priyanka chopra
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ହଲିଉଡରେ ପାଦ ଥାପିବେ ବରୁନ୍ ଧାୱନ୍
Published On
By Samaya Live
ନୂଆଦିଲ୍ଳୀ: ମାର୍ଚ୍ଚ ୩୦: ବଲିଉଡ ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଆକଫିଙ୍ଗ ଲୋକଙ୍କୁ ବେଶ୍ ଖୁସି କରିଥାଏ । ଫିଟ୍ ବଡି ସାଙ୍ଗକୁ କମେଡି ଟାଇମିଙ୍ଗ ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ନିକଟରେ ତାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । କୁହାଯାଉଛି ଯେ ବରୁଣ ଶୀଘ୍ର ହଲିଉଡରେ ଡେବ୍ୟୁ କରିପାରନ୍ତି। କେବଳ ଏତିକି ନୁହେଁ, ଏହା ତାଙ୍କର ଓଟିଟି ଡେବ୍ୟୁ ମଧ୍ୟ ହୋଇପାରେ […]
ମାତାପିତା ହେଲେ ପ୍ରିୟଙ୍କା-ନିକ୍
Published On
By Samaya Live
ଦିଲ୍ଲୀ: ଜାନୁଆରୀ ୨୨: ପାୱର କପଲ୍ ପ୍ରିୟଙ୍କା ଚୋପ୍ରା ଜୋନସ୍ ଏବଂ ନିକ୍ ଜୋନସ୍ଙ୍କ ପାଇଁ ଏବର୍ଷ ଢେରସାରା ଖୁସି ନେଇ ଆସିଛି । କାରଣ ବିବାହର ୩ ବର୍ଷ ପରେ ଗ୍ଲୋବାଲ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବଂ ସଙ୍ଗୀତକାର ନିକ୍ ପିତାମାତା ହୋଇଛନ୍ତି । ହେଲେ ଏହି ଦମ୍ପତ୍ତି ବାୟୋଲଜିକାଲ ନୁହେଁ ବରଂ ସରୋଗେସି ଜରିଆରେ ବାପାମାଆ ହେବାର ସୋଭାଗ୍ୟ ଅର୍ଜନ କରିଛନ୍ତି । ବିଳମ୍ବିତ ରାତିରେ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରେ ଏକ […]
ଅନସ୍କ୍ରିନରେ ଏକାଠି ନଜର ଆସିବେ ଭି-କ୍ୟାଟ୍ !
Published On
By Samaya Live
ନୂଆଦିଲ୍ଳୀ :ଜାନୁଆରୀ ୧୨: ବିବାହ ପରେ ବେଶ୍ ଚର୍ଚ୍ଚାକୁ ଆସିଥିବା ହିଟ୍ ଯୋଡି ଭିକି କୌଶଲ ଓ କ୍ୟ।ଟ୍ରିନ। କୈଫ୍ ଏକାଠି ନଜର ଆସିବେ ବଡ ପରଦାରେ। ବିବ।ହ ପରେ ଅଭିନେତ। ଭିକି ଓ କ୍ୟ।ଟ୍ରିନ।ଙ୍କୁ ପ୍ରଥମ ଥର ପ।ଇଁ ପରଦ।ରେ ଏକ।ଠି କ।ମ କରୁଥିବ।ର ଦେଖିବ।କୁ ମିଳିବ। ଏହି ଦମ୍ପତି ଏପର୍ଯ୍ୟନ୍ତ ଗୋଟିଏ ବି ଫିଲ୍ମରେ ଏକ।ଠି କ।ମ କରି କରିନ।ହ।ଁନ୍ତି। ନିର୍ଦ୍ଦେଶକ ଫରହ।ନ୍ ଅଖତରଙ୍କ ଫିଲ୍ମରେ କ୍ୟ।ଟ୍ରିନ। ଫାଇନାଲ ହୋଇଥିଲେ। ବର୍ତ୍ତମ।ନ ଶୁଣିବ।କୁ ମିଳିଛି […]
ବିବ।ହ କରିବେ ବଲିଉଡ୍ ଅଭିନେତ। ଫରହ।ନ୍ ଅଖତର
Published On
By Samaya Live
ମୁମ୍ବ।ଇ: ଜାନୁଆରୀ ୦୬: କ୍ୟ।ଟ୍ରିନ। ଓ ଭିକ୍କି କୌଶଲଙ୍କ ପରେ ଏବେ ବଲିଉଡରେ ଚାଲିଛି ବିବାହର ଋତୁ। ମ।ର୍ଚ୍ଚ ମ।ସରେ ବିବ।ହ କରିବ।କୁ ଯ।ଉଛନ୍ତି ବଲିଉଡର ଅଭିନେତ। ଫରହ।ନ୍ ଅଖତର । ସେ ତ।ଙ୍କ ବ।ନ୍ଧବୀ ଶିବାନୀ ଦ।ଣ୍ଡେକରଙ୍କୁ ବିବ।ହ କରିବେ । ଫରହ।ନ୍ ଓ ଶିବ।ନୀ ଗତ ୩ ବର୍ଷ ଧରି ଲିଭ ଇନ୍ ରିଲେସନସିପରେ ଥିଲେ । ତେବେ ମ।ର୍ଚ୍ଚରେ ଧୁମଧ।ମରେ ବିବ।ହ କରିବ।କୁ ଯୋଜନ। କରିଛନ୍ତି ଏ ଦୁହେଁ । ଅବଶ୍ୟ ଏମାନଙ୍କ […]
‘ଭୋଗ୍’ କଭର ଗର୍ଲ ପ୍ରିୟଙ୍କା
Published On
By Samaya Live
ଦିଲ୍ଲୀ: ସେପ୍ଟେମ୍ବର ୧: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜର ଗ୍ଲାମରସ୍ ଅନ୍ଦାଜ ପାଇଁ ସବୁଆଡେ ପରିଚିତ । ମିସ୍ ୱାଲïର୍ ଜିତିଥିବା ପିସି ନିଜ କ୍ୟାରିୟରରେ ଅନେକ ସଫଳତା ପାଇସାରିଛନ୍ତି । ନିଜ ପାଇଁ ବଲିଉଡ୍ ସହ ହଲିଉଡ୍ରେ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି । ବଲିଉଡ୍ର ଦେଶୀ ଗର୍ଲରୁ ହଲିଉଡ୍ ଡିବା ବନିସାରିଛନ୍ତି । ସେହିଭଳି ପୁଣି ଥରେ ମନୋରଞ୍ଜନ ଜଗତର ପରିଚିତ ମାଗାଜିନ୍ ‘ଭୋଗ୍’ ପାଇଁ ସେ ଫଟୋ ସୁଟ୍ କରିଛନ୍ତି । […]

