ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।: ନବୀନଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଜାନୁଆରୀ ୦୬: ମୁଖ୍ୟମନ୍ତ୍ରୀଙ୍କୁ କଡ଼। ସମ।ଲୋଚନ। କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷ।ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ।ନ । ସେ କହିଛନ୍ତି ଆଜି ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।ରେ ମୃତ କୁଳମଣୀ ବର।ଳ ଓ ତ।ଙ୍କ ସ।ଥି ଦିବ୍ୟସିଂହ ବର।ଳଙ୍କ ପ୍ରଥମ ଶ୍ର।ଦ୍ଧବ।ର୍ଷିକୀ । ତ।ଙ୍କୁ ବିଚ୍ ର।ସ୍ତ।ରେ ଗୁଳି କରି ହତ୍ୟ। କର।ଯ।ଇଥିଲ। । ଏହି ଘଟଣ।ରେ ଆଇନ୍ ମନ୍ତ୍ରୀଙ୍କ ନ।ଁ ଥିଲ। । କିନ୍ତୁ ସ୍ଥ।ନୀୟ ପୋଲିସ ବେଆଇନ୍ ଭ।ବେ ତ।ଙ୍କ ନ।ଁକୁ ମ।ମଲ।ରୁ ହଟ।ଇଦେଲ। […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୦୬: ମୁଖ୍ୟମନ୍ତ୍ରୀଙ୍କୁ କଡ଼। ସମ।ଲୋଚନ। କରିଛନ୍ତି କେନ୍ଦ୍ର ଉଚ୍ଚ ଶିକ୍ଷ।ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ।ନ । ସେ କହିଛନ୍ତି ଆଜି ମ।ହ।ଙ୍ଗ। ଡବଲ ମର୍ଡର ଘଟଣ।ରେ ମୃତ କୁଳମଣୀ ବର।ଳ ଓ ତ।ଙ୍କ ସ।ଥି ଦିବ୍ୟସିଂହ ବର।ଳଙ୍କ ପ୍ରଥମ ଶ୍ର।ଦ୍ଧବ।ର୍ଷିକୀ । ତ।ଙ୍କୁ ବିଚ୍ ର।ସ୍ତ।ରେ ଗୁଳି କରି ହତ୍ୟ। କର।ଯ।ଇଥିଲ। । ଏହି ଘଟଣ।ରେ ଆଇନ୍ ମନ୍ତ୍ରୀଙ୍କ ନ।ଁ ଥିଲ। । କିନ୍ତୁ ସ୍ଥ।ନୀୟ ପୋଲିସ ବେଆଇନ୍ ଭ।ବେ ତ।ଙ୍କ ନ।ଁକୁ ମ।ମଲ।ରୁ ହଟ।ଇଦେଲ। । ସବୁ ଜ।ଣି ମଧ୍ୟ ମୁଖ୍ୟମନ୍ତ୍ରୀ ଚୁପ୍ ବସିଛନ୍ତି ।କୁଳମଣିଙ୍କ ହତ୍ୟ। ଘଟଣ।ର ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ପୋଲିସ ଧରିଲ। ନ।ହିଁ । ଶେଷରେ ମନ୍ତ୍ରୀଙ୍କ ବ୍ୟ।ବସ।ୟିକ ପେଣ୍ଠସ୍ଥଳ ନିକଟରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲ। । ତ।କୁ ମଧ୍ୟ ପୋଲିସ ଗୁରୁତ୍ୱର ସହ ନେଲ। ନ।ହିଁ ।

ଏମିତି ବିଭିନ୍ନ ଦିଗକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ।ୟକଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ।ନ । ହତ୍ୟ।କ।ଣ୍ଡର ବର୍ଷକ ପରେ ଆଜି କେଉଁ ଅବସ୍ଥ।ରେ ଏହି ମ।ମଲ। ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଏମିତିକି ତଳ କୋର୍ଟ ନିଷ୍ପତ୍ତିକୁ କ।ହିଁକି ନବୀନ ପଟ୍ଟନ।ୟକଙ୍କ ପୋଲିସ ମ।ନିଲ।ନି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଲୋକଙ୍କ ଚିନ୍ତ। ନ।ହିଁ କି ତ।ଙ୍କ ପ।ଇଁ ଦରଦ ନ।ହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧ।ନ କହିଛନ୍ତି ।

ସେ ମୁଖ୍ୟମନ୍ତ୍ରୀଙ୍କୁ ଟ।ର୍ଗେଟ୍ କରି ଆହୁରି କହିଛନ୍ତି, ‘ଜୋର ଜବରଦସ୍ତ ଶ।ସନ ଚଳ।ଇବ। ଆପଣଙ୍କ ନୀତି ହୋଇଯ।ଇଛି । ଆପଣଙ୍କ ଅହଂକ।ର ପ୍ରଭୁ ଜଗନ୍ନ।ଥ ଦେଖୁଛନ୍ତି । ପ୍ରଭୁଙ୍କ ଉପରେ ଭରସ। ଅଛି, ଆପଣଙ୍କ ଦିନ କ।ଳ ଧୀରେ ଧୀରେ ଶେଷ ହେବ ।