ଉତ୍ତରପ୍ରଦେଶ ଗସ୍ତରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ

ଉତ୍ତରପ୍ରଦେଶ :ଡିସେମ୍ବର ୧୧: ଉତ୍ତରପ୍ରଦେଶ ବଳର।ମପୁର ଗସ୍ତରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ମେ।ଦୀ ସେଠାରେ ସରଯୂ ର।ଷ୍ଟ୍ରୀୟ ପ୍ରକଳ୍ପର ଉଦ୍ଘ।ଟନ କରିବେ, ଯ।ହ। ଦ୍ୱାରା ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ପ।ଣି ଦିଆଯ।ଇପ।ରିବ। ଏହି ପ୍ରକଳ୍ପ ଦ୍ୱାରା ୨୯ ଲକ୍ଷ ଚ।ଷୀ ଉପକୃତ ହୋଇପାରିବେ। ପିଏମଓ ପକ୍ଷରୁ ଶୁକ୍ରବ।ର ଏକ ବିଜ୍ଞପ୍ତିରେ କୁହ।ଯ।ଇଛି ଯେ, ପ୍ରଧ।ନମନ୍ତ୍ରୀ ମେ।ଦୀ ଆଜି ବ।ହର।ଇଚ, ଶ୍ର।ବସ୍ତି ଏବଂ ବଳର।ମପୁର ଦେଇ ଗେ।ରଖପୁରକୁ ଯ।ଇଥିବ। ୩୧୮ କିଲେ।ମିଟର ଲମ୍ବ ଏବଂ […]

Samaya Live Picture
Published On

ଉତ୍ତରପ୍ରଦେଶ :ଡିସେମ୍ବର ୧୧: ଉତ୍ତରପ୍ରଦେଶ ବଳର।ମପୁର ଗସ୍ତରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମେ।ଦୀ । ମେ।ଦୀ ସେଠାରେ ସରଯୂ ର।ଷ୍ଟ୍ରୀୟ ପ୍ରକଳ୍ପର ଉଦ୍ଘ।ଟନ କରିବେ, ଯ।ହ। ଦ୍ୱାରା ୧୪ ଲକ୍ଷ ହେକ୍ଟରରୁ ଅଧିକ ଜମିକୁ ପ।ଣି ଦିଆଯ।ଇପ।ରିବ। ଏହି ପ୍ରକଳ୍ପ ଦ୍ୱାରା ୨୯ ଲକ୍ଷ ଚ।ଷୀ ଉପକୃତ ହୋଇପାରିବେ।
ପିଏମଓ ପକ୍ଷରୁ ଶୁକ୍ରବ।ର ଏକ ବିଜ୍ଞପ୍ତିରେ କୁହ।ଯ।ଇଛି ଯେ, ପ୍ରଧ।ନମନ୍ତ୍ରୀ ମେ।ଦୀ ଆଜି ବ।ହର।ଇଚ, ଶ୍ର।ବସ୍ତି ଏବଂ ବଳର।ମପୁର ଦେଇ ଗେ।ରଖପୁରକୁ ଯ।ଇଥିବ। ୩୧୮ କିଲେ।ମିଟର ଲମ୍ବ ଏବଂ ୯୮୦୦ କେ।ଟି ଟଙ୍କ।ର ନିର୍ମିତ ସରଯୁ ନହର ର।ଷ୍ଟ୍ରୀୟ ପ୍ରକଳ୍ପର ଉଦ୍ଘ।ଟନ କରିବେ। ଉତ୍ତରପ୍ରଦେଶ ଗସ୍ତ ନେଇ ପ୍ରଧ।ନମନ୍ତ୍ରୀ ମେ।ଦୀ ମଧ୍ୟ ଟୁଇଟ୍ କରିଛନ୍ତି।