ସିଦ୍ଧୁଙ୍କ ପାଦ ଛୁଇଁଲେ ଚରଣଜିତ୍ ଚନ୍ନୀ
ନୂଆଦିଲ୍ଲୀ: ଫେବୃଆରୀ ୦୭: ପଞ୍ଜାବ ଇଲେକ୍ସନରେ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଗତକାଲି ରାହୁଲ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ଅହଂକାରୀ ମୁଖ୍ୟମନ୍ତ୍ରୀ କହିବା ପରେ ଏହି କଥାକୁ ମିଛ ସାବ୍ୟସ୍ତ କରିବା ପାଇଁ ଚନ୍ନୀ ଏକ ନୂଆ ଉପାୟ କରିଥିବା ଚର୍ଚ୍ଚା ହେଉଛି। ଏହାରି ଭିତରେ ନବଜୋତ ସିଦ୍ଧୁ ଶୀର୍ଷ ପଦବୀ ପ।ଇଁ ହଟ୍ଟଗୋଳ କରୁଥିବ। ଦୌଡରୁ ଦୂରେଇ ଯ।ଇଛନ୍ତି । ତେବେ ସିଦ୍ଧୁଙ୍କ ଏହି ନିଷ୍ପତ୍ତି ଅଫିସିଆଲ ହୋଇନାହିଁ। କିନ୍ତୁ […]
ନୂଆଦିଲ୍ଲୀ: ଫେବୃଆରୀ ୦୭: ପଞ୍ଜାବ ଇଲେକ୍ସନରେ ନୂଆ ନୂଆ ମୋଡ ସାମ୍ନାକୁ ଆସୁଛି। ଗତକାଲି ରାହୁଲ ଗାନ୍ଧୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀଙ୍କୁ ଅହଂକାରୀ ମୁଖ୍ୟମନ୍ତ୍ରୀ କହିବା ପରେ ଏହି କଥାକୁ ମିଛ ସାବ୍ୟସ୍ତ କରିବା ପାଇଁ ଚନ୍ନୀ ଏକ ନୂଆ ଉପାୟ କରିଥିବା ଚର୍ଚ୍ଚା ହେଉଛି। ଏହାରି ଭିତରେ ନବଜୋତ ସିଦ୍ଧୁ ଶୀର୍ଷ ପଦବୀ ପ।ଇଁ ହଟ୍ଟଗୋଳ କରୁଥିବ। ଦୌଡରୁ ଦୂରେଇ ଯ।ଇଛନ୍ତି । ତେବେ ସିଦ୍ଧୁଙ୍କ ଏହି ନିଷ୍ପତ୍ତି ଅଫିସିଆଲ ହୋଇନାହିଁ। କିନ୍ତୁ ଯଦି ସେ ନିଜର ମନ ବଦଳାନ୍ତି ତେବେ ସେ କିଛି ବି କରିପାରନ୍ତି ବୋଲି କହି ସିଦ୍ଧୁଙ୍କ ପାଦ ଛୁଇଁଥିବା ନଜର ଆସିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ। ଏହା ପରେ ସିଦ୍ଧୁ ମଧ୍ୟ ଚନ୍ନୀଙ୍କୁ କୋଳେଇ ନେଇଥିଲେ । ତେବେ ଏପରି ଘଟଣାରୁ ନିଜର ଦଳୀୟ କନ୍ଦଳକୁ ଆପୋଷ ବୁଝାମଣାରେ ସମାଧାନ କରିଥିବା ଏକ ପ୍ରକାର ପ୍ରହସନ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।




