PCC President
ରାଜନୀତି  ଓଡ଼ିଶା 

ଦ୍ରୌପଦୀଙ୍କୁ କସ୍ମିନ୍‌ କାଳେ ସମର୍ଥନ କରିବନି କଂଗ୍ରେସ

ଦ୍ରୌପଦୀଙ୍କୁ କସ୍ମିନ୍‌ କାଳେ ସମର୍ଥନ କରିବନି କଂଗ୍ରେସ ଭୁବନେଶ୍ୱର:ଜୁନ୨୫: ଏନଡିଏ ତଥା ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ କାହିଁକି ସମର୍ଥନ କରିବ ? କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁ ନାହିଁ । ଏଇଟା ରାଷ୍ଟ୍ରପତି ନିର୍ବାଚନ । ବିଜେପି ଗୋଟେ ଦଳ । କଂଗ୍ରେସ ଗୋଟେ ଦଳ । ଏନଡିଏ ତଥା ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରିଛନ୍ତି । ବିରୋଧୀ ଆଉ ଜଣଙ୍କୁ ପ୍ରାର୍ଥୀ କରିଛନ୍ତି । ତେଣୁ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ […]
Read More...
ଓଡ଼ିଶା 

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନାରେ ସଂକ୍ରମିତ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନାରେ ସଂକ୍ରମିତ ଭୁବନେଶ୍ୱର : ଜାନୁଆରୀ ୨୪: ରାଜ୍ୟରେ ବିର୍ବାଚନ ସମୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କରୋନାରେ ସଂ୍ରକମିତ ହୋଇଛନ୍ତି । ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଏବେ ସେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା କଥା କହିଛନ୍ତି । ସପ୍ତାହକ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ସହିତ ସଙ୍ଗରୋଧରେ ରହିବାକୁ ସେ ଅନୁରୋଧ କରିଛନ୍ତି । I have tested positive for COVID […]
Read More...
ଓଡ଼ିଶା 

କଂଗ୍ରେସର ଅଭିଯୋଗ;୧୭ହଜାର କୋଟିର ପ୍ୟାକେଜ ନୁହେଁ ପ୍ରହଶନ ମାତ୍ର

କଂଗ୍ରେସର ଅଭିଯୋଗ;୧୭ହଜାର କୋଟିର ପ୍ୟାକେଜ ନୁହେଁ ପ୍ରହଶନ ମାତ୍ର ଭୁବନେଶ୍ୱର : ମେ ୩୧:ଓଡ଼ିଶା ସରକାରଙ୍କର ପ୍ରବଂଚନାପୂର୍ଣ୍ଣ ୧୭ ହଜାର କୋଟିର ପ୍ୟାକେଜକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଏହା ଏକ ପ୍ରହସନ ବୋଲି କହିଛନ୍ତି । ଭୁଷୁଡ଼ି ଯାଇଥିବା ଆର୍ଥିକ ସ୍ଥିତିକୁ ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ଲକ୍ଷ କୋଟି ଟଙ୍କା ଯେପରି ଏକ ପ୍ରହସନ ରାଜ୍ୟ ସରକାର ଜୀବିକା ନିମନ୍ତେ ଘୋଷିତ ଯୋଜନା ‘ଜୀବିକା ମିଶନ‘ ସେହିପରି ଏକ ପ୍ରହସନ- ଏ ସରକାର ପ୍ରତିଶୃତି, […]
Read More...

Advertisement