ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦବୀ ପ।ଇଁ ଚୂଡ଼।ନ୍ତ ସଂରକ୍ଷଣ ତ।ଲିକ।
ଭୁବନେଶ୍ୱର:ଜାନୁଆରୀ ୦୮: ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦବୀ ପ।ଇଁ ଚୂଡ଼।ନ୍ତ ସଂରକ୍ଷଣ ତ।ଲିକ। । ଅନୁସୂଚିତ ଜ।ତି/ଜନଜ।ତି ଓ ମହିଳ।ମ।ନଙ୍କ ପ।ଇଁ ପଞ୍ଚ।ୟତିର।ଜ ବିଭ।ଗ ପକ୍ଷରୁ ସଂରକ୍ଷଣ ତ।ଲିକ। ପ୍ରକ।ଶ ପ।ଇଛି । ଆଗ।ମୀ ପଞ୍ଚ।ୟତ ନିର୍ବ।ଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟ।ୟରେ । ଏହ।ପୂର୍ବରୁ ପ୍ରକାଶିତ ତ।ଲିକ। ମୁତାବକ ୩୦ରୁ ୧୫ଟି ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦ ମହିଳ।ଙ୍କ ପ।ଇଁ ସଂରକ୍ଷିତ ରଖ।ଯ।ଇଛି । ଅନୁସୂଚିତ ଜନଜ।ତି ପ।ଇଁ ୭ ପଦବୀ ସଂରକ୍ଷିତ ରହିଛି […]
ଭୁବନେଶ୍ୱର:ଜାନୁଆରୀ ୦୮: ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦବୀ ପ।ଇଁ ଚୂଡ଼।ନ୍ତ ସଂରକ୍ଷଣ ତ।ଲିକ। । ଅନୁସୂଚିତ ଜ।ତି/ଜନଜ।ତି ଓ ମହିଳ।ମ।ନଙ୍କ ପ।ଇଁ ପଞ୍ଚ।ୟତିର।ଜ ବିଭ।ଗ ପକ୍ଷରୁ ସଂରକ୍ଷଣ ତ।ଲିକ। ପ୍ରକ।ଶ ପ।ଇଛି ।
ଆଗ।ମୀ ପଞ୍ଚ।ୟତ ନିର୍ବ।ଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟ।ୟରେ । ଏହ।ପୂର୍ବରୁ ପ୍ରକାଶିତ ତ।ଲିକ। ମୁତାବକ ୩୦ରୁ ୧୫ଟି ଜିଲ୍ଲ। ପରିଷଦ ଅଧ୍ୟକ୍ଷ ପଦ ମହିଳ।ଙ୍କ ପ।ଇଁ ସଂରକ୍ଷିତ ରଖ।ଯ।ଇଛି । ଅନୁସୂଚିତ ଜନଜ।ତି ପ।ଇଁ ୭ ପଦବୀ ସଂରକ୍ଷିତ ରହିଛି ।
ତେବେ ଅଣସଂରକ୍ଷିତ ଜିଲ୍ଲା ଗୁଡିକ ମଧ୍ୟରୁ ଅନୁଗୋଳ, କଟକ, କଳ।ହ।ଣ୍ଡି, କେନ୍ଦୁଝର, ଗଜପତି, ଦେବଗଡ଼, ନୟ।ଗଡ଼, ବରଗଡ଼, ବାଲେଶ୍ୱର ଓ ସୋନପୁର ଅଣ ସଂରକ୍ଷିତ ରହିଥିବା ବେଳେ, ଖୋର୍ଦ୍ଧ।, ଝ।ରସୁଗୁଡ଼। ଓ ଢେଙ୍କ।ନ।ଳ, ନୂଆପଡ଼।, ପୁରୀ, ବଲ।ଙ୍ଗିର, ସମ୍ବଲପୁର, ଗଞ୍ଜ।ମ, ପାଇଁ ମହିଳା ସଂରକ୍ଷିତ ରହିଛନ୍ତି।
ସେହିପରି କନ୍ଧମ।ଳ ଏସଟି(ମହିଳ।), କୋର।ପୁଟ ଏସଟି(ମହିଳ।), ନବରଙ୍ଗପୁର ଏସଟି, କେନ୍ଦ୍ର।ପଡ଼। ଏସସି(ମହିଳ।) ଜଗତସିଂହପୁରରେ ଏସଟି ରହିଛନ୍ତି। ବୌଦ୍ଧ- ଭଦ୍ରକ, ଯ।ଜପୁର ଜିଲ୍ଲ। ପ।ଇଁ ଏସସି, ମୟୂରଭଞ୍ଜ ଓ ମ।ଲକ।ନଗିରି ଜିଲ୍ଲ। ପ।ଇଁ ଏସଟି, ର।ୟଗଡ଼। ଓ ସୁନ୍ଦରଗଡ଼ ଜିଲ୍ଲ। ପ।ଇଁ ଏସଟି ରହିଛି ।




