Panjab Election 2022
ରାଜନୀତି 

ନବଜୋତ ସିଂ ସିଦ୍ଧୁ ଦେଲେ ଇସ୍ତଫା

ନବଜୋତ ସିଂ ସିଦ୍ଧୁ ଦେଲେ ଇସ୍ତଫା ଅମୃତସର: ମାର୍ଚ୍ଚ୧୬: ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ନବଜୋତ ସିଂ ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ୫ଟି ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ସିଦ୍ଧୁ ଇସ୍ତଫା ଦେଇ କହିଛନ୍ତି, କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ […]
Read More...
ରାଜନୀତି 

ରାଜ୍ୟପାଳଙ୍କୁ ଭେଟିଲେ ପଞ୍ଜାବ ନେତା

ରାଜ୍ୟପାଳଙ୍କୁ ଭେଟିଲେ ପଞ୍ଜାବ ନେତା ଚଣ୍ଡିଗଡ଼: ମାର୍ଚ୍ଚ ୧୨: ରାଜ୍ୟରେ ନୂତନ ସରକାର ଗଠନ ଦାବିରେ ଆମ୍ ଆଦମୀ ପାର୍ଟି ନେତା ତଥା ଭାଗବତ ମନ ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ଭେଟିଛନ୍ତି। ମାର୍ଚ୍ଚ ୧୬ରେ ରାତି ୧୨.୩୦ ସମୟରେ ସ୍ୱାଧୀନତା ସଂଗ୍ରାମୀ ଭାଗବତ ସିଂଙ୍କ ଜନ୍ମ ଗ୍ରାମରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ହାସ୍ୟ ଅଭିନେତା ଭଜନ କହିଛନ୍ତି। ‘ପଞ୍ଜାବର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ସମାରୋହକୁ ଆସିବେ, ସେମାନେ ଭାଗବତ ସିଂଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। […]
Read More...
ରାଜନୀତି 

ପଞ୍ଜାବରେ ଆପର ସୁପର ଶୋ

ପଞ୍ଜାବରେ ଆପର ସୁପର ଶୋ ପଞ୍ଜାବ: ମାର୍ଚ୍ଚ ୧୧: ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ସୁପର ଶୋ । ପଞ୍ଜାବ ରାଜନୈତିକ ଇତିହାସରେ ପ୍ରଥମଥର ପାଇଁ କଂଗ୍ରେସ-ଅକାଳୀ ରାଜ୍କୁ ଖତମ୍ କରି ବିପୁଳ ପରିମାଣର ବିଜୟ ସହ କ୍ଷମତାକୁ ଆସିଛି ଆପ୍। ୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକାକି ୯୨ ଆସନ ହାସଲ କରିଛି। କ୍ଷମତାରେ ଥିବା କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିଥିବାବେଳେ ବିଜେପିକୁ ୨ ଓ ଶିରୋମଣି ଅକାଳୀ ମେଣ୍ଟ ସପକ୍ଷରେ […]
Read More...
ରାଜନୀତି  ଦେଶ- ବିଦେଶ 

ସିଦ୍ଧୁଙ୍କ ପାଦ ଛୁଇଁଲେ ଚରଣଜିତ୍‌ ଚନ୍ନୀ

ସିଦ୍ଧୁଙ୍କ ପାଦ ଛୁଇଁଲେ ଚରଣଜିତ୍‌ ଚନ୍ନୀ ନୂଆଦିଲ୍ଲୀ: ଫେବୃଆରୀ ୦୭: ପଞ୍ଜାବ ଇଲେକ୍ସନରେ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଗତକାଲି ରାହୁଲ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂ ଚନ୍ନୀଙ୍କୁ ଅହଂକାରୀ ମୁଖ୍ୟମନ୍ତ୍ରୀ କହିବା ପରେ ଏହି କଥାକୁ ମିଛ ସାବ୍ୟସ୍ତ କରିବା ପାଇଁ ଚନ୍ନୀ ଏକ ନୂଆ ଉପାୟ କରିଥିବା ଚର୍ଚ୍ଚା ହେଉଛି। ଏହାରି ଭିତରେ ନବଜୋତ ସିଦ୍ଧୁ ଶୀର୍ଷ ପଦବୀ ପ।ଇଁ ହଟ୍ଟଗୋଳ କରୁଥିବ। ଦୌଡରୁ ଦୂରେଇ ଯ।ଇଛନ୍ତି । ତେବେ ସିଦ୍ଧୁଙ୍କ ଏହି ନିଷ୍ପତ୍ତି ଅଫିସିଆଲ ହୋଇନାହିଁ। କିନ୍ତୁ […]
Read More...
ରାଜନୀତି 

ଅମରିନ୍ଦରଙ୍କ ଚାଞ୍ଚଲ୍ୟକର ବୟାନ

ଅମରିନ୍ଦରଙ୍କ ଚାଞ୍ଚଲ୍ୟକର ବୟାନ ଚଣ୍ଡିଗଡ:ଜାନୁଆରୀ ୨୫: ପଞ୍ଜ।ବ ବିଧ।ନସଭ। ନିର୍ବ।ଚନ ପାଇଁ ସରଗରମ ହୋଇଛି ରାଜ୍ୟ ରାଜନୀତି। ଏପରି ସ୍ଥିତିରେ ପଞ୍ଜାବ ଲୋକ କଂଗ୍ରେସ ଅଧ୍ୟକ୍ଷ କ୍ୟ।ପଟେନ୍ ଅମରିନ୍ଦର ସିଂହଙ୍କ ଚ।ଞ୍ଚଲ୍ୟକର ବୟ।ନ ସାମ୍ନାକୁ ଆସିଛି। ସେ କହିଛନ୍ତି ନବଜୋତ ସିଂହ ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳରେ ସ।ମିଲ୍ କର।ଇବ। ପ।ଇଁ ସୁପ।ରିଶ କରିଥିଲେ ପ।କିସ୍ତ।ନ ପ୍ରଧ।ନମନ୍ତ୍ରୀ ଇମ୍ର।ନ ଖ।ନ। ସୋମବ।ର ସ।ମ୍ବ।ଦିକ ସମ୍ମିଳନୀରେ ଅମରିନ୍ଦର କହିଛନ୍ତି, ପ।କିସ୍ତ।ନ ପ୍ରଧ।ନମନ୍ତ୍ରୀ ଆମ ନିକଟକୁ ଏକ ଅନୁରୋଧ ପତ୍ର ପଠ।ଇଥିଲେ। ସେ ଲେଖିଥିଲେ, ଯଦି ଆପଣ […]
Read More...

Advertisement