RANVEER KAPOOR
ମନୋରଞ୍ଜନ 

ପରଦାକୁ ଆସିବ ବାଣୀ ଓ ରଣବୀର କପୁରଙ୍କ ସିଜଲିଙ୍ଗ କେମେଷ୍ଟ୍ରୀ

ପରଦାକୁ ଆସିବ ବାଣୀ ଓ ରଣବୀର କପୁରଙ୍କ ସିଜଲିଙ୍ଗ କେମେଷ୍ଟ୍ରୀ ମୁମ୍ୱାଇ: ଜୁଲାଇ ୦୬: ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ରଣବୀର କପୁର ଖୁବ୍‌ ଶୀଘ୍ର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶମଶେରାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ବାଣୀ କପୁର ସେମାନଙ୍କ ସିଜଲିଂ କେମେଷ୍ଟ୍ରି ଦ୍ୱାରା ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି । ରଣବୀର ଏବଂ ବାଣୀଙ୍କ ନୂଆ ଫଟୋସୁଟରେ ଆପଣ ଏହାର ଝଲକ୍‌ ଦେଖିପାରିବେ । ଉଭୟଙ୍କ ରୋମାନ୍ସ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]
Read More...
ମନୋରଞ୍ଜନ 

ଆଲିଆଙ୍କ ପ୍ରେଗନେନ୍ସିକୁ ନେଇ ୨ ମାସ ପୂର୍ବରୁ କହିଥିଲେ ମହିଳା

ଆଲିଆଙ୍କ ପ୍ରେଗନେନ୍ସିକୁ ନେଇ ୨ ମାସ ପୂର୍ବରୁ କହିଥିଲେ ମହିଳା ମୁମ୍ବାଇ: ଜୁଲାଇ ୦୧: ବିବାହର ମାତ୍ର ୨ ମାସ ପରେ ଅଭିନେତ୍ରୀଙ୍କ ଗର୍ଭବତୀ ହେବାର ଖବର ଦେଇଛନ୍ତି ଆଲିଆ-ରଣବୀର । ଏହି ଖବର ଶୁଣି ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କି;ୁ ଏପ୍ରିଲ୍‌ ମାସରେ ଆଲିଆଙ୍କ ପ୍ରେଗନେନ୍ସି ବିଷୟରେ ଜଣେ ମହିଳା ଡାକ୍ତର ଖବର ପୋଷ୍ଟ କରିଥିଲେ । ସେହି ପୋଷ୍ଟକୁ ଦେଖି ଫେକ୍‌ କହିବା ସହ ତାଙ୍କ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍‌ କରାଯାଇଥିଲା । ବର୍ତ୍ତମାନ ଏବେ ସେ ପୁଣି ଥରେ ଫେରିଛନ୍ତି । ଏବେ […]
Read More...
ମନୋରଞ୍ଜନ 

ମମି ଡାଡି ହେବେ ଆଲିଆ ରଣବୀର

ମମି ଡାଡି ହେବେ ଆଲିଆ ରଣବୀର ମୁମ୍ୱାଇ:ଜୁନ ୨୭: ଖୁବଶୀଘ୍ର ଫ୍ୟାନ୍ସଙ୍କୁ ଗୁଡ ନ୍ୟୁଜ୍‌ ଦେବାକୁ ଯାଉଛନ୍ତି ରଣବୀର କªୁର ଓ ଆଲିଆ ଭଟ୍ଟ । ବିବାହର ଦୁଇମାସ ପରେ ବଲିଉଡ ତାରକା ରଣବୀର କପୁର ଏବଂ ଆଲିଆ ଭଟ୍ଟ ପ୍ରଶଂସକଙ୍କ ସହ ଏହି ଖୁସି ଖବର ବାଣ୍ଟିଛନ୍ତି । ସୋସିଆଲ ମିଡିଆରେ ଏକ ସ୍ୱତନ୍ତ୍ର ପୋଷ୍ଟ କରି ଆଲିଆ ଭଟ୍ଟ ଲେଖିଛନ୍ତି ଆମେ ଖୁବଶୀଘ୍ର ଦୁଇରୁ ତିନି ହେବାକୁ ଯାଉଛୁ । ଅଭିନେତ୍ରୀଙ୍କ ଏହି ପୋଷ୍ଟ କିଛି ମିନିଟ ମଧ୍ୟରେ ହିଁ ଭାଇରାଲ […]
Read More...

Advertisement