ପରଦାକୁ ଆସିବ ବାଣୀ ଓ ରଣବୀର କପୁରଙ୍କ ସିଜଲିଙ୍ଗ କେମେଷ୍ଟ୍ରୀ
ମୁମ୍ୱାଇ: ଜୁଲାଇ ୦୬: ବଲିଉଡର ହ୍ୟାଣ୍ଡସମ୍ ହଙ୍କ ରଣବୀର କପୁର ଖୁବ୍ ଶୀଘ୍ର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶମଶେରାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ବାଣୀ କପୁର ସେମାନଙ୍କ ସିଜଲିଂ କେମେଷ୍ଟ୍ରି ଦ୍ୱାରା ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି । ରଣବୀର ଏବଂ ବାଣୀଙ୍କ ନୂଆ ଫଟୋସୁଟରେ ଆପଣ ଏହାର ଝଲକ୍ ଦେଖିପାରିବେ । ଉଭୟଙ୍କ ରୋମାନ୍ସ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ […]
ମୁମ୍ୱାଇ: ଜୁଲାଇ ୦୬: ବଲିଉଡର ହ୍ୟାଣ୍ଡସମ୍ ହଙ୍କ ରଣବୀର କପୁର ଖୁବ୍ ଶୀଘ୍ର ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଶମଶେରାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ରଣବୀର କପୁର ଏବଂ ବାଣୀ କପୁର ସେମାନଙ୍କ ସିଜଲିଂ କେମେଷ୍ଟ୍ରି ଦ୍ୱାରା ପ୍ରଶଂସକଙ୍କ ହୃଦସ୍ପନ୍ଦନକୁ ଆହୁରି ଜୋରଦାର କରିବାକୁ ଯାଉଛନ୍ତି । ରଣବୀର ଏବଂ ବାଣୀଙ୍କ ନୂଆ ଫଟୋସୁଟରେ ଆପଣ ଏହାର ଝଲକ୍ ଦେଖିପାରିବେ । ଉଭୟଙ୍କ ରୋମାନ୍ସ ବେଳର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ୟଶ ରାଜ ଫିଲ୍ମସ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ରଣବୀର ଏବଂ ବାଣୀଙ୍କ ନୂଆ ସୁପର ସିଜଲିଂ ଫଟୋ ସେୟାର କରିଛନ୍ତି । ବାଣୀ କପୁରଙ୍କ ସହ ରଣବୀର ରୋମାଣ୍ଟିକ କେମେଷ୍ଟ୍ରିରେ ନଜର ଆସିଛନ୍ତି । ଉଭୟ ତାରକାଙ୍କ ଶୈଳୀ ଦେଖିବା ଯୋଗ୍ୟ । ରଣବୀର ଏବଂ ବାଣୀଙ୍କ ଫିଲ୍ମ ଶମସେରା ଜୁଲାଇ ୨୨ରେ ରିଲିଜ ହେବ ।




