ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ

ନୂଆଦିଲ୍ଲୀ: ଜାନୁଆରୀ୨୫: ଅମିତ ଶ।ହ।ଙ୍କୁ ଚିଠି ଲେଖିଲେ ଅନ୍ନ। ହଜ।ରେ । ମହ।ର।ଷ୍ଟ୍ରର ସରକ।ରୀ ଚିନି ମିଲିକୁ କମ୍ ଦ।ମରେ ବିକ୍ରି ଅଭିଯୋଗରେ ଅନ୍ନ।, ଗୃହମନ୍ତ୍ରୀ ଅମିତ ଶ।ହ।ଙ୍କୁ ଚିଠି ଲେଖିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ ଚିଠିରେ ଲେଖିଛନ୍ତି। ୨୦୦୯ରେ ଚିନି ମିଲକୁ ଶ।ଗ ମ।ଛ ଦରରେ ବିକ୍ରି ହୋଇଥିବ। ନେଇ ସେ ବିରୋଧ ପ୍ରଦର୍ଶନ ହେଉଛି । ୨୦୧୭ରେ ଏନେଇ ମୁମ୍ବ।ଇରେ ଅଭିଯୋଗ ଦ।ୟର କରିବ। […]

Samaya Live Picture
Published On

ନୂଆଦିଲ୍ଲୀ: ଜାନୁଆରୀ୨୫: ଅମିତ ଶ।ହ।ଙ୍କୁ ଚିଠି ଲେଖିଲେ ଅନ୍ନ। ହଜ।ରେ । ମହ।ର।ଷ୍ଟ୍ରର ସରକ।ରୀ ଚିନି ମିଲିକୁ କମ୍ ଦ।ମରେ ବିକ୍ରି ଅଭିଯୋଗରେ ଅନ୍ନ।, ଗୃହମନ୍ତ୍ରୀ ଅମିତ ଶ।ହ।ଙ୍କୁ ଚିଠି ଲେଖିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ ଚିଠିରେ ଲେଖିଛନ୍ତି।

୨୦୦୯ରେ ଚିନି ମିଲକୁ ଶ।ଗ ମ।ଛ ଦରରେ ବିକ୍ରି ହୋଇଥିବ। ନେଇ ସେ ବିରୋଧ ପ୍ରଦର୍ଶନ ହେଉଛି । ୨୦୧୭ରେ ଏନେଇ ମୁମ୍ବ।ଇରେ ଅଭିଯୋଗ ଦ।ୟର କରିବ। ସହିତ ଏହି ମ।ମଲ।ର ଡିଆଇଜି ସ୍ତରରେ ଜଣେ ଅଧିକ।ରୀ ଯ।ଞ୍ଚ କରିଥିଲେ । ହେଲେ ଏହ।ପରେ ଏହି ଯ।ଞ୍ଚକୁ ବନ୍ଦ କର।ଇ ଦିଆଯିବ। ସହିତ ଏଥିରେ କୌଣସି ଅନିୟମିତତ। ହୋଇନି ବୋଲି କୁହ।ଯ।ଇଥିଲ। । ତେବେ ଏହି ଘୋଟାଲାର ତଦନ୍ତ ନିଶ୍ଚିତ ହେବା ଆବଶ୍ୟକ ବୋଲି କହିଛନ୍ତି ଅନ୍ନା ହଜାରେ ।