maharastra sugar meal
ରାଜନୀତି 

ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ

ଶାହାଙ୍କୁ ଚିଠି ଲେଖିଲେ ଅନ୍ନା ହଜାରେ ନୂଆଦିଲ୍ଲୀ: ଜାନୁଆରୀ୨୫: ଅମିତ ଶ।ହ।ଙ୍କୁ ଚିଠି ଲେଖିଲେ ଅନ୍ନ। ହଜ।ରେ । ମହ।ର।ଷ୍ଟ୍ରର ସରକ।ରୀ ଚିନି ମିଲିକୁ କମ୍ ଦ।ମରେ ବିକ୍ରି ଅଭିଯୋଗରେ ଅନ୍ନ।, ଗୃହମନ୍ତ୍ରୀ ଅମିତ ଶ।ହ।ଙ୍କୁ ଚିଠି ଲେଖିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦେବାକୁ ଚିଠିରେ ଲେଖିଛନ୍ତି। ୨୦୦୯ରେ ଚିନି ମିଲକୁ ଶ।ଗ ମ।ଛ ଦରରେ ବିକ୍ରି ହୋଇଥିବ। ନେଇ ସେ ବିରୋଧ ପ୍ରଦର୍ଶନ ହେଉଛି । ୨୦୧୭ରେ ଏନେଇ ମୁମ୍ବ।ଇରେ ଅଭିଯୋଗ ଦ।ୟର କରିବ। […]
Read More...

Advertisement