ଲୁଟେରା । ମାରଣାସ୍ତ୍ର ଦେଖାଇ ଲୁଟି ନେଉଛନ୍ତି ଟଙ୍କା ଓ ଅଳଙ୍କାର । ବିରୋଧ କଲେ ଆକ୍ରମଣ ବି କରୁଛନ୍ତି । ସମ୍ବଲପୁର ସହରର ରାସ୍ତା ଏବେ ଅପରାଧୀଙ୍କ ଚରା ଭୂଇଁ ପାଲଟି ଗଲାଣି । ହାଇେୱ ଲୁଟେରା ସହରର ରାସ୍ତାରେ ରାଜ୍‌ କରୁଥିବା ଦେଖିବାକୁ ମିଳୁଛି । ଲୁଟେରାମାନେ ବାଇକ୍‌ ଚାଳକଙ୍କ ଠାରୁ ଆରମ୍ଭ କରି ଟ୍ରକ୍‌ ପର୍ଯ୍ୟନ୍ତ ଲୁଟି ନେଉଥିବା ନିକଟରେ ଦେଖିବାକୁ ମିଳିଛି । ଅଇଁଠାପାଲି ଥାନା […]
Read More...
ଜିଲ୍ଲା 

ଅସୁରକ୍ଷିତ ଭୀମସାର୍‌ :ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ

ଅସୁରକ୍ଷିତ ଭୀମସାର୍‌ :ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ ସମ୍ବଲପୁର: ବୁର୍ଲା ଭିମସାର ହସପିଟାଲ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । ହସପିଟାଲରେ ନିୟୋଜିତ ସୁରକ୍ଷା ସଂସ୍ଥା ବିଭିନ୍ନ କାରଣକୁ ନେଇ ସମାଲୋଚନାର ଶିକାର ହୋଇ ଆସୁଛି । ଅପରାଧିକ କାର୍ଯ୍ୟକଳାପକୁ ସୁରକ୍ଷା ସଂସ୍ଥା ରୋକିବାରେ ସମ୍ପୂର୍ଣ୍ଣ ଭାବରେ ଫେଲ ମାରିବା ପ୍ରସଙ୍ଗକୁ ଅଣଦେଖା କରାଯାଇ ନପାରେ । ଅନେକ ସୁରକ୍ଷା କର୍ମୀଙ୍କ ସତେ୍ୱ ଅସୁରକ୍ଷିତ ହୋଇ ରହିଛନ୍ତି ଭିମସାରର ଡାକ୍ତରଙ୍କଠାରୁ କର୍ମଚାରୀ ଏବଂ ରୋଗୀ ତଥା ତାଙ୍କ ସମ୍ପର୍କିୟ । […]
Read More...
ଜିଲ୍ଲା 

ବେସରକାରୀ ଜାଗାରେ ୫୦ବର୍ଷର ସ୍କୁଲ, ଛାଡିବା ପାଇଁ ୪୦ ଲକ୍ଷର ନୋଟିସ

ବେସରକାରୀ ଜାଗାରେ ୫୦ବର୍ଷର ସ୍କୁଲ, ଛାଡିବା ପାଇଁ ୪୦ ଲକ୍ଷର ନୋଟିସ ଜମନକିରା : ଜମନକିରା ବ୍ଲକ ସଦର ମହକୁମା କଦଳୀମୁଣ୍ଡା ସରକାରୀ ଉନ୍ନତି ପ୍ରାଥମିକ ବିଦ୍ୟାଳୟକୁ ନିଜ ଜାଗା ଦାବି କରି ସ୍କୁଲକୁ ନୋଟିସ କରାଯାଇଛି । ସୂଚନଯୋଗ୍ୟ ଯେ ଜମନକିରା ସଦର ମହକୁମାରେ କଦଳୀମୁଣ୍ଡା ସରକାରୀ ଉନ୍ନତି ପ୍ରାଥମିକ ବିଦ୍ୟାଳୟଟି ୧୯୭୦ ମସିହା ବେଳରୁ ପ୍ରତିଷ୍ଠା ହୋଇଛି । ଏହା ୫୦ବର୍ଷରୁ ଅଧିକ ପୁରାତନ ହୋଇଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳର ରବି ମହାକୁଲ ନାମକ ଜୈନେକ ବ୍ୟକ୍ତି ସ୍କୁଲର ଚାରି ଡିସିମିଲ ଜାଗାକୁ ନିଜ ଜାଗା […]
Read More...
ଜିଲ୍ଲା 

ଏଣିକି ସକାଳ ୬ଟାରୁ ରାତି ୯ଟା ସମଲେଶ୍ୱରୀ ମନ୍ଦିର ଦର୍ଶନ

ଏଣିକି ସକାଳ ୬ଟାରୁ ରାତି ୯ଟା ସମଲେଶ୍ୱରୀ ମନ୍ଦିର ଦର୍ଶନ ସମ୍ବଲପୁର : ବଢିଲା ସମଲେଶ୍ୱରୀ ମନ୍ଦିର ଦର୍ଶନର ସମୟ । ସାଧାରଣ ଦର୍ଶନ ପାଇଁ ଅନୁମତି ସମୟ ବଢିଲା । ଏଣିକି ସକାଳ ୬ଟାରୁ ରାତ୍ରି ୯ଟା ଯାଏଁ ମା’ ସମଲେଶ୍ୱରୀଙ୍କୁ ଭକ୍ତ କରିପାରିବେ ଦର୍ଶନ । ମଧ୍ୟାହ୍ନ ୧୨ଟାରୁ ୧୨.୩୦, ସନ୍ଧ୍ୟା ୮ଟାରୁ ୮.୩୦ ଭକ୍ତଙ୍କ ପାଇଁ ବନ୍ଦ ରହିବ । କୋଭିଡ ପାଇଁ କିଛି ଦିନ ଭକ୍ତଙ୍କ ପାଇଁ ସମଳେଶ୍ୱରୀ ମନ୍ଦିର ବନ୍ଦ ରହିଥିଲା । ତେବେ କରୋନା ପ୍ରକୋପ ହ ୍ରାସ ପାଇବା ପରେ […]
Read More...
ଜିଲ୍ଲା 

ଚାଉଳ ପାଇଁ ୫କିମି ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ

ଚାଉଳ ପାଇଁ ୫କିମି ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ ଜମନକିରା : ଚାଉଳ ପାଇଁ ୫ କିମି ସାଇକେଲ ପେଲି ପେଲି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଛନ୍ତି ଭିନ୍ନକ୍ଷମ ଯୁବତୀ । ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ବଞ୍ଜାରୀ ଗ୍ରାମର ସୁବାସିନି ମାଝୀ (୨୨) । ସେ ଜଣେ ଭିନ୍ନକ୍ଷମ । ପରିବାର କହିଲେ ତାଙ୍କ ମା’ ବୁଢୀ ଦେଦମତୀ ମାଝୀଙ୍କ ସହ ସେ ଦୁଇ ଜଣ । ଗୋଟେ ବଡ ଭଉଣୀ ଥିଲେ, କି;ୁ ଏବେ ସେ ବାହା ହୋଇ ଅନ୍ୟତ୍ର ରହୁଥିବା ସୁବାସିନି କହିଛନ୍ତି । […]
Read More...
ଜିଲ୍ଲା 

ଧୂଆଁମୟରେ ବିତୁଛି ଜମନକିରା ଅଞ୍ଚଳବାସୀଙ୍କ ଦିନ

ଧୂଆଁମୟରେ ବିତୁଛି ଜମନକିରା ଅଞ୍ଚଳବାସୀଙ୍କ ଦିନ ଜମନକିରା: ସମ୍ବଲପୁର ଜିଲ୍ଲାରେ ଥିବା ଜମନକିରା ବ୍ଲକର ବିଭିନ୍ନ ସ୍ଥାନରେ ଦେଖାଯାଉଛି ଏବେ ଧୂଆଁ । ଦିନ ହେଉ ଅବା ରାତି ସବୁ ସମୟରେ ଧୂଆଁ । ଘରେ ଧୂଆଁ ପସି ଅଣନିଃଶ୍ୱାସ ହୋଇପଡ଼ୁଛନ୍ତି ଅଞ୍ଚଳବାସୀ । ଖରା ଗରମ ଅସହ୍ୟ ହେଉଥିଲା ବେଳେ ଧୂଆଁ ପାଇଁ ଘରର ତାଟି କବାଟ ଦେବାକୁ ପଡ଼ୁଛି । ଏହିପରି ଭାବେ ଜମନକିରା ଅଞ୍ଚଳବାସୀଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ସୂଚନା ଅନୁସାରେ, ଜମନକିରାରେ ଏବେ ମହୁଲଫୁଲ ଗୋଟାଇବା ପାଇଁ […]
Read More...
ଜିଲ୍ଲା 

୧୦ ଡିସିମିଲ୍‌ ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା

୧୦ ଡିସିମିଲ୍‌ ଜମି ଦାବିରେ ହୀରାକୁଦ ବିସ୍ଥାପିତଙ୍କ ଧାରଣା ସମ୍ବଲପୁର : ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ପାଇଁ ଦୀର୍ଘ ଦଶନ୍ଧି ଧରି ଦାବି, ଆନ୍ଦୋଳନ ଜାରି ରହିଛି । ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ବିଭିନ୍ନ ନେତା, ମନ୍ତ୍ରୀ, ଅଧିକାରୀ ଅନେକ ବାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ପିିପିି ଧରି ନିରାଶା ଓ ହତାଶାର ଜୀବନ ଜିଉଁଛନ୍ତି ଏହି ବାସହରା ମାନେ । ଭିଟାମାଟି ହରାଇଥିବା ପରିବାରଙ୍କୁ ଖଣ୍ଡେ ଲେଖାଏଁ ଘର ଡିହ ପ୍ରଦାନ ପାଇଁ ନିର୍ଦ୍ଦେଶ ରହିଥିଲେ ବି […]
Read More...

Advertisement