prime minister modi
ବିଶ୍ବ 

ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ

ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ ବର୍ଲିନ୍: ମଇ ୦୪: ବର୍ଲିନରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ମୋଦି କହିଛନ୍ତି ଯେ, ଏକବିଂଶ ଶତାବ୍ଦୀର ଭାରତ ସଂକଳ୍ପ ନେଇ ଆଗକୁ ବଢୁଛି । ଋଷ-ୟୁକ୍ରେନ୍ ଯୁଦ୍ଧ ବନ୍ଦ ପାଇଁ ସେ ଅପିଲ କରିଛନ୍ତି । ତିନି ଦିନିଆ ୟୁରୋପ ଗସ୍ତରେ ଗତକାଲି ଡେନମାର୍କର କୋପେନହାଗନ ଅଭିମୁଖେ ଯାତ୍ରା କରି ଜର୍ମାନୀର ବର୍ଲିନରେ ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରି ମୋଦି କୋପେନହାଗେନ ଗସ୍ତ କରିଥିଲେ । ଏହି ଅବସରରେ ସେ ଡେନମାର୍କ ପ୍ରତିପକ୍ଷ […]
Read More...
ରାଜନୀତି  ଦେଶ- ବିଦେଶ 

ଉତ୍ତରପ୍ରଦେଶ ଗସ୍ତରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ

ଉତ୍ତରପ୍ରଦେଶ ଗସ୍ତରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ ଉତ୍ତରପ୍ରଦେଶ :ଡିସେମ୍ବର ୧୧: ଉତ୍ତରପ୍ରଦେଶ ବଳର।ମପୁର ଗସ୍ତରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ମେ।ଦୀ ସେଠାରେ ସରଯୂ ର।ଷ୍ଟ୍ରୀୟ ପ୍ରକଳ୍ପର ଉଦ୍ଘ।ଟନ କରିବେ, ଯ।ହ। ଦ୍ୱାରା ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ପ।ଣି ଦିଆଯ।ଇପ।ରିବ। ଏହି ପ୍ରକଳ୍ପ ଦ୍ୱାରା ୨୯ ଲକ୍ଷ ଚ।ଷୀ ଉପକୃତ ହୋଇପାରିବେ। ପିଏମଓ ପକ୍ଷରୁ ଶୁକ୍ରବ।ର ଏକ ବିଜ୍ଞପ୍ତିରେ କୁହ।ଯ।ଇଛି ଯେ, ପ୍ରଧ।ନମନ୍ତ୍ରୀ ମେ।ଦୀ ଆଜି ବ।ହର।ଇଚ, ଶ୍ର।ବସ୍ତି ଏବଂ ବଳର।ମପୁର ଦେଇ ଗେ।ରଖପୁରକୁ ଯ।ଇଥିବ। ୩୧୮ କିଲେ।ମିଟର ଲମ୍ବ ଏବଂ […]
Read More...

Advertisement