recovery rate in india
ଦେଶ- ବିଦେଶ 

ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି

ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ଭୁବନେଶ୍ୱର: ଅଗଷ୍ଟ ୨୫: ଦେଶରେ ୨୪ ଘଂଟାରେ ୬୦ ହଜାର ୯୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହିତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୩ କୁ ବୃଦ୍ଧି ପାଇଛି I ଗୋଟିଏ ଦିନରେ ୮୪୮ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହେଇଛି ଏବଂ ମୋଟ ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦ ରେ ପହଂଚିଛି I ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଆଜି ୧.୮୪ ପ୍ରତିଶତରେ […]
Read More...
ଦେଶ- ବିଦେଶ 

ଦେଶରେ ୨୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶରେ ୨୭ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୁବନେଶ୍ୱର: ଅଗଷ୍ଟ ୧୮: ଦେଶରେ ୨୪ ଘଣ୍ଟାରେ ୫୫ ହଜାର ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏଥିସହ , ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ୨ ହଜାର ୭୪୨ କୁ ବୃଦ୍ଧି ପାଇଛି I ସେହିପରି, ଗୋଟିଏ ଦିନରେ ୮୭୬ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହେଇଛି ଏବଂ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫୧ ହଜାର ୭୯୭ ରେ ପହଂଚିଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, […]
Read More...
ଦେଶ- ବିଦେଶ 

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ଟପିଲା ; ୨୪ ଘଣ୍ଟାରେ ୬୦ ହଜାର ୯୬୩ ଟି ନୂଆ କେଶ ଚିହ୍ନଟ

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଲକ୍ଷ ଟପିଲା ; ୨୪ ଘଣ୍ଟାରେ ୬୦ ହଜାର ୯୬୩ ଟି ନୂଆ କେଶ ଚିହ୍ନଟ ଭୁବନେଶ୍ୱର : ଅଗଷ୍ଟ ୧୨ : ଭାରତ ରେ ଏ ପର୍ଯ୍ୟନ୍ତ ୨୩ ଲକ୍ଷ ରୁ ଉର୍ଦ୍ଧ୍ୱ କୋଭିଡ ପଜିଟିଭ କେଶ ଚିହ୍ନଟ ହେଇସାରିଲେଣି I ଆଜି ସୁଦ୍ଧା କୋଭିଡ ପଜିଟିଭ ସଂଖ୍ୟା ୨୩ ଲକ୍ଷ ୨୯ ହଜାର ୬୩୮ ରେ ପହଂଚିଛି I ଗତ ୨୪ ଘଣ୍ଟାରେ ୬୦ ହଜାର ୯୬୩ ଟି ନୂଆ କେଶ ଚିହ୍ନଟ ହେଇଛି I ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ର ସୂଚନା ଅନୁସାରେ, ୨୪ ଘଣ୍ଟାରେ ୮୩୪ ଜଣ କରୋନା ରୋଗୀ […]
Read More...
ଦେଶ- ବିଦେଶ 

ଭାରତରେ ୨୪ ଘଂଟାରେ ୫୨ ହଜାର ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ରୁ ଅଧିକ

ଭାରତରେ ୨୪ ଘଂଟାରେ ୫୨ ହଜାର ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ରୁ ଅଧିକ ଭୁବନେଶ୍ୱର: ଅଗଷ୍ଟ ୫: ଦେଶରେ ୨୪ ଘଂଟାରେ ୫୨,୫୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ବେଳେ ୮୫୭ ଜଣ ଙ୍କର ମୃତ୍ୟୁ ହେଇଛି I ଏବେ, ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଲକ୍ଷ ୮ ହଜାର ୨୫୪ କୁ ବୃଦ୍ଧି ପାଇଛି I ସେହିପରି, କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୯, ୭୯୫ ରେ ପହଂଚିଛି I ବର୍ତ୍ତମାନ ମୋଟ ୫ ଲକ୍ଷ ୮୬ ହଜାର ୨୪୪ ଜଣ କରୋନା ରୋଗୀ ଚିକିତ୍ସିତ […]
Read More...
ଦେଶ- ବିଦେଶ 

କରୋନା ସଂକ୍ରମିତଙ୍କ ମୃତ୍ୟୁହାର ଏପ୍ରିଲ ତୁଳନାରେ ଏବେ ସର୍ବନିମ୍ନ 2.23 ପ୍ରତିଶତରେ ପହଞ୍ଚିଛି

କରୋନା ସଂକ୍ରମିତଙ୍କ ମୃତ୍ୟୁହାର ଏପ୍ରିଲ ତୁଳନାରେ ଏବେ ସର୍ବନିମ୍ନ 2.23 ପ୍ରତିଶତରେ ପହଞ୍ଚିଛି ଭୁବନେଶ୍ୱର:ଜୁଲାଇ ୨୯:କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡିକ ପକ୍ଷରୁ ଗ୍ରହଣ କରାଯାଇଥିବା ସମନ୍ୱିତ ‘ପରୀକ୍ଷା, ଚିହ୍ନଟ, ଚିକିତ୍ସା’ ରଣନୀତି ଯୋଗୁଁ ଦେଶରେ ଆକ୍ରାନ୍ତଙ୍କ ମୃତ୍ୟୁହାର ବିଶ୍ୱର ଅନ୍ୟ ଦେଶ ତୁଳନାରେ କମ୍‌ ରହିଛି । ଏହି ହାର ମଧ୍ୟ ନିରନ୍ତର କମିବାରେ ଲାଗିଛି । ସରକାରଙ୍କ ପକ୍ଷରୁ ବ୍ୟାପକଭାବେ ଲୋକଙ୍କ ପରୀକ୍ଷା ନିରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ସହ ସନ୍ଦିଗ୍ଧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଯିବା ଫଳରେ ଗତ ଏପ୍ରିଲଠାରୁ ଆକ୍ରାନ୍ତଙ୍କ ମୃତ୍ୟୁହାର […]
Read More...
ଦେଶ- ବିଦେଶ 

ଗୋଟିଏ ଦିନରେ ୪୯,୩୧୦ କରୋନା ସଂକ୍ରମିତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨.୮୭ ଲକ୍ଷ ରେ ପହଁଚିଲା

ଗୋଟିଏ ଦିନରେ ୪୯,୩୧୦ କରୋନା ସଂକ୍ରମିତ ଚିହ୍ନଟ; ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨.୮୭ ଲକ୍ଷ ରେ ପହଁଚିଲା ଭୁବନେଶ୍ୱର: ଜୁଲାଇ ୨୪: ଦେଶରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନ ପରେ ଦିନ ରେକର୍ଡ କରି ଚାଲିଛି I ୨୪ ଘଂଟାରେ ଚିହ୍ନଟ ହେଇଛନ୍ତି ୪୯ ହଜାର ୩୧୦ ଜଣ କରୋନା ଆକ୍ରାନ୍ତ I ଦେଶରେ ସଂକ୍ରମିତ ଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ ରେ ପହଂଚିଛି I ଦିନକରେ ୭୪୦ ଜଣଙ୍କର ମୃତ୍ୟୁ ହେଇଛି I ମୋଟ ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧ ରେ ପହଂଚିଛି I ସେହିପରି, ଏ ପର୍ଯ୍ୟନ୍ତ […]
Read More...
ଦେଶ- ବିଦେଶ 

ଦେଶରେ ଗୋଟିଏ ଦିନରେ ୩୪ ହଜାର ୮୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ କୁ ବୃଦ୍ଧି

ଦେଶରେ ଗୋଟିଏ ଦିନରେ ୩୪ ହଜାର ୮୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ  ୩୮ ହଜାର ୭୧୬ କୁ ବୃଦ୍ଧି ଭୁବନେଶ୍ୱର: ଜୁଲାଇ ୧୮: କ୍ରମାଗତ ତିନିଦିନ ଧରି ପ୍ରତ୍ୟେକଦିନ ଦେଶରେ ୩୦ ହଜାର ଠୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି I ଗତ ୨୪ ଘଂଟାରେ ୩୪,୮୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୭୧୬ କୁ ବୃଦ୍ଧି ପାଇଛି I ସ୍ୱାସ୍ଥ୍ୟ ମନ୍ତ୍ରାଲଳୟ ର ସୂଚନା ଅନୁସାରେ, ଦେଶରେ ଆରୋଗ୍ୟଲାଭ କରିଥିବା ରୋଗୀଙ୍କ ସଂଖ୍ୟା ୬ ଲକ୍ଷ ୫୩ ହଜାର […]
Read More...
ଦେଶ- ବିଦେଶ  ଓଡ଼ିଶା 

ଦେଶରେ ଚିହ୍ନଟ ହେଲେ ୨୮,୭୦୧ ନୂଆ କରୋନା ସଂକ୍ରମିତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୮,୨୫୪ ରେ ପହଁଚିଲା

ଦେଶରେ ଚିହ୍ନଟ ହେଲେ ୨୮,୭୦୧ ନୂଆ କରୋନା ସଂକ୍ରମିତ; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮,୭୮,୨୫୪ ରେ ପହଁଚିଲା ଭୁବନେଶ୍ୱର: ଜୁଲାଇ ୧୩: ଦେଶରେ କୋଭିଡ ରୋଗୀ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି I ପ୍ରତ୍ୟେକ ଦିନ ନୂଆ ନୂଆ ରେକର୍ଡ ସୃଷ୍ଟି ହେଉଛି I ଗତ ୨୪ ଘଂଟାରେ ଭାରତରେ ୨୮,୭୦୧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି I ଏହାକୁ ମିଶାଇ, ଦେଶରେ ମୋଟ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୮, ୭୮,୨୫୪ ରେ ପହଂଚିଛି I ସେଥିରୁ, ୫,୫୩,୪୭୦ ଜଣ ସୁସ୍ଥ ହେଇଛନ୍ତି ଏବଂ ୩,୦୧,୬୦୯ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି I ସୁସ୍ଥ […]
Read More...
ଦେଶ- ବିଦେଶ 

ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪ ଲକ୍ଷ ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୧୫,୪୧୩ କରୋନା ସଂକ୍ରମିତ

ଭାରତରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ୪ ଲକ୍ଷ ଟପିଲା; ୨୪ ଘଂଟାରେ ଚିହ୍ନଟ ହେଲେ ୧୫,୪୧୩ କରୋନା ସଂକ୍ରମିତ ଭୁବନେଶ୍ୱର: ଜୁନ ୨୧: ଗତ ୨୪ ଘଣ୍ଟା ମଧ୍ୟରେ, ଦେଶରେ ୧୫,୪୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହେଇଛନ୍ତି I ଏଥିସହ ଭାରତରେ, ମୋଟ କରୋନା ରୋଗୀଙ୍କ ସଂଖ୍ୟା ୪,୧୦,୪୬୨ କୁ ବୃଦ୍ଧି ପାଇଛି I ସେହିପରି, ଗୋଟିଏ ଦିନରେ ୩୦୬ କରୋନା ସଂକ୍ରାମିତଙ୍କର ମୃତ୍ୟୁ ହେଇଛି ଏବଂ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧୩,୨୫୪ ରେ ପହଂଚିଛି I ଦେଶରେ ୨,୨୭,୭୫୬ ଜଣ ସୁସ୍ଥ ହେଇସାରିଥିବା ବେଳେ, ୧,୬୯,୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି I ସୁସ୍ଥ […]
Read More...
ଦେଶ- ବିଦେଶ  ଓଡ଼ିଶା 

ଦେଶରେ କୋଭିଡ-19 ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 41.61 ଶତକଡାରେ ପହଞ୍ଚିଛି

ଦେଶରେ କୋଭିଡ-19 ଆରୋଗ୍ୟ ହାର ବୃଦ୍ଧି ପାଇ ଏବେ 41.61 ଶତକଡାରେ ପହଞ୍ଚିଛି ଭୁବନେଶ୍ୱର: ମେ ୨୬:କୋଭିଡ-19କୁ ପ୍ରତିହତ କରିବା ତଥା ତତଜନିତ ସମସ୍ୟାର ସମାଧାନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ପଦକ୍ଷେପମାନ ନେଇଛନ୍ତି । ସର୍ବୋଚ୍ଚ ସ୍ତରରେ ନିୟମିତ ଭାବରେ ଏହାର ତଦାରଖ ଓ ସମୀକ୍ଷା କରାଯାଉଛି । ସଂକ୍ରମଣ ଯେପରି ଅଧିକ ନହୁଏ ତା’ର ପ୍ରତିହତ କରିବା ପାଇଁ ଅନେକ ପ୍ରଶାସନିକ ପଦକ୍ଷେପ ନିଆଯାଉଛି । ହାତ ଧୋଇବା, ନିଶ୍ଵାସ ପ୍ରଶ୍ଵାସର ଶୁଦ୍ଧତା, ବିଭିନ୍ନ ସ୍ଥାନକୁ ସ୍ପର୍ଶ ନକରିବା ଇତ୍ୟାଦି ପ୍ରତି ବିଶେଷ ଧ୍ୟାନ […]
Read More...
ଦେଶ- ବିଦେଶ  ଓଡ଼ିଶା 

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୦୬,୭୫୦ ରେ ପହଂଚିଛି; ଏ ପର୍ଯ୍ୟନ୍ତ ମୋଟ ୪୨,୨୯୭ ଜଣ ସୁସ୍ଥ ହେଇଛନ୍ତି

ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୦୬,୭୫୦ ରେ ପହଂଚିଛି; ଏ ପର୍ଯ୍ୟନ୍ତ ମୋଟ ୪୨,୨୯୭ ଜଣ ସୁସ୍ଥ ହେଇଛନ୍ତି ଭୁବନେଶ୍ୱର: ମେ ୨୦: ଭାରତ ସରକାରଙ୍କ ତଥ୍ୟ ଅନୁଯାୟୀ, ଏବେ ଦେଶରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ୧,୦୬,୭୫୦ ରେ ପହଂଚିଛି l ବର୍ତ୍ତମାନ ସୁଦ୍ଧା ୪୨,୨୯୭ ଜଣ ସୁସ୍ଥ ହେଇସାରିଥିବା ବେଳେ, ୬୧,୧୪୯ ଜଣ ଚିକିତ୍ସିତ ହେଉଛନ୍ତି l ଏ ପର୍ଯ୍ୟନ୍ତ କରୋନା ରେ ୩,୩୦୩ ଜଣଙ୍କ ମୃତ୍ୟୁ ହେଇଛି l କିନ୍ତୁ ସୁଖର ଖବର,ସୁସ୍ଥ ହେବା ହାର କ୍ରମାଗତ ଭାବରେ ବୃଦ୍ଧି ପାଉଛି ଏବଂ ଆଜି ଏହା ଶତକଡା ୩୯.୬ ଭାଗ ରେ ପହଂଚିଛି […]
Read More...

Advertisement