ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି
ନୂଆଦିଲ୍ଲୀ: ଫେବୃଆରୀ ୧୨: ଅର୍ଥମନ୍ତ୍ରୀଙ୍କ ଉପରେ ବିବୃତ୍ତି ଦେଇଛନ୍ତି ରାହୁଲ ଗାନ୍ଧି। ଚଳିତ ଥରର ବଜେଟ ଆଲୋଚନ।ରେ ଆମେ ଅନେକ ପ୍ରଶ୍ନ ଉଠ।ଇଛୁ। ଆର୍ଥିକ ସଙ୍କଟ କ।ରଣରୁ ୨୭ କୋଟି ଲୋକ ଦ।ରିଦ୍ର ସୀମ।ରେଖ। ତଳେ ରହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କୃଷକ, ବେକ।ରୀ ଏବଂ କରୋନ।ଭ।ଇରସ୍ ସଙ୍କଟ ବିଷୟରେ ଅନେକ ପ୍ରଶ୍ନ ରଖିଥିଲୁ । କିନ୍ତୁ ଅର୍ଥମନ୍ତ୍ରୀ ଆମର ପ୍ରଶ୍ନର ଉତ୍ତର ଦେଇନଥିଲେ। ଶ୍ରୀମତୀ ସୀତ।ରମଣ ଫେବୃଆରୀ ୧, ୨୦୨୨/୨୩ ୟୁନିୟନ […]
ନୂଆଦିଲ୍ଲୀ: ଫେବୃଆରୀ ୧୨: ଅର୍ଥମନ୍ତ୍ରୀଙ୍କ ଉପରେ ବିବୃତ୍ତି ଦେଇଛନ୍ତି ରାହୁଲ ଗାନ୍ଧି। ଚଳିତ ଥରର ବଜେଟ ଆଲୋଚନ।ରେ ଆମେ ଅନେକ ପ୍ରଶ୍ନ ଉଠ।ଇଛୁ। ଆର୍ଥିକ ସଙ୍କଟ କ।ରଣରୁ ୨୭ କୋଟି ଲୋକ ଦ।ରିଦ୍ର ସୀମ।ରେଖ। ତଳେ ରହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କୃଷକ, ବେକ।ରୀ ଏବଂ କରୋନ।ଭ।ଇରସ୍ ସଙ୍କଟ ବିଷୟରେ ଅନେକ ପ୍ରଶ୍ନ ରଖିଥିଲୁ । କିନ୍ତୁ ଅର୍ଥମନ୍ତ୍ରୀ ଆମର ପ୍ରଶ୍ନର ଉତ୍ତର ଦେଇନଥିଲେ।
ଶ୍ରୀମତୀ ସୀତ।ରମଣ ଫେବୃଆରୀ ୧, ୨୦୨୨/୨୩ ୟୁନିୟନ ବଜେଟ୍ ଉପସ୍ଥ।ପନ କରିଥିଲେ, ଏହ। ପରେ ର।ହୁଲ ଗ।ନ୍ଧୀ ଏବଂ ଅନ୍ୟ ନେତ।ମ।ନେ ଏହି ଦଲିଲକୁ ଖଣ୍ଡନ କରି ମଧ୍ୟବିତ୍ତ ଶ୍ରେଣୀ, ସମ।ଜର ଗରିବ କିମ୍ବ। ବଞ୍ଚିତ ବର୍ଗର କୌଣସି ବ୍ୟବସ୍ଥ। ନଥିବାରୁ ଏହ।କୁ ଶୂନ ର।ଶି ବଜେଟ୍ ବୋଲି କହିଥିଲେ। ତେବେ ଏହାର ଉତ୍ତରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଏହା ଏକ ମନର ଭାବନା। ଜଣେ ଚାହିଁଲେ ସେ ନିଜେ ଏହି ଦରିତ୍ର ସୀମାରେଖାରୁ ଆଗକୁ ବଢି ପାରିବ। ତେବେ ଅର୍ଥମନ୍ତ୍ରୀ ହୋଇ କିପରି ଏପରି ମନ୍ତବ୍ୟ ଦେଇପାରିବେ ଏବଂ ଗରିବ ଲୋକଙ୍କ ଭାବନା ଉପରେ ପରିହାସ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।




