puri jagarnath temple
କବିତା 

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ: ଜୁନ ୦୪: ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମହାପ୍ରଭୁଙ୍କ ଦର୍ଶନ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଓ ବ୍ରଜରାଜନଗର ଉପନିର୍ବାଚନ ବାବଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟକୁ ତର୍ଜମା କରାଯିବା ସହ ଶ୍ରୀମନ୍ଦିରର ଶ୍ରୀବୃଦ୍ଧି ପାଇଁ ସର୍ବସମ୍ମତି କ୍ରମେ ସବୁକିଛି କାର୍ଯ୍ୟ ହେବା ଦରକାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ହଜାର ବର୍ଷର ଶ୍ରୀମନ୍ଦିର ଐତିହ୍ୟ କିଭଳି ସୁରକ୍ଷିତ […]
Read More...
ଜିଲ୍ଲା 

ଥମୁନି ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ

ଥମୁନି ପୁରୀ ପରିକ୍ରମା ପ୍ରକଳ୍ପ ବିବାଦ ପୁରୀ ଏମାର ମଠର ଖନନ ସ୍ଥାନରେ ଚାଲିଛି ସର୍ଭେ । ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ୍‌ ଜରିଆରେ ଏହି ସର୍ଭେ କରାଯାଉଛି । ତିନୋଟି ମେସିନ୍‌ ବ୍ୟବହାର କରି ୫ ଜଣ ଇଂଜିନିୟର ଓ ୮ ଜଣ କର୍ମଚାରୀ ସର୍ଭେ କର୍ଯ୍ୟରେ ଲାଗିଛନ୍ତି । ପୂର୍ବରୁ ରାତି ଅଧରେ ଯେପରି ମେସିନ୍‌ ସହାୟତାରେ ସର୍ଭେ କରାଯାଇଥିଲା, ଏଥର ମଧ୍ୟ ସେହିଭଳି କରାଯାଇଛି । ଓବିସିସି ଚିଠି ପରେ ଗାନ୍ଧିନଗର ଅଫିସ ପକ୍ଷରୁ ଏହି ସର୍ଭେ କରାଯାଉଥିବା […]
Read More...
ଜିଲ୍ଲା  ଓଡ଼ିଶା 

ଏମାରମଠ ପରିସରରୁ ବାହାରିଲା ପୁରାତନ ସିଂଘ ମୂର୍ତ୍ତି

ଏମାରମଠ ପରିସରରୁ ବାହାରିଲା ପୁରାତନ ସିଂଘ ମୂର୍ତ୍ତି ପୁରୀ: ମଇ ୧୬: ପୁରୀ ଏମାର ମଠ ପରିସରରୁ ବାହାରିଲା ପୁରାତନ ସିଂହ ମୂର୍ତ୍ତି । ମାଟି ଖନନ ବେଳେ ବାହାରିଲା ପ୍ରାଚୀନ କାରୁକାର୍ଯ୍ୟପୂର୍ଣ୍ଣ ସିଂହ ମୂର୍ତ୍ତି । ତେବେ ଏହି ସିଂହ ମୂର୍ତ୍ତିଟି ଭାଙ୍ଗି ଯାଇଥିବା ବେଳେ ଜିପିଆର ସର୍ଭେ ହୋଇ ନଥିବାରୁ ଏପରି ଘଟିଥିବାର ଅଭିଯୋଗ ହୋଇଛି । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଥମିବାର ନାଁ ଧରୁନି । ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ସର୍ଭେ କରାନଯାଇ ର୍ନିମାଣ କାମ କରାଯାଇଥିବା […]
Read More...
ଜିଲ୍ଲା 

ରଥଯାତ୍ରା ପାଇଁ ଆଜି ବସୁଛି ସମନ୍ୱୟ ବୈଠକ

ରଥଯାତ୍ରା ପାଇଁ ଆଜି ବସୁଛି ସମନ୍ୱୟ ବୈଠକ ପୁରୀ: ମଇ ୦୫: ରଥ ପାଇଁ ବସୁଛି ପ୍ରଥମ ସମନ୍ୱୟ ବୈଠକ । ସାମିଲ ହେବେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ। କୋଭିଡ ସ୍ଥିତି ଅନୁସାରେ ଚଳିତବର୍ଷ ରଥଯାତ୍ରାରେ ଭକ୍ତ ସାମିଲ ହେବେ କି ନାହିଁ ସେ ନେଇ ହେବ ନିଷ୍ପତ୍ତି। ସେହିପରି ଆଜିର ବୈଠକରେ ରଥ ନିର୍ମାଣ ସାଙ୍ଗକୁ ରଥ ସାମଗ୍ରୀ, ସାସ୍ଥ୍ୟ ଓ ପରିମଳ, ସେବା, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ ଯୋଗାଣ ସମ୍ପର୍କରେ ଆଲୋଚନା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି […]
Read More...
ଜିଲ୍ଲା 

ଶ୍ରୀମନ୍ଦିର ରୋଷଘର ଭଙ୍ଗା ଘଟଣା: ଧରାପଡିଲା ଅଭିଯୁକ୍ତ

ଶ୍ରୀମନ୍ଦିର ରୋଷଘର ଭଙ୍ଗା ଘଟଣା: ଧରାପଡିଲା ଅଭିଯୁକ୍ତ ପୁରୀ: ଅପ୍ରେଲ୍‌ ୦୬: ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା। ୩ ଦିନ ମଧ୍ୟରେ ଅପରାଧୀକୁ ଧରିଛି ପୋଲିସ୍‌ । ସିସିଟିଭିରୁ ପରିଚୟ ପାଇ ଜିଲ୍ଲା ବାହାରୁ ଧରାହେଲା ଦୁର୍ବୃତ୍ତ। ଅଭିଯୁକ୍ତଙ୍କୁ କାବୁ କରିବା ପରେ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ପୁରୀ ଏସପି ଡକ୍ଟର କନୱର ବିଶାଳ ସିଂ । ଅଭିଯୁକ୍ତକୁ ପୁରୀ ଟାଉନଥାନାକୁ ଅଣାଯାଇ ଜେରା କରାଯାଉଛି ।ତେବେ ରୋଷଘର ଚୁଲି ଭାଙ୍ଗିବାର ପ୍ରକୃତ ଉଦ୍ଦେଶ୍ୟକୁ ଖୋଜି ବାହାର କରିବା ପାଇଁ ଚେଷ୍ଟା ଚଲାଇଛି […]
Read More...
ଜିଲ୍ଲା  ଅପରାଧ 

ଶ୍ରୀମନ୍ଦିରରେ ଦୁର୍ବୃତ୍ତ ଭାଙ୍ଗିଲା ରୋଷଚୁଲା

ଶ୍ରୀମନ୍ଦିରରେ ଦୁର୍ବୃତ୍ତ ଭାଙ୍ଗିଲା ରୋଷଚୁଲା ପୁରୀ: ଅପ୍ରେଲ୦୫: ଶ୍ରୀମନ୍ଦିରରେ ଭାଙ୍ଗିଲା ରୋଷଚୁଲା। ଘଟଣାରେ ସୁରକ୍ଷାରେ ନିୟୋଜିତ ଜେଟିପିଙ୍କୁ ପଚରାଉଚରା କରୁଛି ପୋଲିସ । ଏଥିରେ ୪ ଜଣ ଜେଟିପିଙ୍କୁ ନୋଟିସ କରାଯାଇଛି ।କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ସନ୍ଦେହରେ ପୋଲିସର ପଚରାଉଚରା ଜାରି ରହିଛି । ଖବର ଅନୁଯାୟୀ, ଏହି ଘଟଣାରେ ତଦନ୍ତକୁ ଜୋରଦାର କରାଯାଇଛି। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲା । ଏହାପରଠାରୁ ଆକ୍ସନମୋଡ଼କୁ ଆସିଥିଲା ପୋଲିସ । ଏହି ଘଟଣାରେ ତଦନ୍ତ ପାଇଁ ୫ଜଣିଆ ଟିମ୍ […]
Read More...
ଜିଲ୍ଲା  ଦେଶ- ବିଦେଶ 

ଶ୍ରୀମନ୍ଦିର ପୁରୀରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ଶ୍ରୀମନ୍ଦିର ପୁରୀରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ପୁରୀ: ମାର୍ଚ୍ଚ ୨୯: ପୁରୀ ଜଗର୍ନ୍ନାଥ ମନ୍ଦିରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଦର୍ଶନ ପରେ ସେ ଅପାର ଆନନ୍ଦିତ ଥିବା କହିଛନ୍ତି । ଦର୍ଶନ ପାଇଁ ଦୀର୍ଘ ଦିନରୁ ଇଚ୍ଛା ଥିଲେ ମଧ୍ୟ କରୋନା ପାଇଁ ଆସିପାରୁନଥିଲେ ଏବେ କରୋନା ଟିକେ କମିବା ପରେ ପୁରୀ ଗସ୍ତ କରି ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିବା କହିଛନ୍ତି । ପୁରୀ ସର୍କିଟ ହାଉସରେ […]
Read More...
ଜିଲ୍ଲା 

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପୁରୀ: ମାର୍ଚ୍ଚ ୦୯: ଆଜି ପବିତ୍ର ଫାଲଗୁନ ଶୁକ୍ଳ ସପ୍ତମୀ ତିଥି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଅପରାହ୍ନରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ରହିବେ ସାଧାରଣ ଲୋକେ । ଏହି ବନକଲାଗି ବା ଶ୍ରୀମୁଖ ସିଂହାର ଏକ ଗୁପ୍ତ ସେବା ହୋଇଥିବାରୁ ଏହି ସମୟରେ ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ ଅପରାହ୍ନ ୫ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ […]
Read More...
ଦେଶ- ବିଦେଶ 

ଦୁଇ ଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ

ଦୁଇ ଦିନିଆ ପୁରୀ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ପୁରୀ: ଫେବୃଆରୀ ୧୯: ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ। କାର୍ଯ୍ୟସୂଚୀ ଅନୁଯାୟୀ, ଅପରାହ୍ନ ୨.୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ୩.୨୫ରେ ପୁରୀ ରାଜଭବନକୁ ଯିବାର କାର୍ଯ୍ୟକ୍ରମ ରହିଛି। ଅପରାହ୍ନ ୫ଟାରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବେ। ତେବେ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଅପରାହ୍ନ ୪ଟାରୁ ୬ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦର୍ଶନ ପରେ ରାଜଭବନରେ ରାତ୍ରୀଯାପନର ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଛି। ଆସନ୍ତାକାଲି ସକାଳେ […]
Read More...

Advertisement