party politics
ରାଜନୀତି  ଦେଶ- ବିଦେଶ 

କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ପଦ ଛାଡିଲେ ହାର୍ଦ୍ଦିକ

କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ପଦ ଛାଡିଲେ ହାର୍ଦ୍ଦିକ ନୂଆଦିଲ୍ଲୀ: ମଇ ୧୮: ଆଜି ଗୁଜରାଟ କଂଗ୍ରେସର କାର୍ଯ୍ୟର୍ନିବାହୀ ସଭାପତି ହାର୍ଦ୍ଦିକ ଛାଡିଲେ ଦଳ । ସେ ଟୁଇଟ କରି ଲେଖିଛନ୍ତି ଯେ ଆଜି ମୁଁ ଦୃଢ ଆତ୍ମବିଶ୍ୱାସର ସହିତ ପଦରୁ ଏବଂ କଂଗ୍ରେସ ପାର୍ଟିର ମେଳିକ ସଦସ୍ୟ ପଦରୁ ଇସ୍ଥଫା ଦେଲି । ମୋ ସିଦ୍ଧାନ୍ତକୁ ମୋର ସମସ୍ତ ସହଯୋଗୀ ଓ ଗୁଜରାଟବାସୀ ଗ୍ରହଣ କରିବେ ବୋଲି ମୁଁ ସୁନିଶ୍ଚିତ । ମୋର ମନେହୁଏ, ଏଭଳି ପଦକ୍ଷେପ ଗ୍ରହଣ କରିଥିବାରୁ ଭବିଷ୍ୟତରେ ମୁଁ ଗୁଜରାଟ ପାଇଁ […]
Read More...
ରାଜନୀତି  ଓଡ଼ିଶା 

ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।: ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।: ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର ଭୁବନେଶ୍ୱର: ଜାନୁଆରୀ ୦୬: ମୁଖ୍ୟମନ୍ତ୍ରୀଙ୍କୁ କଡ଼। ସମ।ଲୋଚନ। କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷ।ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ।ନ । ସେ କହିଛନ୍ତି ଆଜି ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।ରେ ମୃତ କୁଳମଣୀ ବର।ଳ ଓ ତ।ଙ୍କ ସ।ଥି ଦିବ୍ୟସିଂହ ବର।ଳଙ୍କ ପ୍ରଥମ ଶ୍ର।ଦ୍ଧବ।ର୍ଷିକୀ । ତ।ଙ୍କୁ ବିଚ୍ ର।ସ୍ତ।ରେ ଗୁଳି କରି ହତ୍ୟ। କର।ଯ।ଇଥିଲ। । ଏହି ଘଟଣ।ରେ ଆଇନ୍ ମନ୍ତ୍ରୀଙ୍କ ନ।ଁ ଥିଲ। । କିନ୍ତୁ ସ୍ଥ।ନୀୟ ପୋଲିସ ବେଆଇନ୍ ଭ।ବେ ତ।ଙ୍କ ନ।ଁକୁ ମ।ମଲ।ରୁ ହଟ।ଇଦେଲ। […]
Read More...

Advertisement