Nirmala Sitharaman
ରାଜନୀତି 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି ନୂଆଦିଲ୍ଲୀ: ଫେବୃଆରୀ ୧୨: ଅର୍ଥମନ୍ତ୍ରୀଙ୍କ ଉପରେ ବିବୃତ୍ତି ଦେଇଛନ୍ତି ରାହୁଲ ଗାନ୍ଧି। ଚଳିତ ଥରର ବଜେଟ ଆଲୋଚନ।ରେ ଆମେ ଅନେକ ପ୍ରଶ୍ନ ଉଠ।ଇଛୁ। ଆର୍ଥିକ ସଙ୍କଟ କ।ରଣରୁ ୨୭ କୋଟି ଲୋକ ଦ।ରିଦ୍ର ସୀମ।ରେଖ। ତଳେ ରହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କୃଷକ, ବେକ।ରୀ ଏବଂ କରୋନ।ଭ।ଇରସ୍ ସଙ୍କଟ ବିଷୟରେ ଅନେକ ପ୍ରଶ୍ନ ରଖିଥିଲୁ । କିନ୍ତୁ ଅର୍ଥମନ୍ତ୍ରୀ ଆମର ପ୍ରଶ୍ନର ଉତ୍ତର ଦେଇନଥିଲେ। ଶ୍ରୀମତୀ ସୀତ।ରମଣ ଫେବୃଆରୀ ୧, ୨୦୨୨/୨୩ ୟୁନିୟନ […]
Read More...
ଦେଶ- ବିଦେଶ  ଓଡ଼ିଶା 

ନିର୍ମଳାଙ୍କ ଚୁଡାନ୍ତ ଘୋଷଣା: ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି, ର୍ନିମାଣ ଶ୍ରମିକ ୩୯୫୦ କୋଟି, ମନେରଗା ୬୧ ହଜାର କୋଟି

ନିର୍ମଳାଙ୍କ ଚୁଡାନ୍ତ ଘୋଷଣା: ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟି, ର୍ନିମାଣ ଶ୍ରମିକ ୩୯୫୦ କୋଟି, ମନେରଗା ୬୧ ହଜାର କୋଟି Edited by Papu Mohanty ଭୁବନେଶ୍ୱର : May 17: ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନାର ଚୁଡାନ୍ତ ପ୍ୟାକେଜ୍‌ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୭ଟି ବିଭାଗରେ ରହିଥିଲା ନିର୍ମଳାଙ୍କ ଘୋଷଣା ମୁଖ୍ୟତଃ ୭ଟି ବିଭାଗ ଉପରେ ପର୍ଯ୍ୟବେଶିତ ରହିଛି । ଏଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ, ମନେରଗା ଶିକ୍ଷା , ମହିଳା , କୃଷକ, ଉଜ୍ୱଲା ଏବଂ ନିର୍ମାଣ ଶ୍ରମିକ ପାଇଁ ୧୫ ହଜାର କୋଟିର ଘୋଷଣା କରିଛନ୍ତି ନିର୍ମଳା । ଏଣିକି […]
Read More...
ଦେଶ- ବିଦେଶ  ଓଡ଼ିଶା 

ନିର୍ମଳାଙ୍କ ଚତୁର୍ଥ ସେଟ୍‌; ପ୍ରତିରକ୍ଷାରେ ମେକ୍‌ ଇନ୍‌ ଇଣ୍ଡିଆକୁ ଗୁରୁତ୍ୱ

ନିର୍ମଳାଙ୍କ ଚତୁର୍ଥ ସେଟ୍‌; ପ୍ରତିରକ୍ଷାରେ ମେକ୍‌ ଇନ୍‌ ଇଣ୍ଡିଆକୁ ଗୁରୁତ୍ୱ ଭୁବନେଶ୍ୱର : May 16:  ‘ଆତ୍ମର୍ନିଭର ଭାରତ ଅଭିଯାନ’ ପ୍ୟାକେଜର ଚତୁର୍ଥ ସେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣଙ୍କ ଘୋଷଣା ପ୍ରତିରକ୍ଷା କ୍ଷେତ୍ରରେ ବିକାଶ ପାଇଁ ଉଦ୍ଦିଷ୍ଟ ରହିଛି । ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ କହିଛନ୍ତି ସେନା ପାଇଁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା ରହିଛି ତେଣୁ ପ୍ରତିରକ୍ଷା କ୍ଷେତ୍ରରେ ମେକ୍‌ ଇନ୍ଇଣ୍ଡିଆକୁ ଅଧିକ ଗୁରୁତ୍ୱ ଦିଆଯିବ । ସୁରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ପାଇଁ ଅଲଗା ବଜେଟ୍‌ କରାଯିବ । କିଛି ଅସ୍ତ୍ରଶସ୍ତ୍ରର ଆମଦାନୀ ଉପରେ କଟକଣା […]
Read More...
ଦେଶ- ବିଦେଶ 

ୱାନ୍‌ ନେସନ ୱାନ୍‌ କାର୍ଡ ଘୋଷଣା କଲେ ଅର୍ଥମନ୍ତ୍ରୀ; ୮ କୋଟି ପ୍ରବାସୀ ଶ୍ରମିକ ପାଇବେ ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଶସ୍ୟ

ୱାନ୍‌ ନେସନ ୱାନ୍‌ କାର୍ଡ ଘୋଷଣା କଲେ ଅର୍ଥମନ୍ତ୍ରୀ; ୮ କୋଟି ପ୍ରବାସୀ ଶ୍ରମିକ ପାଇବେ ୨ ମାସ ପର୍ଯ୍ୟନ୍ତ ମାଗଣା ଖାଦ୍ୟ ଶସ୍ୟ By Papu Mohanty ଭୁବନେଶ୍ୱର : May 14: ‘ଆତ୍ମ ନିର୍ଭର ଭାରତ ଅଭିଯାନ’ ପ୍ୟାକେଜ୍‌ରେ ପ୍ରବାସୀ ଶ୍ରମିକ, କୃଷକଙ୍କ ଉପରେ ରହିଛି ଫୋକସ୍‌ । ୱାନ ନେସନ ୱାନ କାର୍ଡ ଲାଗୁ ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ଶୀତାରମଣ । ଚଳିତ ବର୍ଷ ଅଗଷ୍ଟ ମାସ ମଧ୍ୟରେ ୨୩ଟି ରାଜ୍ୟରେ ୬୭ କୋଟି ଗୋଟିଏ ୱାନ୍‌ ନେସନ ୱାନ କାର୍ଡ ଯୋଗୁ ଦେଶର ୮୩ ପ୍ରତିଶତ ଅର୍ଥାତ ୬୭ କୋଟି ହିତାଧିକାରୀ ଲାଭବାନ […]
Read More...

Advertisement