ଦ୍ରୌପଦୀଙ୍କୁ କସ୍ମିନ୍‌ କାଳେ ସମର୍ଥନ କରିବନି କଂଗ୍ରେସ

ଭୁବନେଶ୍ୱର:ଜୁନ୨୫: ଏନଡିଏ ତଥା ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ କାହିଁକି ସମର୍ଥନ କରିବ ? କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁ ନାହିଁ । ଏଇଟା ରାଷ୍ଟ୍ରପତି ନିର୍ବାଚନ । ବିଜେପି ଗୋଟେ ଦଳ । କଂଗ୍ରେସ ଗୋଟେ ଦଳ । ଏନଡିଏ ତଥା ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରିଛନ୍ତି । ବିରୋଧୀ ଆଉ ଜଣଙ୍କୁ ପ୍ରାର୍ଥୀ କରିଛନ୍ତି । ତେଣୁ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ […]

Samaya Live Picture
Published On

ଭୁବନେଶ୍ୱର:ଜୁନ୨୫: ଏନଡିଏ ତଥା ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ କଂଗ୍ରେସ କାହିଁକି ସମର୍ଥନ କରିବ ? କଂଗ୍ରେସ ସମର୍ଥନ କରିବାର ପ୍ରଶ୍ନ ଉଠୁ ନାହିଁ । ଏଇଟା ରାଷ୍ଟ୍ରପତି ନିର୍ବାଚନ । ବିଜେପି ଗୋଟେ ଦଳ । କଂଗ୍ରେସ ଗୋଟେ ଦଳ । ଏନଡିଏ ତଥା ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛିଡା କରିଛନ୍ତି । ବିରୋଧୀ ଆଉ ଜଣଙ୍କୁ ପ୍ରାର୍ଥୀ କରିଛନ୍ତି । ତେଣୁ କଂଗ୍ରେସ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଦଳ ତାଙ୍କୁ ସମର୍ଥନ କରିବ । ଦଳର ବରିଷ୍ଠ ନରସିଂହ ମିଶ୍ର ଯାହା କହିଛନ୍ତି, ଠିକ କହିଛନ୍ତି । ଏପରି କିଛି ମନ୍ତବ୍ୟ ଦେଇଛନ୍ତି କଂଗ୍ରେସ ପିସିସି ସଭାପତି ।