ଶ୍ରୀମନ୍ଦିର ପୁରୀରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ

ପୁରୀ: ମାର୍ଚ୍ଚ ୨୯: ପୁରୀ ଜଗର୍ନ୍ନାଥ ମନ୍ଦିରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଦର୍ଶନ ପରେ ସେ ଅପାର ଆନନ୍ଦିତ ଥିବା କହିଛନ୍ତି । ଦର୍ଶନ ପାଇଁ ଦୀର୍ଘ ଦିନରୁ ଇଚ୍ଛା ଥିଲେ ମଧ୍ୟ କରୋନା ପାଇଁ ଆସିପାରୁନଥିଲେ ଏବେ କରୋନା ଟିକେ କମିବା ପରେ ପୁରୀ ଗସ୍ତ କରି ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିବା କହିଛନ୍ତି । ପୁରୀ ସର୍କିଟ ହାଉସରେ […]

Samaya Live Picture
Published On

ପୁରୀ: ମାର୍ଚ୍ଚ ୨୯: ପୁରୀ ଜଗର୍ନ୍ନାଥ ମନ୍ଦିରରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ । ପୁରୀ ମନ୍ଦିରରେ ଶ୍ରୀବିଗ୍ରହଙ୍କୁ ଦର୍ଶନ ପରେ ସେ ଅପାର ଆନନ୍ଦିତ ଥିବା କହିଛନ୍ତି । ଦର୍ଶନ ପାଇଁ ଦୀର୍ଘ ଦିନରୁ ଇଚ୍ଛା ଥିଲେ ମଧ୍ୟ କରୋନା ପାଇଁ ଆସିପାରୁନଥିଲେ ଏବେ କରୋନା ଟିକେ କମିବା ପରେ ପୁରୀ ଗସ୍ତ କରି ସେ ଶ୍ରୀଜିଉଙ୍କୁ ଦର୍ଶନ କରିଥିବା କହିଛନ୍ତି । ପୁରୀ ସର୍କିଟ ହାଉସରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ପରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ଏହି ଅବସରରେ ସେ ଶ୍ରୀମନ୍ଦିର ପ୍ରଶାସନକୁ ୫୦ ହଜାର ଟଙ୍କା ଦାନ କରିଛନ୍ତି ।